ରାଜ୍ୟରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି

ଭୁବନେଶ୍ବର: ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଥିବା ବେଳେ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି। ଏହା ସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି। ଏହି

ଧୋନିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଖଣ୍ଡପୀଠ କହିଛନ୍ତି, ଆମ୍ରପାଲୀ ଘର କ୍ରେତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ନିହାତି ଜରୁରୀ।ଆମ୍ରପାଲୀ ଗ୍ରୁପ୍‌ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଘର କ୍ରେତାକୁ ଆମ୍ରପାଲୀ

କାର୍ଗିଲ୍‌ ବିଜୟକୁ ପୂରିଲା ୨୩ ବର୍ଷ

ଆଜି କାରଗିଲ ବିଜୟ ଦିବସ । ପାକ ବିରୋଧରେ ସେନାର ବୀରତ୍ୱକୁ ମନେପକାଉଛି ସାରାଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ଗିଲ ଦିବସର ସ୍ମୃତିଚାରଣ କରିଛନ୍ତି । କହିଛନ୍ତି କାର୍ଗିଲ ବିଜୟ ଦୀପ ମା ’ଭାରତର ଗର୍ବ ଏବଂ ଗୈାରବର ପ୍ରତୀକ । ଏହି ଅବସରରେ ଦେଶର ସମସ୍ତ ସାହସୀ

ଦେଶରେ ୨୪ ଘଣ୍ଟାରେ ୧୪,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶର ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସାମନ୍ୟା ହ୍ରାସ ପାଇଛି। ଜୁଲାଇ ୧୬ ତାରିଖ ସକାଳ ସୁଦ୍ଧା ଦେଶରେ ୧୪,୮୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୬,୮୬୬। ସେହିପରି କରୋନା

ଭୁବନେଶ୍ବର ଏମ୍ସରୁ ଡିସ୍‌ଚାର୍ଜ ହୋଇ କୋଲକାତା ଫେରିଗଲେ ପାର୍ଥ ଚାଟାର୍ଜୀ

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଗତକାଲି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ଆଜି ତାଙ୍କର

ଚଳିତ ବର୍ଷ ଜୁଲାଇରେ ରାଜ୍ୟ‌‌ରେ ଅଧିକ ବର୍ଷା

ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟ‌‌ରେ ସ୍ବାଭାବିକଠାରୁ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି।ଚଳିତ ବର୍ଷ ଜୁଲାଇରେ ଭଲ ବର୍ଷା ହୋଇଛି।ଏହି ସମୟ ମଧ୍ୟ‌ରେ ରାଜ୍ୟରେ ସ୍ବାଭାବିକ ଭାବେ ୪୭୬.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଏଥର ସର୍ବମୋଟ ୪୮୮.୫ ମିମି ହୋଇଛି। ଏହା ଚାଷ କାର୍ଯ୍ୟ ପାଇଁ ଅନୁକୂଳ

ରାଜଧାନୀରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ: ବଢ଼ାଉଛି ଆତଙ୍କ

ଦିଲ୍ଲୀ: ରବିବାର ପ୍ରଥମ ମଙ୍କିପକ୍ସ ରୋଗୀ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । କେରଳ ପରେ ଦିଲ୍ଲୀରେ ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ମାମଲା ୪କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ କେରଳରେ ୩ଟି ମାମଲା ଚିହ୍ନଟ ହୋଇଥିଲା । ଦେଶରେ ଚତୁର୍ଥ ମାମଲା ଚିହ୍ନଟ ପରେ କେନ୍ଦ୍ର ପକ୍ଷରୁ ଏକ ଜରୁରି

 ଶୈବପୀଠ ଗୁଡ଼ିକରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍

ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ମନ୍ଦିର । ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ରସଲଗଡ଼ ଠାରୁ ଶୈବଭକ୍ତଙ୍କ ଲମ୍ବାଲାଇନ ଆଜି ସକାଳୁ ଦେଖିବାକୁ ମିଳିଥିଲା । ସେହିପରି ଆଠଗଡର ବାବା ଧବଳେଶ୍ୱରଙ୍କ ପୀଠରେ

ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେବେ ପାର୍ଥ ଚାଟାର୍ଜୀ

ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରାଯିବ । ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଓଡ଼ିଶା ଅଣାଯାଉଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ନେବାକୁ ଇଡିକୁ ନିର୍ଦ୍ଦେଶ

ଦ୍ରୌପଦୀଙ୍କ ଶପଥ ପରେ ରାଇରଙ୍ଗପୁରରେ ଉତ୍ସାହ

ରାଇରଙ୍ଗପୁର ପିସିଏସ୍ କଲ୍ୟାଣୀ ମଣ୍ଡପଠାରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟରେ ସିଧା ପ୍ରସାରଣ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ କଲ୍ୟାଣୀ ମଣ୍ଡପ ଠାରେ ଏକ ବଡ ଏଲଇଡି ଟିଭି ଲଗାଯାଇଥିଲା। ରାଇରଙ୍ଗପୁର ଗାନ୍ଧୀ ପାର୍କ ଠାରେ ନାଚଗୀତ, ବାଣ ରୋଷଣୀ ମଧ୍ୟରେ ମିଷ୍ଠାନ ବଣ୍ଟାଯାଇଥିଲା ।