ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ଛାଡିବେ ମୋଦୀ?
ବିଜେପିର ଅଲିଖିତ ନିୟମ ଅନୁସାରେ ସତରେ କ’ଣ ଆଗାମୀ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ଛାଡିବେ ମୋଦୀ? ୭୫ବର୍ଷ ହୋଇସାରିଥିବା ନେତାମାନଙ୍କୁ ବିଜେପି ସରକାରରେ କୌଣସି ଦାୟିତ୍ବ ଦିଆଯାଉନାହିଁ । ୨୦୧୪ ଲୋକସଭା ନିର୍ବାଚନରେ ପରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲାପରେ ନରେନ୍ଦ୍ର ମୋଦୀ…