ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ

ଶଙ୍ଖ ଭବନରେ ବିଜେଡିର ନିର୍ବାଚନୀ ଇସ୍ତାହାର କମିଟିର ପ୍ରଥମ ବୈଠକ ବସିଛି। ଚଳିତ ନିର୍ବାଚନରେ ଦଳର ନିର୍ବାଚନୀ ଇସ୍ତାହାର ରୂପରେଖ କିପରି ରହିବ ସେନେଇ ଆଲୋଚନା ହେଉଥିବା ସୂଚନା ମିଳିଛି। ୩୮ ଜଣିଆ ଇସ୍ତାହାର କମିଟିରେ ସାଂସଦ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ରହିଥିବାବେଳେ ଉପସଭାପତି ଦେବୀ…

ବିଜେପିରେ ମିଶିଲେ ବରିଷ୍ଠ ବିଜେଡି ନେତା ଅଜୟ ନାୟକ

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକ ବ୍ୟୋମକେଶଙ୍କୁ ମାମୁଁ ହେଉଛନ୍ତି ଅଜୟ ନାୟକ। ସେ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା କୁହାଯାଉଥିଲା। ବିଜେପି ନେତା ସମୀର…

ଯାତ୍ରା ସମୟରେ ବାନ୍ତି ଲାଗୁଛି କି ?

ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ। ତେବେ ଚିନ୍ତା କରନ୍ତୁ ନାହିଁ କାରଣ ଘରୋଇ ଉପଚାରରେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ।ଭ୍ରମଣ ସମୟରେ ଆପଣ ଏହି ଜିନିଷଗୁଡ଼ିକୁ ସାଙ୍ଗରେ ନେଇପାରିବେ ଯାହାକୁ…

ଆଜି ମା ଙ୍କ ପଞ୍ଚମ ଦିନ

ଦେବୀ ଭଗବତୀଙ୍କ ପଞ୍ଚମ ରୂପର ନାମ ହେଉଛି ସ୍କନ୍ଦମାତା। ଚୈତ୍ର ନବରାତ୍ରି ୨୦୨୪ ରେ, ୧୩ ଏପ୍ରିଲ ଶନିବାର ଦିନ ମାଆ ସ୍କନ୍ଦମାତାଙ୍କ ଉପବାସ ପାଳନ କରାଯିବ। ଏହି ଦିନ ମାଆ ଦେବୀଙ୍କୁ କଦଳୀ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। କଦଳୀରୁ ତିଆରି ଜିନିଷକୁ ସ୍କନ୍ଦମାତା ବହୁତ…

ଆଇଜର ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର) ପକ୍ଷରୁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୫ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମେ ୫ରେ ତାହା ସରିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ…

ନିର୍ବାଚନ ରାଲିରେ ଯାଇଥିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଏକ ରାଜନୈତିକ ଦଳର ନିର୍ବାଚନ ରାଲିରେ ଯୋଗ ଦେଇଥିବାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲାରେ। ବୌଦ୍ଧ ଜିଲାପାଳ ଜେ. ସୋନାଲ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ବୌଦ୍ଧ ବ୍ଲକ ଅଧୀନ ଦହ୍ୟା ସରକାରୀ ନୋଡାଲ…

ସୁନା ଦରରେ ଲାଗିଛି ନିଆଁ

ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୂପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।ରୂପାର ମୂଲ୍ୟ ବର୍ତ୍ତମାନ…

ଆଇଫୋନ୍‌ ପ୍ରତି ହ୍ୟାକିଂ ବିପଦ

କିଛି ମାସ ପୂର୍ବେ ବିରୋଧୀ ଦଳର କେତେକ ନେତାଙ୍କ ଆଇଫୋନ୍ ହ୍ୟାକ୍ ଲାଗି ଉଦ୍ୟମ ହୋଇଥିବା ନେଇ ସେମାନଙ୍କୁ ପାଖକୁ ସତର୍କ ମେସେଜ୍ ଆସିଥିଲା। ସେବିଷୟରେ ସେମାନେ ଅବଗତ କରିବା ପରେ ତାହାକୁ ରାଜନୈତିକ ବୟାନ ଭାବି କେହି ଗମ୍ଭୀରତାର ସହ ନେଇନଥିଲେ। କିନ୍ତୁ ଏବେ ଦେଶରେ ନିର୍ବାଚନ ଋତୁ…

ନୂଆ ରୂପରେ ‘ବଡ଼େ ମିଆଁ ଛୋଟେ ମିଆଁ’

୧୯୯୮ରେ ଆସିଥିଲା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଆକ୍ସନ୍‌ କମେଡି ସିନେମା ‘ବଡ଼େ ମିଆଁ ଛୋଟେ ମିଆଁ’। ତା’ ସହିତ ନୂଆ ‘ବଡ଼େ ମିଆଁ ଛୋଟେ ମିଆଁ’ର କିଛିଟା ସାମଞ୍ଜସ୍ୟ ଅଛି। ପୁରୁଣା ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଦୁଇ ମୁଖ୍ୟ ନାୟକଙ୍କର ଯମଜ ଅଛନ୍ତି। ପୁରୁଣା ସିନେମାରେ ହାସ୍ୟରସକୁ ଅଧିକ…

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ

ଏଣିକି ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ। ଶ୍ରୀମନ୍ଦିରକୁ ଅନେକ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପ୍ରତିହାରୀ ନିଯୋଗର ଏଭଳି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଥିବା ନିଯୋଗର ସମ୍ପାଦକ ରାମନାରାୟଣ ଗୋଛିକାର…