କଂଗ୍ରେସ ହମାସ ନାମରେ ଭୋଟ ପାଇଁ ଅପିଲ

ଆସନ୍ତା ୧୭ ତାରିଖରେ ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜୋରଦାର ଭାବେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଏକ ବିବାଦୀୟ ଦୃଶ୍ୟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଜଣେ…

ଗିଲ୍‌ ନୂଆ ୧ ନମ୍ବର

ଶୁବମନ୍‌ ଗିଲ୍‌  ଆନ୍ତର୍ଜାତିକ ଦିନିକିଆ ମାନ୍ୟତାରେ ପାକିସ୍ତାନର ବାବର ଆଜମଙ୍କୁ ଗାଦିଚ୍ୟୁତ କରି ନୂଆ ୧ ନମ୍ବର ହୋଇଛନ୍ତି। ଚଳିତ ବିଶ୍ବକପ୍‌ରେ ଶ୍ରୀଲଙ୍କା (୯୨) ଓ ଦକ୍ଷିଣ ଆଫ୍ରିକା (୨୩) ବିପକ୍ଷରେ ଭଲ ପ୍ରଦର୍ଶନ କରି ଏହି ମାନ୍ୟତା ପାଇଛନ୍ତି। ଏହା ଫଳରେ ଗିଲ୍‌ ଚତୁର୍ଥ ଭାରତୀୟ ଭାବେ…

ଆଜିର ରାଶିଫଳ

ମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ଆସିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ। ଜୀବନସାଥୀଙ୍କ ସହ ବହୁତ ଭଲ ତାଳମେଳ ରହିବ। ‌ ବୃଷ: ଅଧୁରା କାମ ସଂପୂର୍ଣ୍ଣ କରିବାରେ ମନ ଲାଗି ରହିବ। କୌଣସି ବିଶେଷ ଖବର ପାଇବେ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ଭଲ। ଲୋକେ…

ନେଦରଲାଣ୍ଡ୍‌ସ ବିପକ୍ଷରେ ଇଂଲଣ୍ଡ ୧୬୦ ରନ୍‌ରେ ବିଜୟୀ

ପୁଣେ:  ନେଦରଲାଣ୍ଡ୍‌ସକୁ ଇଂଲଣ୍ଡ ୧୬୦ ରନ୍‌ରେ ପରାସ୍ତ କରିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍‌ସ ୩୪୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ୩୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ରେ ଅଟକି ଯାଇଥିଲା। ଇଂଲଣ୍ଡ…