କଟକ ବାଲିଯାତ୍ରା ଜମୁଛି

କଟକ: କଟକ ବାଲିଯାତ୍ରାକୁ ଆଜି ଆସିବେ ବଲିଉଡ୍‌ର ଯୁବ ସେନ୍ସେସନ୍‌ ସଚିନ୍-ଜିଗର ଯୋଡି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ରବିବାର ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍‌ ଆସିବେ ବାଲିଯାତ୍ରାକୁ। ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ୨ ଓ ୩…

ନୂଆପଡ଼ାରେ ବାଘ ପୁଣି ଆତଙ୍କ:

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗପାଣି ଗାଁରେ ପୁଣି ଏକ କଊରାପତରିଆ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ମିଳିଛି। ଏହି ତିନିଜଣଙ୍କୁ ଦେଖିଥବା ନୂଆପଡ଼ା ବ୍ଲକ୍ ଧରମବନ୍ଧା ଥାନା କଟିଙ୍ଗପାଣି ଗ୍ରାମବାସୀ କହିଛନ୍ତି। ଗତକାଲି ରାତିରେ କେତେକ ଚାଷୀ ସେମାନଙ୍କ ଧାନ…

ଆଜିର ରାଶିଫଳ

ମେଷ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ରାଜନୀତିରେ ଥିବା ଲୋକ ସଫଳତା ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ପ୍ରେମିକା ସହିତ ସମ୍ପର୍କ ମଜଭୁତ ହେବ। ବୃଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ। ନୂଆ ଜମି କିଣିବା…

ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ

ରାୟପୁର : ରାୟପୁରରେ ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ। ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ୫ ଟିକିଆ ସିରିଜ୍ କୁ ୩-୧ରେ କବଜା କରି ନେଇଛି ଘରୋଇ ଦଳ। ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା ।…

ଅଷ୍ଟ୍ରେଲିଆ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଲା ଭାରତ

ରାୟପୁର :  ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଭାରତ । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଏକ୍ବାଡ୍ ଓ ଯଶସ୍ବୀ ଜୟସ୍ବାଲ ସତର୍କତାର ସହ ଇନିଂସ ଆରମ୍ଭ କରିବା ସହ ଭାରତକୁ ଏକ ଭଲ ଆରମ୍ଭ…

ନବୀନଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ବର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ।…

ସିମ୍‌ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ଲାଗୁ ହେଲା ନୂଆ ନିୟମ, ଭାଙ୍ଗିଲେ ଗଣିବେ ୧୦ ଲକ୍ଷ

ଆଜିଠୁ ସିମ୍‌ କାର୍ଡ ପାଇଁ ଲାଗୁ ହୋଇଛି  ନୂଆ ନିୟମ।  ନୂଆ ନିୟମ ଅନୁସାରେ ସିମ୍‌ ବିକ୍ରୟ କରୁଥିବା ଡିଲରମାନଙ୍କର ପୋଲିସ୍ ଯାଞ୍ଚ ଓ ବାୟୋମେଟ୍ରିକ୍‌ ଯାଞ୍ଚ କରିବାକୁ ପଡ଼ିବ।ଏହା ସହ ସିମ୍ କାର୍ଡ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିବା ମଧ୍ୟ ଆବଶ୍ୟକ। ବ୍ୟବସାୟୀଙ୍କ ପୋଲିସ୍‌ ଯାଞ୍ଚର…

ଏହି ସ୍ଥାନରେ ଲଗାନ୍ତୁ ଘଣ୍ଟା

ଲୋକେ ବିଭିନ୍ନ ପ୍ରକାର ଘଡ଼ି ବା ଘଣ୍ଟାର ବ୍ୟବହାର କରିଥାନ୍ତି। ସକାଳୁ ଉଠିବାଠାରୁ ରାତିରେ ଶୋଇବା ଯାଏଁ ଜରୁରୀ ହୋଇଥାଏ ଘଣ୍ଟା। କୁହାଯାଏ ସଠିକ୍ ସ୍ଥାନରେ ଘଣ୍ଟା ରଖିଲେ ଜୀବନରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଘଣ୍ଟା ରଖିଲେ ଏହା ଶୁଭଦାୟକ । ବାସ୍ତୁ…

ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ

କେନ୍ଦୁଝର : ମାଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ପ୍ରାଣ । ଦୁର୍ଘଟଣା ନେଇଗଲା ଜୀବନ ।  ତାରିଣୀ ଦର୍ଶନ ପାଇଁ ଯିବା ବେଳେ ଚାଲିଗଲା ୮ ଜୀବନ । କେନ୍ଦୁଝର ବାଲିଯୋଡ଼ି ଏନଏଚ ୨୦ରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ସମସ୍ତ ମୃତକ ଗଂଜାମ ଦିଗପହଣ୍ଡି ପୋଡ଼ାମାରି ଗାଁର ବୋଲି ଜଣାପଡିଛି ।…