ପୁଣି ମହଙ୍ଗା ମାଡ଼: ବଢ଼ିଲା “ସିଏନଜି” ଦାମ୍, ଜାଣନ୍ତୁ କେତେ?

ମେଟ୍ରୋ ଟିଭି ଓଡିଶା (୧୫.୫.୨୦୨୨) ତେଲ ଓ ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । ଦିଲ୍ଲୀରେ ସିଏନଜି ଦାମ୍ ପୁଣି ଥରେ ବଢ଼ିଯାଇଛି । ଏବେ ଗ୍ରାହକମାନଙ୍କୁ କିଲୋଗ୍ରାମ ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ । ଏହି ବର୍ଦ୍ଧିତ ଦର ରବିବାର