ପତ୍ନୀଙ୍କ ଫଟୋ ପାଇଁ ଟ୍ରୋଲିଂ ହେଲେ ରାଜକୁମାର ରାଓ
ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ ଅଭିନେତା ରାଜକୁମାର ରାଓ ଗତ ବର୍ଷ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଥିଲେ। ପାଖାପାଖି ୧୧ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରାଜକୁମାର ଓ ପତ୍ରଲେଖା ସୋସିଆଲ ମିଡିଆରେ ବହୁତ!-->…