ସରକାରଙ୍କୁ ସବୁ ସମ୍ପତ୍ତି ଦାନ କଲେ ଡାକ୍ତର

ମେଟ୍ରୋ ଟିଭି ଓଡିଶା,୧୭/୧: ହିମାଚଳର ବୃଦ୍ଧା ଏବେ ଚର୍ଚ୍ଚାରେ ସେ ନିଜ ସବୁ ସମ୍ପତ୍ତି ସରକାରଙ୍କୁ ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୃଦ୍ଧା ଜଣକ ନିଜର ୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି । ଗତବର୍ଷ ସେ ନିଜ ସ୍ତ୍ରୀକୁ ହରାଇଥିଲେ । ତାଙ୍କ ସ୍ତ୍ରୀର ଶେଷ

ଅଧିନାୟକ ପଦ ଛାଡିବା ପରେ ଅନୁଷ୍କାଙ୍କ ଭାବବିହୁଳ ପୋଷ୍ଟ

ମେଟ୍ରୋ ଟିଭି ଓଡିଶା,୧୭/୧: ଭାରତର ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଶନିବାର ସନ୍ଧ୍ୟାରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଓ ଇନସ୍ତାଗ୍ରାମ ଜରିଆରେ ଏହି ନିଷ୍ପତ୍ତିକୁ ଜଣାଇଥିଲେ । ତାଙ୍କର ଏଭଳି ନିଷ୍ପତ୍ତିରେ ଫ୍ୟାନ ମାନେ ଚକିତ

ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ମେଟ୍ରୋ ଟିଭି ଓଡିଶା,୧୭/୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ

ଆରପାରିରେ ସୁପରମମ୍ ଟାଇଗର କଲାରୱାଲି

ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର

ଆରପାରିରେ କଥକ ସମ୍ରାଟ ବିରଜୁ ମହାରାଜ

ମେଟ୍ରୋ ଟିଭି ଓଡିଶା,୧୭/୧: ସୁନାମଧନ୍ୟ କଥକ ନୃତ୍ୟ ଶିଳ୍ପୀ ବିରଜୁ ମହାରାଜଙ୍କର ୮୩ ବର୍ଷରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ପାଇ ନୃତ୍ୟଶିଳ୍ପୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଦେଶରେ ବିରଜୁ ମାହାରାଜଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ବିରଜୁ ମହାରାଜଙ୍କ ପ୍ରକୃତ

ପରଲୋକରେ ଶାନ୍ତି ଦେବୀ

ମେଟ୍ରୋ ଟିଭି ଓଡିଶା,୧୭/୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବାବେଳେ ବିଳମ୍ବିତ ରାତିରେ ହଠାତ୍

ଆଜିଠୁ ନାମାଙ୍କନ ଦାଖଲ

ମେଟ୍ରୋ ଟିଭି ଓଡିଶା,୧୭/୧: ସରଗରମ ହେବ ପଞ୍ଚାୟତ ନିର୍ବାଚନ ପରିବେଶ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଂଚଳ ରାଜନୀତି । ଭୋଟ୍ ପାଇଁ ଆଜିଠୁ ହେବ ନାମାଙ୍କନ ଦାଖଲ । ଏହା ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ

ରାଜ୍ୟରେ ୨୭.୯୭ ପ୍ରତିଶତ ରହିଛି ପଜିଟିଭ ରେଟ୍‌

ମେଟ୍ରୋ ଟିଭି ଓଡିଶା,୧୭/୧: ରାଜ୍ୟରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭

ସାବଧାନ ! ଆସିଲା ଟ୍ରାଫିକ ପୋଲିସର ନୂଆ ନିୟମ

ମେଟ୍ରୋ ଟିଭି ଓଡିଶା,୧୭/୧: ଟ୍ରାଫିକ ପୋଲିସ କାର୍, ସ୍କୁଟର, ମୋଟରସାଇକେଲ ଏବଂ ଟ୍ରକ ଚଳାଇବାକୁ ଆର୍ଲଟ ଜାରି କରିଛି । ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ନିଶ୍ଚତ ଭାବେ ଅସୁବିଧା ଭୋଗିପାରନ୍ତି । ଏବେ ଭୀଷଣ ଥଣ୍ଡା ସହ କୁହୁଡ଼ି ହେଉଛି । ଏଭଳି ପରିସ୍ଥିତିରେ ସେହି ଲୋକମାନଙ୍କ

ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜିଉଙ୍କ ସୁନାବେଶ

ମେଟ୍ରୋ ଟିଭି ଓଡିଶା,୧୭/୧: ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ ।ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ,