Browsing Category

World

All world wide news update will uploaded

ଇସ୍ରାଏଲ ଇରାନ୍ ଯୁଦ୍ଧ

ଦୀର୍ଘ ୭ ମାସ ହେଲା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ବେଳେ ଗତକାଲି ରାତିରେ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରିସ୍ଥିତିକୁ ବିସ୍ଫୋରକ କରିଦେଇଛି। ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ…

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡ଼ିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ଆହୁରି ମଧ୍ୟ କହିଛି ଯେ, ସେମାନେ…

ବିଫଳ ହେଲା ଇରାନର ଆକ୍ରମଣ

ଇସ୍ରାଏଲ୍ ଅଞ୍ଚଳରେ ଇରାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଘନ ଘନ ଆକ୍ରମଣ କରିବା ପରେ ସମଗ୍ର ଇସ୍ରାଏଲ୍ ଉପରେ ଏୟାର ରେଡ୍ ସାଇରନ୍ ଉଠିଥିଲା। ଗତ ବର୍ଷ ହମାସ୍ ଅପରେସନ୍ ‘ଅଲ୍-ଆକସା ଫ୍ଲଡ’ ଆରମ୍ଭ କରି ଏରିଲ୍ ଏବଂ ଗ୍ରାଉଣ୍ଡ ଆଟାକ୍ କରିବା ସମୟରେ ସମାନ ବିମାନ ଆକ୍ରମଣ…

୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ ଇରାନ

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍‌ ସହ ମିସାଇଲ ଆକ୍ରମଣ ହୋଇପାରେ। ବିଶେଷକରି ସୈନ୍ୟମାନଙ୍କୁ ଟାର୍ଗେଟ କରାଯାଇପାରେ। ଇସ୍ରାଏଲ ଲାଗି ଏହା ବେଶ ଚ୍ୟାଲେଞ୍ଜିଂ ରହିବ ବୋଲି ଆମେରିକାର ଦାବି କରିଛି।ଇସ୍ରାଏଲ ଗୋଇନ୍ଦା ବିଭାଗ…

ଚାଇନାର ବଢିଲା ଟେନ୍‌ସନ୍‌

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଫିଲିପାଇନ୍ସର ରାଜ୍ୟ ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏହି ଦେଶଗୁଡିକ ମଧ୍ୟରେ ଏହା ହେଉଛି ପ୍ରଥମ ତ୍ରିପାକ୍ଷିକ ଆନୁଷ୍ଠାନିକ ବୈଠକ। ଏହି ତିନି ନେତାଙ୍କ ବୈଠକ ଚାଇନାର ବଢୁଥିବା ଚ୍ୟାଲେଞ୍ଜ ସହ ଜଡିତ ଅଛି। ଚାଇନା ସହିତ ଉଭୟ ଜାପାନ ଏବଂ…

ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା। ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ୩ ପୁଅଙ୍କ ମୃତ୍ଯୁ ଘଟିଛି। ଇସ୍ରାଏଲ ସେନା ଆକ୍ରମଣରେ ନିହତ ହୋଇନ୍ତି ହମାସ ମୁଖ୍ୟ ହାନିୟେଙ୍କ ୩ ପୁଅ। ଜେରୁଜେଲମର ଅଲ ଆକସା ମସଜିଦ ଯିବା ବାଟରେ ତାଙ୍କ କାର ଉପରେ ଏୟାର ଷ୍ଟ୍ରାଇକ…

ଭାରତ ଆସୁଛନ୍ତି ଏଲନ ମସ୍କ

ମସ୍କ ଏଭଳି ସମୟରେ ଭାରତ ଆସୁଛନ୍ତି, ଯେତେବେଳେ ଟେସ୍ଲାର ପ୍ଲାଣ୍ଟ ପାଇଁ ସ୍ଥାନ ଖୋଜିବା ଏବଂ ବ୍ୟବସାୟ ପ୍ରତିଷ୍ଠା ପାଇଁ ଦେଶର ବଡ଼ ବ୍ୟବସାୟ ଗୋଷ୍ଠୀ ସହ ସହଭାଗିତା ଭଳି ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ମସ୍କଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଭାରତ ଆସିବାକୁ ନେଇ ପୋଷ୍ଟ…

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ 

ଆୟର୍ଲାଣ୍ଡର ଚିତ୍ର ବର୍ତ୍ତମାନ ବଦଳିବାକୁ ଯାଉଛି। କାରଣ ଲିଓ ଭାରାଦକରଙ୍କ ଇସ୍ତଫା ପରେ ଦେଶର କମାଣ୍ଡ ଜଣେ ଯୁବ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଛଛି। ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ…

ରୁଷିଆ ପକ୍ଷରୁ ମିଥ୍ୟା ପ୍ରଚାର

ରୁଷିଆ ଅଧିକୃତ ଜାପୋରିଜିଆ ଆଣବିକ କାରଖାନାକୁ ଡ୍ରୋନ୍‌ ସାହାଯ୍ୟରେ ୟୁକ୍ରେନ୍‌ ଆକ୍ରମଣ କରିଥିବାନେଇ ରୁଷୀୟ ଅଧିକାରୀ ଦେଇଥିବା ବୟାନକୁ ସୋମବାର ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ଆକ୍ରମଣରେ କୌଣସି ସମ୍ପୃକ୍ତି ନ ଥିବା ନେଇ ୟୁକ୍ରେନ ସ୍ପଷ୍ଟୀକରଣ ରଖିଛି। ଏନେଇ ରୁଷିଆ ପକ୍ଷରୁ…

ବିଜୟଠାରୁ ପାଦେ ଦୂରରେ

ଯୁଦ୍ଧର ୬ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ରବିବାର କ୍ୟାବିନେଟ୍‌ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ନେତାନ୍ୟାହୁ କହିଛନ୍ତି, ଗାଜା ଯୁଦ୍ଧରେ ଇସ୍ରାଏଲ୍‌ ବିଜୟଠାରୁ ଆଉ ପାଦେ ଦୂରରେ ରହିଛି। କିନ୍ତୁ ଏହା ଭିତରେ ଆମକୁ ଯେଉଁ ମୂଲ୍ୟ…