ଆଜି ଅନ୍ଧାରରେ ରହିବ ସାରା ବିଶ୍ୱ!

ଆଜି ସାରା ବିଶ୍ୱ ପାଳିବ ‘ଆର୍ଥ ଆୱାର’। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଆଜି ରାତି ୮ଟା ୩୦ ରୁ ୯ଟା ୩୦ ଯାଏଁ ‘ଆର୍ଥ ଆୱାର’ ପାଳନ କରାଯିବ। ଅର୍ଥାତ୍ ପୂରା ୧ ଘଣ୍ଟା ବିଶ୍ୱବାସୀ ବିନା ବିଦ୍ୟୁତ୍ ରେ ସମୟ କଟାଇବେ ବା ଅନ୍ଧାରରେ…

ବିଜେପିରେ ମିଶିପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ

ସାମ୍ବାଦିକତା ଓ ରାଜନୀତିରେ ଭଲ ଦକ୍ଷତା ରଖିଥିବା ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇଲେ ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ୧୯୯୮ରେ ସେ କଟକରୁ ସାଂସଦ ହୋଇଥିଲେ। ୨୦୧୭ ମସିହାରେ ସେ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି…

ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪

ଆରମ୍ଭ ହୋଇଛି ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪। ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇଏଏସ୍‌ ମନୋଜ କୁମାର ମିଶ୍ର (ପ୍ରିନ୍ସିପାଲ ସେକ୍ରେଟାରି ଆଇଟି ଆଣ୍ଡ ଟେକ୍ନୋଲୋଜି, ଓଡ଼ିଶା ସରକାର, ଅଧ୍ୟକ୍ଷ ଓକାକ୍‌) ପ୍ରଦୀପ ପ୍ରଜ୍ୱଳନ…

ଥକି ଯାଉଛନ୍ତି କି ?

ଦିନ ଯାକ କାମର ବ୍ୟସ୍ତତା ମଧ୍ୟରେ, କାମର ପ୍ରଭାବରେ ଅଧିକାଂଶ ଚିନ୍ତାଗ୍ରସ୍ତ ରହି ଥାଆନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇ ନଥାଆନ୍ତି। ଫଳରେ ଥକ୍କାପଣର ମାତ୍ରା ବୃଦ୍ଧି ପାଇବା ସହ କାମରେ ଆଗ୍ରହ କମିଥାଏ। ତେବେ ଏଭଳି କେତେକ ସରଳ ଉପାୟ ବିଷୟରେ ଜାଣନ୍ତୁ ଯାଦ୍ୱାରା ଅଧିକ…

ପ୍ରିଲିମିନାରୀ ରେଜଲ୍ଟ ଘୋଷଣା

ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଗତ ୩ ତାରିଖରେ ପ୍ରିଲିମିନାରୀ…

ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ

ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ ମେଣ୍ଟ ହେବା ନେଇ ଦିଲ୍ଲୀରୁ ପଲ୍ଲୀ ହେଉ କି, ଗାଁ ଖଟିରୁ ଚା’ ଖଟି ଯାଏଁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ଏବେ ପ୍ରସଙ୍ଗ…

ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା : ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ

ମସ୍କୋରେ ଆତଙ୍କବାଦୀଙ୍କ ଗୁଳିବର୍ଷା  । ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଲେ  । ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି। ଏଥିରେ ଶତାଧିକ ଲୋକ…

ବଢିବ ତାପାମାତ୍ରା

ରାଜ୍ୟରେ ଗତ କିଛିଦିନ ହେବ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା କମିଯାଇଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟ ଦିନର ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ…

ଦିଲ୍ଲୀରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୨୧ ମାର୍ଚ୍ଚ ୨୦୨୪ ରାତିରେ ଗିରଫ କରିଛି । ତେବେ ତାଙ୍କ ଗିରଫଦାରୀ ପୂର୍ବରୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ କହିଥିଲେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ ତେବେ ସେ ଜେଲ୍‌ରୁ ହିଁ ସରକାର ଚଳାଇବେ । ଗିରଫ ହେବା ପରେ…

ପୁଷ୍ପକ’: ସଫଳତାର ସହ ଅବତରଣ କଲା ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ୍ ଭେଇକିଲ

ବେଙ୍ଗାଲୁରୁ: ଇସ୍ରୋ ଆଉ ଏକ ବଡ଼ ମାଇଲସ୍ତମ୍ଭ ହାସଲ ସ୍ବରୂପ ଶୁକ୍ରବାର ଏହା କର୍ଣ୍ଣାଟକର ଚିତ୍ରଦୁର୍ଗା ନିକଟସ୍ଥ ଚଲାକେରେସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର୍)ରୁ ‘ପୁଷ୍ପକ’ ନାମକ ଏହାର ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲ୍ (ଆର୍‌ଏଲ୍‌ଭି)ର ଅବତରଣ ଅଭିଯାନକୁ ସଫଳତାର ସହ ସମ୍ପାଦନ…