ଏପ୍ରିଲରୁ ନୂଆ ଆୟକର ଆଇନ

ସରକାର ଆଜି ଆୟକର ଆଇନ-୨୦୨୫ର ଗେଜେଟ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍‌ରେ ମୋହର ମାରିଥିଲେ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତିରେ ଦର୍ଶାଯାଇଛି। ଅନ୍ୟଥା କିଛି ଉଲ୍ଲେଖ ନଥିଲେ ନୂଆ ଆୟକର ଆଇନ ୨୦୨୬…

ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ। ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ସେମାନଙ୍କୁ ଆଶ୍ରୟ…

ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ହୀରାକୁଦର ଜଳଭଣ୍ଡାରର ମୋଟ ୪ଟି ଗେଟ୍ ଖୋଲାଯାଇଛି। ଡ୍ୟାମର ବାମପଟର ୩ଟି ଏବଂ ଡାହାଣ ପଟର ଗୋଟିଏ ଗେଟ୍ ଖୋଲିଛି। ଉପର ମୁଣ୍ଡରୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଆଜି ପୁଣି ଖୋଲିଛି ହୀରାକୁଦ ଗେଟ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୧୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାର…

ଦୁଲୀପ୍ ଟ୍ରଫିରେ ଖେଳିବେନି ଗିଲ

ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE)ରେ ଅନୁଷ୍ଠିତ ହେବାକୁ ଥିବା ଦୁଲୀପ୍ ଟ୍ରଫିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ…

ବୁଲା କୁକୁରଙ୍କୁ ଆଉ ବଳକା ମାଂସ ଦିଆଯିବନି

କୁକୁରମାନଙ୍କୁ ନେଇ ସୁପ୍ରିମ କୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ପ୍ରାଣୀ ଓ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା ଆସିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ କଡାକଡି ପାଳନ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି…

ଏସ୍‌ଆଇଆର୍‌ ବିବାଦ : କଟିଥିବା ଭୋଟର ଅଭିଯୋଗ କରୁନାହାଁନ୍ତି

ବିହାରରେ ରାଜନୈତିକ ଦଳମାନେ ଏସଆଇଆରକୁ ନେଇ ହୋହାଲ୍ଲା କରୁଛନ୍ତି । କିନ୍ତୁ କୈାଣସି ଭୋଟର ଯାହାର ନାମ କଟିଛି ସେମାନେ ଆଜି ପର୍ଯ୍ୟନ୍ତ ଅଭିଯୋଗ କରିନାହାଁନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିହାରରେ ୧.୬୮ ଲକ୍ଷରୁ ଅଧିକ ବୁଥ୍-ସ୍ତରୀୟ ଏଜେଣ୍ଟ…

ମୋଦି କହିଲେ ଜେଲ୍‌ରୁ କେହି ନିର୍ଦ୍ଦେଶ ଦେଇପାରିବେନି

ବିହାର ବିଧାନସଭା ନିର୍ବାଚନ ବେଳେ ମୋଦି କହିଛନ୍ତି ନେତାମାନେ ଆଗକୁ ଜେଲରେ ରହି ନିର୍ଦେଶ ଦେଇପାରିବେନି ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବିହାରରେ ଜନସଭାରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।  ଏହି ଗସ୍ତ ଅବସରରେ ମୋଦୀ ଆର୍‌ଜେଡିକୁ କଡ଼ା କଟାକ୍ଷ କରିଛନ୍ତି। ମୋଦୀ ଆର୍‌ଜେଡିର…

ରାଶିଫଳ : ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖିବେ

ମେଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସରେ ନୂଆ ପଦ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ।ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖିବେ ବୃଷ: ଦିମାକରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମ ପୂରା…

ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ଶ୍ରମିକ ଭିଜା ପ୍ରଦାନକୁ ନିଷେଧ କରିଛନ୍ତି

ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ସମସ୍ତ ପ୍ରକାରର ଶ୍ରମିକ ଭିଜା ପ୍ରଦାନକୁ ତୁରନ୍ତ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗୁରୁବାର (୨୧ ଅଗଷ୍ଟ ୨୦୨୫) ଏହା ଘୋଷଣା କରିଛନ୍ତି। ଭାରତରୁ ଅବୈଧ ଭାବରେ ଆମେରିକା ଯାଇଥିବା ଜଣେ ବ୍ୟକ୍ତିଙ୍କ…

ବ୍ୟସ୍ତବହୁଳ ଜୀବନରେ କିପରି ରହିବେ ସୁସ୍ଥ

ଆଜିର ବ୍ୟସ୍ତବହୁଳ ଜୀବନରେ କାମର ଚାପ, ଡେଡଲାଇନ୍ ଏବଂ ଓଭରଟାଇମ୍ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ସକାଳୁ ଅଫିସ୍ ଯିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଏବଂ ପରଦିନ ପୁଣି ସେହି ଏକା ରୁଟିନ୍‌କୁ ଅନୁସରଣ କରିବା ଭିତରେ ଆମ ସ୍ୱାସ୍ଥ୍ୟ ଅବହେଳିତ ହୋଇଯାଏ । ଅନେକ ଲୋକ…