ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦୧୯ କୋଟି ଟଙ୍କାର ପିସି

ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।  ପଂଚାୟତଠୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୧୦୧୯କୋଟି ଟଙ୍କାର ପିସି କାରବାର ହୋଇଛି । ଆଉ ଏହି ପିସିରୁ ଆଦାୟ ହୋଇଥିବା ଟଙ୍କା ବିଜେଡିର ନିର୍ବାଚନୀ ଖର୍ଚ୍ଚରେ ବ୍ୟବହୃତ ହେଉଛି । …

କାଗଜରେ ଖାଦ୍ୟ ରଖି ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଖବରକାଗଜରେ ଖାଦ୍ୟ ଗୁଡ଼ାଇ ଖାଉଛନ୍ତି କି ହୋଇ ଯାଆନ୍ତୁ ସାବଧାନ। ଏହା ଭୟାନକ ରୋଗକୁ ଡାକି ଆଣିପାରେ। ଏଥିସହ ସାଂଘାତିକ ପ୍ରମାଣିତ ହୋଇପାରେ। ଅଧିକାଂଶ ସମୟରେ ଦେଖାଯାଏ ବାହାର ଖାଦ୍ୟ ବିଶେଷ କରି ଛଣାଛଣି ଖାଦ୍ୟ କିଣିବା ସମୟରେ ଏହାକୁ ସାଧାରଣତଃ ଖବରକାଗଜରେ ପ୍ୟାକିଙ୍ଗ କରି ଦିଆଯାଏ।…

ଏହି ସବୁ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ

ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି ଆପ ରହିଛି। ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗଲ ଏହି ନିଷ୍ପତ୍ତି ନେଇଛି।ଦେଶର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ୧୫ରୁ ୩୦ ପ୍ରତିଶତ ଚାର୍ଜ କରିବାର ପୂର୍ବ…

ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଟିଚିଂ ହସ୍ପିଟାଲର ଉଦ୍‌ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ…

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୦୩ ତାରିଖ ୨୦୨୪ ମସିହା(ରବିବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- କୃଷ୍ଣପକ୍ଷ ତିଥି- ସପ୍ତମୀ ଦିବା ଘ୦୮/୪୩ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଅନୁରାଧା ଦିବା ଘ୦୪/୨୮ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା…

ଝଲକ ଦିଖଲା ଜା ୧୧

ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଯା’ର ୧୧ତମ ସିଜନ୍‌। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ ଟଙ୍କାର ଚେକ୍‌ ଦିଆଯାଇଛି। ସେଥିରୁ କୋରିଓଗ୍ରାଫର ୫ ଲକ୍ଷ…

ଆଇପିଏଲ୍‌ ଖେଳିବେ କି ନାହିଁ ପନ୍ତ

ଋଷଭ ପନ୍ତ ଏକ ବର୍ଷରୁ ଅଧିକ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏମିତିରେ ସମସ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସୁସ୍ଥ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ପନ୍ତ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ତେବେ ସେ ଏଥର ଆଇପିଏଲ୍‌୨୦୨୪ରେ ଖେଳିବେ ବୋଲି ଆଶା କରାଯାଉଛି। ଏନେଇ…

କଟକ ତାରକସିକୁ ମିଳିଲା ଜିଆଇ ଟ୍ୟାଗ୍

କଟକର ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା (ଭୌଗୋଳିକ ପରିଚୟ)। କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ। ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ…

ଆନ୍ଧ୍ର ଟ୍ରେନ୍‌ ଦୁର୍ଘଟଣା

୨୦୨୩ ଅକ୍ଟୋବର ୨୯ ତାରିଖ ଦିନ ଯେଉଁ ୨ଟି ପାସେଞ୍ଜର୍‌ ଟ୍ରେନ୍‌ ଦୁର୍ଘଟଣା ଯୋଗୁଁ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ସେ ଟ୍ରେନ୍‌ ୨ଟିରୁ ଗୋଟିଏ ଟ୍ରେନ୍‌ର ଡ୍ରାଇଭର୍‌ ଓ ସହକାରୀ ଡ୍ରାଇଭର୍‌ ମୋବାଇଲ୍‌ ଫୋନ୍‌ରେ କ୍ରିକେଟ୍‌ ମ୍ୟାଚ୍‌ ଦେଖୁଥିଲେ ବୋଲି ଶନିବାର ଦିନ ରେଳମନ୍ତ୍ରୀ…

ଚର୍ଚ୍ଚାରେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବାରମ୍ବାର କ୍ୟାମେରା ଆଗରେ ତାଙ୍କର ବାକ୍-ସ୍ଖଳନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏଥର ସେ ଆମେରିକା ଗାଜାପଟିରେ ଆକାଶମାର୍ଗରୁ ଖାଦ୍ୟପୁଡ଼ିଆ ପକାଇବ ବୋଲି କହୁ କହୁ ଗାଜା ସ୍ଥାନରେ ‘ୟୁକ୍ରେନ୍’ ବୋଲି କହିଦେଇଛନ୍ତି। ନିଜ ପାଖରେ ଇଟାଲୀ ପ୍ରଧାନମନ୍ତ୍ରୀ…