ଦିନ ଯାକ କାମର ବ୍ୟସ୍ତତା ମଧ୍ୟରେ, କାମର ପ୍ରଭାବରେ ଅଧିକାଂଶ ଚିନ୍ତାଗ୍ରସ୍ତ ରହି ଥାଆନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇ ନଥାଆନ୍ତି। ଫଳରେ ଥକ୍କାପଣର ମାତ୍ରା ବୃଦ୍ଧି ପାଇବା ସହ କାମରେ ଆଗ୍ରହ କମିଥାଏ। ତେବେ ଏଭଳି କେତେକ ସରଳ ଉପାୟ ବିଷୟରେ ଜାଣନ୍ତୁ ଯାଦ୍ୱାରା ଅଧିକ ଥକ୍କାପଣ ଅନୁଭବ ହେବ ନାହିଁ।ସକାଳ ସମୟରେ କିଛି ସମୟ ଯୋଗ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ହାଲିଆ ଅନୁଭବ ହୋଇନଥାଏ।ସପ୍ତାହକୁ ଥରେ ନିଜ କେଶରେ ତେଲ ମାଲିସ ନିଶ୍ଚୟ କରାନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ଥକ୍କାପଣ ଦୂର ହୋଇଥାଏ। ଦିନ ଯାକ ସତେଜ ଅନୁଭବ ହୋଇଥାଏ।ସକାଳେ ସର୍ବଦା ସ୍ୱାସ୍ଥ୍ୟକର ଜଳଖିଆ ସେବନ କରନ୍ତୁ। କଦାପି ମସଲା କିମ୍ବା ବଜାରର ଖାଦ୍ୟ ନିୟମିତ ଖାଆନ୍ତୁ ନାହିଁ।ପ୍ରତିଦିନ ଫଳ ନିଶ୍ଚୟ ଖାଆନ୍ତୁ।ନିୟମିତ ପାଣିରେ ଅଳ୍ପ ଉଷୁମ ପାଣି ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଥକ୍କାପଣ ଦୂର ହୋଇଥାଏ।ସକାଳ ସମୟରେ ଖୋଲା ପବନରେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ। ଏହାଦ୍ୱାରା ସତେଜ ଅନୁଭବ ହେବା ସହ ହାଲିଆ ଅନୁଭବ ହୋଇନଥାଏ। ଦୁଃଶ୍ଚିନ୍ତା ଦୂର ହୋଇଥାଏ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post