ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା : ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ

ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା  । ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ  । ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ଏଥିରେ ଶତାଧିକ ଲୋକ…

ବଢିବ ତାପାମାତ୍ରା

ରାଜ୍ୟରେ ଗତ କିଛିଦିନ ହେବ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା କମିଯାଇଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ଦିନର ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ…

ଦିଲ୍ଲୀରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୨୧ ମାର୍ଚ୍ଚ ୨୦୨୪ ରାତିରେ ଗିରଫ କରିଛି । ତେବେ ତାଙ୍କ ଗିରଫଦାରୀ ପୂର୍ବରୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ କହିଥିଲେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ ତେବେ ସେ ଜେଲ୍‌ରୁ ହିଁ ସରକାର ଚଳାଇବେ । ଗିରଫ ହେବା ପରେ…

ପୁଷ୍ପକ’: ସଫଳତାର ସହ ଅବତରଣ କଲା ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ୍ ଭେଇକିଲ

ବେଙ୍ଗାଲୁରୁ: ଇସ୍ରୋ ଆଉ ଏକ ବଡ଼ ମାଇଲସ୍ତମ୍ଭ ହାସଲ ସ୍ବରୂପ ଶୁକ୍ରବାର ଏହା କର୍ଣ୍ଣାଟକର ଚିତ୍ରଦୁର୍ଗା ନିକଟସ୍ଥ ଚଲାକେରେସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର୍)ରୁ ‘ପୁଷ୍ପକ’ ନାମକ ଏହାର ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲ୍ (ଆର୍‌ଏଲ୍‌ଭି)ର ଅବତରଣ ଅଭିଯାନକୁ ସଫଳତାର ସହ ସମ୍ପାଦନ…

ଚେନ୍ନାଇ, ୬ ୱିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଲା

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ତେବେ ଏହି ମ୍ୟାଚରେ ଓପନିଂ କରିବାକୁ ଯାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ମାତ୍ର ୨୧ ରନ୍ କରି ପାଭିଲିୟନ ଫେରିଥିଲେ । ଏହି ଛୋଟ ଇନିଂସ ବଳରେ…

ଆଜିର ରାଶିଫଳ

ମେଷ: ଉଚ୍ଚ ସମ୍ଭବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ । ପରକଥାରେ ପଡି ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ। ବୃଷ : ବ୍ୟବସାୟରେ ଲାଭ ମିଳିବ ନାହିଁ ବରଂ କାହାରି ସହିତ କଳହ ହୋଇପାରେ । …

ତେଜିଲା ପାଟ୍ଟଶାଣୀ ବିରୋଧୀ ମେଳି

ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ତୀବ୍ର ହୋଇଛି ବିବାଦ । ପ୍ରସନ୍ନଙ୍କୁ ବିରୋଧ କରିବା ପାଇଁ ଚିଲିକାର ଶତାଧିକ କର୍ମୀ ଶଙ୍ଖ ଭବନ ବାହାରେ ଏକଜୁଟ୍ ହୋଇଛନ୍ତି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିରୋଧ କରିବା ସହ ପ୍ରତିବାଦ…

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେଲେ ବିଜୟ ପଟ୍ଟନାୟକ

ପ୍ରଦେଶ କଂଗ୍ରେସ କମିଟି(ପିସିସି) ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକ ବିଦା ହୋଇଛନ୍ତି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ବିଜୟଙ୍କୁ ହଠାତ୍‌ ହଟାଯିବା ପରେ ରାଜ୍ୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଭୂଟାନ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୂଟାନ ତରପରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପ୍ରାପ୍ତ ହେବାରେ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ । ଭୂଟାନର ରାଜା ଜିଗ୍ମେ ଖେସର ନାମଗ୍ୟାଲ ବାଂଗଚୁକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଡର ଅଫ୍ ଦ ଡ୍ରୁକ ଗ୍ୟାଲପୋ…

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ । ପ୍ରେସମିଟ କରି ସୂଚନା ଦେଲେ ଭର୍ତ୍ତୁହରି । କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ଅପରାହ୍ନ ୪ଟାରେ ପଠାଇଛି ଚିଠି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ…