ଆଇନଜୀବୀ ଚରିତ୍ରରେ ପରଦାକୁ ଆସିବେ ଏଲିନା

ବାହାଘର ପରେ ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ନାୟିକା ଏଲିନା ଅଭିନୟ କ୍ଷେତ୍ରରେ ବେଶ୍ ସକ୍ରିୟ ଅଛନ୍ତି। ‘ଚ୍ୟାଲେଞ୍ଜ୍’ ପରେ ତାଙ୍କର ପୁଣି ଏକ ଓଡ଼ିଆ ଛବି ଫ୍ଲୋର୍‌କୁ ଯାଉଛି। ‘ଉଦାହରଣ’ ଶୀର୍ଷକ ଏହି ଛବିରେ ତାଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାରେ ଏଲିନା ଜଣେ…

ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍‌ ଶୀଘ୍ର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ଏହାଦ୍ବାରା ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହେବ। ଏଭଳି ସ୍ଥିତିରେ ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ପୂର୍ବରୁ ଏହି…

ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଅର୍ଥନୀତି ବିଷୟରେ ବଡ଼ ବଡ଼ ଦାବି କରୁଛନ୍ତି କିନ୍ତୁ ଦେଶର ବୃଦ୍ଧି ପାଉଥିବା ଋଣକୁ ରୋକିବାରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଥର ପାଇଁ ଆମେରିକାର ଋଣ ଆନୁଷ୍ଠାନିକ ଭାବରେ ୩୭ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ୪ ଜୁଲାଇରେ ୱାନ୍…

ପୁରୁଷ ବନ୍ଧୁ ଗିରଫ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ । ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କରି ବିଏନଏସର ଧାରା 296, 75, 78, 108, 66e, 67a ପରି…

ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ

ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ କରିଛନ୍ତି । ବ୍ୟକ୍ତିବିଶେଷଙ୍କୁ ନଜଣାଇ ଭୋଟର ତାଲିକାରୁ ତାଙ୍କ ନାମ ବାଦ୍ ପକାଯିବ ନାହିଁ ବୋଲି କହିଛନ୍ତି ଇସିଆଇ। ଇସିଆଇ କହିଛନ୍ତି ତାଲିକାରୁ ବାଦ୍ ପଡିବା…

ଜବତ ହେଲା କିଲର ଥର୍

କାଲି ରାତିରେ ଜାତୀୟ ରାଜପଥ ଉପରେ ସ୍ପିଡ ଡ୍ରାଇଭ ବେଳେ ଘଟିଥିଲା ଦୁର୍ଘଟଣା। ଯେଉଁଥିରେ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜଟଣୀରୁ ଜବତ ହୋଇଛି ଗାଡି । ୧୫ କିଲୋମିଟର ଗୋଡ଼ାଗୋଡି ପରେ ଘଟାଇଥିଲା ଦୁର୍ଘଟଣା। ମାମୁଁ ଘରୁ ମା ଓ ସାନ ଭାଇ ସହ ଘରକୁ ଫେରୁଥିଲା କୁନି ଝିଅ।…

ଆସୁଛି ଦୁଇଟି ଲଘୁଚାପ

ରାଜ୍ୟର ୯ଟି ଜିଲାରେ ନିଅଣ୍ଟିଆ ବର୍ଷା ରହିଛି। ଏଥିପାଇଁ ଚାଷ କାମ ଆଗେଇ ପାରୁନାହିଁ। ଜମିରେ ପାଣି ନଥିବାରୁ ରୁଆ, ଖେଳିଆ ଓ ବେଉଷଣ ଆଗେଇ ପାରୁନି। ଚାଷୀ ବର୍ଷାକୁ ଚାହିଁ ବସିଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରୁ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ଟାଣଖରା ଯୋଗୁ ଜମିରୁ ପାଣି ଶୁଖି…

ଆଜିର ରାଶିଫଳ

ଚଳିତ ଅଗଷ୍ଟ ମାସ ୧୭ ତାରିଖରେ ସିଂହ ରାଶିରେ ସୂର୍ଯ୍ୟ ଚଳନ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ସହ ଏହି ଦିନ ଦୀର୍ଘ ୧୮ ବର୍ଷ ପରେ କେତୁ ଓ ସୂର୍ଯ୍ୟ ସିଂହ ରାଶିରେ ଏକାଠି ହେବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ କେତୁ ଏହି ସମୟରେ ଏକାଠି ହେବା ଦ୍ୱାରା କିଛି ରାଶି…

୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣିବ ସେନା

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ପୁରୁଣା ଚେତକ ଓ ଚିତା ହେଲିକପ୍ଟରକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ପ୍ରାୟ ୨୦୦ଟି ନୂଆ ହାଲୁକା ହେଲିକପ୍ଟର କିଣାଯିବ । ଏହି ହେଲିକପ୍ଟର ଗୁଡ଼ିକର ନାଁ ରହିଛି…

ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ

 ଶନିବାର ରାତି ୯.୦୩ ସମୟରେ ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ପାଲାନପୁରରୁ ୩୧ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଅଧିକାଂଶ ତହସିଲରେ ଭୂମିକମ୍ପ…