ପାଣ୍ଡ୍ୟା ହେଉଛନ୍ତି ଜଣେ ଦକ୍ଷ ଅଲରାଉଣ୍ଡର

ଟିମ ଇଣ୍ଡିଆକୁ ବହୁ ମ୍ୟାଚ ବିଜୟୀ କରିଥିବା ପାଣ୍ଡ୍ୟା ଆହତ କାରଣରୁ ବିଶ୍ବକପ ଅଧାରୁ ଟିମରୁ ବାଦ ପଡ଼ିଥିଲେ । ତେବେ ଏହି ଭେଟେରାନ ଅଲରାଉଣ୍ଡରଙ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି…

ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’

‘ଓଡ଼ିଶା ନିର୍ମାଣ କନକ୍ଲେଭ୍‌’ରେ ‘ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’ ଶୀର୍ଷକ ଆଲୋଚନାରେ ଭାଗନେଇ  ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଲେ, ‘ଓଡ଼ିଆ ସିନେମାର ଆଜି ଏଭଳି ଅବସ୍ଥା ପାଇଁ ପ୍ରେକ୍ଷାଳୟ, ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା, ମାକେର୍ଟିଂ ଭଳି ଅନେକ ଛୋଟମୋଟ କଣ୍ଟା ରହିଛି। ଓଲିଉଡ଼ ଏକ ଛୋଟିଆ…

ତେଲେଙ୍ଗାନାର ନୂତନ ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ ହେବେ

କଂଗ୍ରେସ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ କରିଛି। ରାଜ୍ୟ କଂଗ୍ରେସ ସଭାପତି ରେଭାନ୍ତ ରେଡ୍ଡୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଉତ୍ସଗୁଡିକ ଏହି ସୂଚନା ଦେଇଛନ୍ତି । ତେଲେଙ୍ଗାନାର ମୋଟ ୧୧୯ ଟି ସିଟ୍ ମଧ୍ୟରୁ ୬୪ ଟି ଜିତିଛି କଂଗ୍ରେସ। ବିଆରଏସ୍ ୩୯ ଟି ସିଟ୍ ଏବଂ…

ସେୟାର ବଜାର

୩ଟି ରାଜ୍ୟରେ ବିଜେପିର ପ୍ରଚଣ୍ଡ ବିଜୟର ପ୍ରଭାବ ଆଜି ସେୟାର ମାର୍କେଟ୍ ଉପରେ ଦେଖିବାକୁ ମିଳିଛି । ସେନସେକ୍ସ ୧୩୮୪ ପଏଣ୍ଟ ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି । ସେହିପରି ନିଫ୍ଟି ବ୍ୟାଙ୍କ କ୍ଷେତ୍ରରେ ଆଜି ମଧ୍ୟ ବୃଦ୍ଧି…

ଫୋନ୍ ଚୋରି ହୁଏ ତେବେ କ’ଣ ହେବ?

-ତାପରେ ଆପଣଙ୍କୁ ସମସ୍ତ ଡିଭାଇସ୍ ଅପ୍ସନ୍ ରୁ ଲଗଆଉଟ୍ ଚୟନ କରିବାକୁ ପଡିବ।-ଏହା ପରେ PayTM ୱେବସାଇଟ୍ କୁ ଯାଆନ୍ତୁ ଏବଂ ୨୪ × ୭ ସହାୟତା ବିକଳ୍ପ ବାଛନ୍ତୁ।-ଏହି ଉପାୟରେ ଆପଣ ଏକ ଜାଲିଆତି ରିପୋର୍ଟ କିମ୍ବା ମେସେଜ୍ ଆମ ଅପ୍ସନ୍ ଚୟନ କରିପାରିବେ।-ତା’ପରେ ଆପଣଙ୍କୁ ପୋଲିସ୍ ରିପୋର୍ଟ ସହିତ…

ବ୍ରିଟେନରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଭିସା ନିୟମ

ବ୍ରିଟେନ ସରକାର ଦେଶରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇଥିବା ସୋମବାର ଘୋଷଣା କରିଛନ୍ତି। ଏଥିରେ ବିଦେଶୀ ଶ୍ରମିକମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଭିସା ପାଇବା ପାଇଁ ଅଦିକ ବେତନ ସୀମା ଧାର୍ଯ୍ୟ କରିବା ଉପରେ ରୋକ ଲଗାଯାଇଛି । ଏହା ସହିତ ପରିବାର ସଦସ୍ୟଙ୍କୁ…

ମିଜୋରାମ ନିର୍ବାଚନ: ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି

ଆଇଜଲ: ମିଜୋରାମରେ ଗତ ୩୬ ବର୍ଷର ଧାରାକୁ ଭାଙ୍ଗିଛି ନବାଗତ ଜେଡ୍‌ପିଏମ୍‌ ବା ଜୋରାମ୍‌ ପିପୁଲ୍‌ସ ମୁଭ୍‌ମେଣ୍ଟ। ରାଜ୍ୟ ରାଜନୀତିରେ ଧମାକା ସୃଷ୍ଟି କରିଛି ଜେଡ୍‌ପିଏମ୍‌। ପ୍ରଥମ ପଦାର୍ପଣରେ ଏମ୍‌ଏନ୍‌ଏଫ୍‌କୁ ହରାଇ କ୍ଷମତା ଦଖଲ କରିବାରେ ଏହି ନବଗଠିତ ଆଞ୍ଚଳିକ ଦଳ ସଫଳ ହୋଇଛି। ଏହାର…

ବାତ୍ୟା ପାଇଁ ୬୦ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଓ ଏହା ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି  ଏ ପର୍ଯ୍ୟନ୍ତ ୬୦ଟି ଟ୍ରେନ ବାତିଲ ହୋଇଛି। ଭୁବନେଶ୍ୱର, ପୁରୀ ଓ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରୁଥିବା କିଛି ଟ୍ରେନ ଏବଂ ଅନ୍ୟ ଜୋନରୁ ଆସୁଥିବା ଟ୍ରେନ୍‌ ମଧ୍ୟ ରହିଛି। ଏଥିସହ ବାତ୍ୟା…

ଆଜିର ରାଶିଫଳ

ମେଷ: କାରବାର ଲାଗି ଦିନଟି ଭଲ। ବନ୍ଧୁ ଠାରୁ ଆର୍ଥିକ ସହାୟତା ମିଳିପାରେ। ଆପଣଙ୍କ ଭଲ ବ୍ୟବହାର ଦ୍ବାରା ଅଫିସର ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକା ସ୍ମରଣୀୟ ଅନୁଭୂତି ହାସଲ କରିବେ। ‌ ବୃଷ: ଅଧିକାଂଶ କାମ ସଂପୂର୍ଣ୍ଣ କରିପାରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର…