Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
World
All world wide news update will uploaded
ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି ପୁଟିନ
ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ ମଧ୍ୟରେ ପୁଟିନଙ୍କୁ କେହି ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି,…
ଦୁଇ ଦେଶ ମଧ୍ୟରେ ବଢ଼ିଲା ବିବାଦ
ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦ୍ଦେଶ୍ୟରେ ଆଫଗାନିସ୍ତାନ ଗଣମାଧ୍ୟମ ଏହି ଆକ୍ରମଣକୁ ନିଶ୍ଚିତ କରିଛି।…
ଟ୍ରମ୍ପ୍ ମାନସିକ ଦୃଷ୍ଟିରୁ ଅଯୋଗ୍ୟ : ବାଇଡେନ
ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନ ହୁଅନ୍ତି ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଏବଂ ସମଗ୍ର ଦେଶରେ ରକ୍ତପାତ ହେବ। ୨୦୨୦…
ୟୁକ୍ରେନ୍ରେ ଆକ୍ରମଣ ବୃଦ୍ଧି
ରୁଷ ସ୍ଥିତ ବେଲଗୋରୋଡ଼ରେ ୟୁକ୍ରେନ୍ ଆକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୁଷରେ ସୋମବାର ଏବଂ ମଙ୍ଗଳବାର ସମସ୍ତ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ ରହିବ ବୋଲି ଅଞ୍ଚଳର ରାଜ୍ୟପାଳ ଘୋଷଣା କରିଛନ୍ତି । ୟୁକ୍ରେନ୍ ସୀମାରେ ବେଲଗୋରୋଡ଼ ଥିବାରୁ ଏହା ଅଧିକ ପ୍ରଭାବିତ ହେବାର ସମ୍ଭାବନା…
ଋଷ୍ ରେ ଚାଲିଛି ମତଦାନ
ଗତକାଲି ଠାରୁ ରୁଷ ନିର୍ବାଚନ ମତଦାନ ଆରମ୍ଭ ହୋଇଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଦେଶର ୧୧ଟି ଟାଇମ୍ ଜୋନ୍ରେ ମତଦାନ ହେବ । ଏହି ନିର୍ବାଚନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶାସନକୁ ଆଉ ୬ ବର୍ଷ ବୃଦ୍ଧି କରିବ ବୋଲି ନିଶ୍ଚିନ୍ତ ହୋଇଛି । କାରଣ ସେ ତାଙ୍କ ପଞ୍ଚମ…
ପଞ୍ଚମ ଥର ପାଇଁ ଶାସନ କ୍ଷମତା ହାତେଇ ପାରନ୍ତି ପୁଟିନ
ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି। ପୁଟିନ ପଞ୍ଚମ ଥର କ୍ଷମତାକୁ ଫେରିବେ ବୋଲି ଆଶା କରାଯାଉଛି। ଏହା…
ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ
ଇରାନର ବାଣ ମହୋତ୍ସବରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାର ଲୋକ ଆହତ ହୋଇଛନ୍ତି। ଏହି ଘଟଣା ରାଜଧାନୀ ତେହେରାନରେ ଘଟିଛି ଯେଉଁଠାରେ ନଓରୁଜ ପୂର୍ବରୁ ଇରାନୀମାନେ ଗତ ବୁଧବାର ଦିନ ପାଳନ କରିବାକୁ ଏକତ୍ରିତ ହୋଇଥିଲେ।ଇରାନ ଜାତୀୟ ମେଡିକାଲ ଜରୁରୀକାଳୀନ ସଂଗଠନର…
ପରମାଣୁ ଧମକ ଦେଲେ ପୁଟିନ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ତା’ର ରେଡ୍ ଲାଇନ୍ ଅତିକ୍ରମ କରି ୟୁକ୍ରେନକୁ ସୈନ୍ୟ ପଠାଇବ ତେବେ ରୁଷ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ଚଳିତ ସପ୍ତାହରେ ନିର୍ବାଚନର କିଛି ଦିନ ପୂର୍ବରୁ ସରକାରୀ ଗଣମାଧ୍ୟମକୁ…
ଥରିଲା ଆଫଗାନିସ୍ତାନ
ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ମାପ କରାଯାଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୪୬ କିଲୋମିଟର ଗଭୀର ଥିଲା। ପାକିସ୍ତାନର କିଛି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ଭୂକମ୍ପର…
ଟ୍ରମ୍ଫଙ୍କ ପାଇଁ ଚିନ୍ତାରେ ଜେଲନସ୍କି
ଚଳିତ ବର୍ଷ ନଭେମ୍ବର ୫ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ୟୁକ୍ରେନ ପକ୍ଷ ରଖିଛି। ସମର୍ଥନ କରିଛନ୍ତ। ଆମେରିକା…