ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ମୁମ୍ବାଇ:  ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ  । ନ୍ୟୁଜିଲାଣ୍ଡ୍‌କୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ।  ଭାରତ ଫାଇନାଲ୍‌ରେ ପ୍ରବେଶ କରିଛି। ୧୯୮୩, ୨୦୦୩, ୨୦୧୧ରେ ଭାରତ ଫାଇନାଲ୍ ଖେଳିଥିଲା। ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ପରେ ମହମ୍ମଦ…