ଦ୍ରୈାପଦୀଙ୍କ ପାଇଁ ଲକ୍ଷ୍ମଣ ରେଖା ଲଙ୍ଘିଲେ ବିରୋଧୀ: ବଢ଼ିଲା କ୍ରସଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ଫିକା ପଡିଛି । ନରେନ୍ଦ୍ର ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଆଗରେ ବିରୋଧୀଙ୍କ ରଣକୈାଶଳ ଫେଲ ମାରିଛି । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିରୋଧୀ ଦଳଗୁଡ଼ିକ ଦୋଛକିରେ ପଡିଥିଲେ । ଦଳର

 ‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ପରଲୋକ

ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ତଥା ‘ଭାବିଜୀ ଘର ପର ହେ’ ଫ୍ରେମ ମଲଖାନଙ୍କ ଦେହାନ୍ତ ହୋଇଛି । ଏଭଳି ଖବର ପ୍ରଚାରିତ ହେବା ପରେ ଲକ୍ଷାଧିକ ପ୍ରଶଂସକ ଶୋକ ପ୍ରକାଶ କରିଛନ୍ତି । ଏପରିକି ସହ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସୂଚନା ମୁତାବକ ଦିପେଶ ଶନିବାର ସକାଳେ

ସିସୋଦିଆଙ୍କ ଘର ଆଗରେ ବିଜେପି କର୍ମୀଙ୍କ ବିକ୍ଷୋଭ

ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀମନ୍ତ୍ରୀ ଥିବା ମନିଷ ସିସୋଦିଆଙ୍କ ଉପରେ ବିପଦ ଘନେଇବାରେ ଲାଗିଛି । ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ଅନୁମତି ଦେବା ପରେ ଏବେ ସିସୋଦିଆଙ୍କ ଅବକାରୀ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ସରକାରଙ୍କ

ମିଡିଆ ସତରେ କଣ କଙ୍ଗାରୁ କୋର୍ଟ ଚଲାଉଛି!

ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଝାଡ଼ଖଣ୍ଡ ଗସ୍ତ ସମୟରେ ମିଡିଆକୁ ନେଇ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଆଜିକାଲି ମିଡିଆ କଂଗାରୁ କୋର୍ଟ ଚଲାଇଛି । ଯାହା ମନକୁ ଆସିଲା ତାହା ଗପୁଛି । ଯାହା ଠିକ୍ ଭାବିଲା ତାହାକୁ ନ୍ୟାୟ ବୋଲି ଦର୍ଶାଉଛି । ଏଭଳି

ଦେଶରେ ବଢ଼ୁଛି ନୂଆ ସଂକ୍ରମିତ: ଟପିଲା ୨୧,୪୧୧

ଦେଶରେ ଲଗାତାର କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ୨୧ ହଜାର ଅତିକ୍ରମ କରୁଛି। ଦିନକରେ ଦେଶରେ ଆଉ ୨୧,୪୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୮,୬୮,୪୭୬କୁ ବୃଦ୍ଧି ପାଇଛି। ଦେଶରେ ସେହିପରି ୨୦,୭୨୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା

ଏସସି ଓ ଏସଟି ମାନ୍ୟତା ପ୍ରସଙ୍ଗ: ଜାତି ଜନଜାତି ତାଲିକାରେ ନାମ ସାମିଲ କରାଯାଉନାହିଁ

ସମାନ ଜାତିର ଲୋକ ମାନଙ୍କର ସାଙ୍ଗିଆ ଭିନ୍ନ ହେଲେ ମଧ୍ୟ ସେମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ତାଲିକାରେ ସାମିଲ କରା ଯାଉ ନାହିଁ। ଯାହା ଫଳରେ ସେମାନେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥାର ଲାଭ ପାଇ ପାରୁ ନାହାନ୍ତି । ଏହା ଉପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ

ପ୍ରକୃତି ମୋ ଘର ଭାଙ୍ଗୁଛନ୍ତି: ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ରାସ୍ତା ଉପରେ ବାବୁଶାନଙ୍କ ପତ୍ନୀଙ୍କ ଚିତ୍କାର ଶୁଭୁଛି । ଗାଳି କରୁଛନ୍ତି ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ । ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବି ଦେଖିବାକୁ ମିଳୁଛି । ଏମିତି ଏକ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ପାଖରେ ଥିବା ଲୋକମାନେ

ଫିଟ୍ ଇଣ୍ଡିଆ କ୍ୱିଜ୍: ଜାତୀୟ ପର୍ଯ୍ୟାୟରେ ଓଡିଶାର ଦୁଇ ଛାତ୍ର

ଫିଟ୍ ଇଣ୍ଡିଆ କ୍ୱିଜ୍‌, ୨୦୨୧ର ଜାତୀୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ଯାଇଛି । ୩୬ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ରାଜ୍ୟ ସ୍ତରୀୟ ବିଜେତା ଶୀର୍ଷ ସମ୍ମାନ ଏବଂ ବୃହତ୍ ପରିମାଣର ନଗଦ ପୁରସ୍କାର ଗୁଡିକ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସୁରୀୟା ଓ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଲିଖିତ କାଲିର ସିନେମା ପୁସ୍ତକ କୁ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ୬୮ତମ ଜାତୀୟ ଚଳଚ୍ଚିତ୍ର ବିଚାରକ ମଣ୍ଡଳୀ ଆଜି (୨୨.୭.୨୦୨୨) ୨୦୨୦ ବର୍ଷ ପାଇଁ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି । ଘୋଷଣା ପୂର୍ବରୁ ବିଚାରକମଣ୍ଡଳୀ ତଥା ଏହାର ଅଧ୍ୟକ୍ଷ କେନ୍ଦ୍ର ସୂଚନା

ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କଲା ଇଡି

ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ କରୁ କରୁ ମମତାଙ୍କ ମନ୍ତ୍ରୀଙ୍କୁ ଗିରଫ କରିଛି ଇଡି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । https://twitter.com/ani_digital/status/1550714893245956096