ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ

ଖସାପଡ଼ା ଲାଗି ଓ ବନକଲାଗି ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୪ ଦିନ ଲାଗି ସ୍ଥଗିତ ରହିବ। ଆସନ୍ତାକାଲି ଠାରୁ ୩ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ…

୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

କାଳବୈଶାଖୀ ବର୍ଷାରେ କିଛି ପରିମାଣରେ କମିଥିବା ତାତି ପୁଣି ଫେରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହି ସହର ବିଶ୍ବରେ ଅଷ୍ଟମ ସ୍ଥାନରେ ରହିଛି। ନାଇଜେରିଆ ଓ କାମେରୁନ୍‌ର ୭ଟି ସହର ତାଲିକାର ଶୀର୍ଷରେ ରହିଛନ୍ତି। ଏପଟେ…

ଆଇପିଏଲ ମହାସମର : ପ୍ରଥମ ବିଜୟ ହାସଲ କଲା ଗୁଜୁରାଟ

ଚଳିତ ଆଇପିଏଲ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି। ଗୁଜରାଟ ଟାଇଟନ୍ସ ୩୬ ରନ୍‌ରେ ଏହି ଦଳକୁ ହରାଇବା ସହ ପ୍ରଥମ ବିଜୟ ହାସଲ କରିଛି। ସାଇ ସୁଦର୍ଶନଙ୍କ କ୍ରମାଗତ ଅର୍ଦ୍ଧଶତକ ବଳରେ ଗୁଜରାଟ ୮ ୱିକେଟ୍‌ ବିନିମୟରେ ୧୯୬ ରନ୍ ସଂଗ୍ରହ କରିଥିଲା। ଜବାବରେ…

ଆଜି ହେବ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଆଜିଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ  । କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବ ।  ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ…

ଆଜିଠୁ ରାଶିଚକ୍ରରେ ଆରମ୍ଭ ହେଉଛି ଶନି ଚଳନ

ଆଜିଠୁ ରାଶିଚକ୍ରରେ ଆରମ୍ଭ ହେଉଛି ଶନି ଚଳନ । ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ନ୍ୟାୟର ଦେବତା ଶନି ଦେବ । ମୀନ ରାଶିରେ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଶନି ବିଦ୍ୟମାନ ରହିବେ । ଜ୍ୟୋତିଷ ଗଣନା ଅନୁସାରେ,୧୦୦ ବର୍ଷ ପରେ ସୂର୍ଯ୍ୟଗ୍ରହଣ ଦିନ ଶନି ଗୋଚରର ସଂଯୋଗ ସୃଷ୍ଟି ହୋଇଛି । ନବଗ୍ରହ…

ଯବାନଙ୍କ ଗୁଳିରେ ଟପ୍ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ ଟଳିଲେ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଟପ୍ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ ଟଳିପଡ଼ିଛନ୍ତି । ଡିଆରଜି ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ସୁକୁମା…

ମାର୍ଚ୍ଚ ୩୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ

ମାର୍ଚ୍ଚ ୩୧ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସରକାରୀ ଛୁଟି ଦିନ ଥିବା ଯୋଗୁ ଏହି ସୋମବାର ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର…

ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

 ପୁରୀରେ ଏବେ ସରିବ ନାହିଁ ଭକ୍ତଙ୍କ ଯନ୍ତ୍ରଣା । ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଆଇନ ମନ୍ତ୍ରୀ । ଗତ…

ଅଗ୍ନିବୀର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ , ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୦

ଭାରତୀୟ ନୌସେନା ଅଗ୍ନିବୀର (SSR ଏବଂ MR) ଏବଂ SSR (ମେଡିକାଲ୍) ପଦବୀ ପାଇଁ 2025 ବ୍ୟାଚ୍ ଅଧୀନରେ ନିଯୁକ୍ତି ବାହାର କରିଛି । ଯେଉଁ ଯୁବକମାନେ ଦେଶ ସେବା କରିବାକୁ ଏବଂ ଭାରତୀୟ ନୌସେନାରେ ଯୋଗ ଦେବାକୁ ସ୍ବପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ । ଅଗ୍ନିବୀର (SSR ଏବଂ…

ପୁଣି ପରଦାକୁ ଆସୁଛି ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨

ପୁଣି ପରଦାକୁ ଆସୁଛି ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨'। ନିକଟରେ ନିର୍ମାତା ଚଳଚ୍ଚିତ୍ରର ଏକ ଛୋଟ ଝଲକ ସେୟାର କରିଥିଲେ ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା। ଚଳଚ୍ଚିତ୍ରର ଟିଜର ରିଲିଜ୍ ହେବା ପରେ ଏବେ ଧର୍ମା ପ୍ରଡକ୍ସନ୍…