ବିଜେପିରେ ମିଶିବେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ: ବିଜେଡି

ଭୁବନେଶ୍ୱର: ବିଜେଡି ହିଁସାରେ ବିଶ୍ବାସ କରେନାହିଁ । କାଲି ଯେଉଁ ବିଧାୟକ ବିରୋଧରେ ବିଜେପି ହିଁସା କରୁଥିବା ଅଭିଯୋଗ ଆଣୁଥିଲା । ଆଜି ସେହି ବିଧାୟକ ବିଜେପି ସହ ଗେଲା ପୁଅ ଭଳି ମିଶୁଛନ୍ତି । ଏମିତି କିଛି  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି…

୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗରିବଙ୍କ ଦୀର୍ଘଦିନ ସ୍ବପ୍ନ ପୂରଣ ହୋଇଛି । ଆଗକୁ ଘର ନିର୍ମାଣ ପାଇଁ ମିଳିବ ସହାୟତା । ଜାଗା ମିଶନ…

କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ

ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋ ଫାଇନାଲିଷ୍ଟ ତଥା ଓଡ଼ିଶା ଖେଳାଳି କିଶୋର କୁମାର ପଂଚମ ସ୍ଥାନରେ ରହିଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ଘୋଷଣା କରିଛନ୍ତି। ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଓଡ଼ିଆ ଜାଭଲିନ…

ଅପରାଜିତାଙ୍କ ଉପରେ ବର୍ଷିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ନିଜ ଅପାରଗତା ଲୁଚାଇବାକୁ ସାଧାରଣ ଲୋକ ଓ ମହିଳାଙ୍କୁ ଗୁଣ୍ଡା କହୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୀତି ନୈତିକତା ଭୁଲି ଏସଏଚଜି ମାଆମାନଙ୍କୁ ଗୁଣ୍ଡା ବୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ଅପରାଜିତା । ତାଙ୍କର ଏଭଳି ହୀନ ଆଚରଣକୁ ନିନ୍ଦା କରିବା ସହିତ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ବର : କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। କଟକର ଖାନନଗର ଶ୍ମଶାନରେ କାଠ ଚୁଲାରେ ତାଙ୍କର ସତ୍କାର କରାଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପୁତୁରା ମୁଖାଗ୍ନି ଦେଇଥିଲେ। …

ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା

ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା  ।  ‘ଚନ୍ଦ୍ରଯାନ-୩’ର ସଫଳତାକୁ ସମଗ୍ର ଦେଶ ପାଳନ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ଭଳି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଗର୍ବିତ ଥିବା ଜଣାଇଛନ୍ତି। ଇନଷ୍ଟା ଷ୍ଟୋରୀରେ ଇସ୍ରୋର ମହିଳା…

ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବୁଦାପେଷ୍ଟ: ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।  ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ (ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା) ସ୍ବର୍ଣ୍ଣ ପଦକ…

ଆଜିର ରାଶିଫଳ

ମେଷ: ଅଫିସରେ କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବେ। ଜୀବନସାଥୀ ଖୁସିର କାରଣ ହେବେ। ନୂଆ ବ୍ୟବସାୟର ଯୋଜନା ସଫଳ ହେବ। କଣ୍ଠଶିଳ୍ପୀଙ୍କ ଲାଗି ଦିନଟି ଭଲ। ବୃଷ: ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ନବବିବାହିତ ଦମ୍ପତି ଜିନିଷ କିଣିବା ପାଇଁ ସହରକୁ ଯିବେ। ଇଂଜିନିୟରିଂ…

ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ

ସେପ୍ଟେମ୍ବର ୨ତାରିଖରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ସୌରକ୍ଷେତ୍ର ଉପରେ ତଥ୍ୟ ହାସଲ କରିବାକୁ ସ୍ପେସ ମେସିନ ପଠାଇବ ଇସ୍ରୋ । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଅର୍ଥାତ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ହାଲୋ ଅରବିଟରେ ଅବସ୍ଥାପିତ ହେବ ଆଦିତ୍ୟ-L1…

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଘୂରି ବୁଲିବା ସହ ମାଟିର ତାପମାତ୍ରା ରେକର୍ଡ

ଚନ୍ଦ୍ରରୁ ନୂଆ ତଥ୍ୟ ପଠାଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଘୂରି ବୁଲିବା ସହ ମାଟିର ତାପମାତ୍ରା ରେକର୍ଡ କରି ରିପୋର୍ଟ ଦେଇଛି ଚାଷ୍ଟି ପେଲୋଡ । ଚନ୍ଦ୍ରସ ସରଫେସ ଥରମୋଫିଜିକାଲ ଏକ୍ସପେରିମେଣ୍ଟ ତାପମାତ୍ରା ପ୍ରୋଫାଇଲ ପ୍ରସ୍ତୁତ କରିଛି । ଗ୍ରାଫରେ ଚନ୍ଦ୍ରପୃଷ୍ଠର…