Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
World
All world wide news update will uploaded
ଫ୍ରାନ୍ସରେ ବଢୁଛି ହିଂସା
ବର୍ତ୍ତମାନ ଅଶାନ୍ତିର ବାତାବରଣ ଫ୍ରାନ୍ସର ନ୍ୟୁ କାଲେଡୋନିଆରେ ଦେଖାଦେଇଛି।ରାତିରେ ନ୍ୟୁ କାଲେଡୋନିଆ ଦ୍ୱୀପରେ ପୋଲିସ ଷ୍ଟେଶନ ଏବଂ ଟାଉନ ହଲ ସମେତ ଅନେକ ଅଟ୍ଟାଳିକାରେ ନିଆଁ ଲାଗିଯାଇଥିଲା। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୯…
ସୁଧୁରିବ ନାହିଁ ଚାଇନା
ଦକ୍ଷିଣ ଚାଇନା ସାଗରରେ ଚାଇନା ସେନା ଏବଂ ଫିଲିପାଇନ୍ସର ନୌସେନା ମଧ୍ୟରେ ସଂଘର୍ଷ ପରେ ତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ତେବେ ଚାଇନା ଫିଲିପାଇନ୍ସ ନୌସେନାର ଦୁଇଟି ବୋଟକୁ ଛୁରୀ, କୁରାଢିି ଏବଂ ହାତୁଡ଼ିରେ ଆକ୍ରମଣ ନଷ୍ଟ କରି ଦେଇଥିବା କୁହାଯାଇଛି।ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ…
ପରିବେଶ ପାଇଁ ଏହି ବାୟୋ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ରୂପେ ଅନୁକୂଳ
ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରାଯାଇପାରୁଥିବାରୁ ଏହାର ବିପରୀତ ପ୍ରଭାବ ଜଳବାୟୁ ଉପରେ ପଡ଼ୁଛି। ଅଧିକ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଫଳରେ ବେଶି ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଡେନ୍ମାର୍କର କୋପେନହାଗନ…
ଗାଜା ଶରଣାର୍ଥୀ ଉପରେ ଇସ୍ରାଏଲ ଆକ୍ରମଣ
ଗାଜାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାର ଅଲ୍ସାତି ଶିବିର ଉପରେ ଆକ୍ରମଣ ହୋଇଛି ବୋଲି ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ କହିଛନ୍ତି। ହମାସ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ ଅଲ୍ ଥାୱବତା କହିଛନ୍ତି, ଅଲ୍ସାତି…
ଟ୍ରମ୍ପ୍ଙ୍କ ବଡ଼ ଘୋଷଣା
ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ପଡକାଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ଚୀନ୍ ଭଳି ନିଜ ଦେଶକୁ…
ଖଲିସ୍ତାନୀ ଉଗ୍ରବାଦୀଙ୍କ ‘ନାଗରିକ ଅଦାଲତ, କଡ଼ା ବିରୋଧ କଲା ଭାରତ
ଖାଲିସ୍ତାନୀ ଉଗ୍ରବାଦୀମାନେ ଭାନକୁଭରସ୍ଥିତ ଭାରତୀୟ ଦୂତାବାସ ବାହାରେ ତଥାକଥିତ ‘ନାଗରିକ ଅଦାଲତ’ ଆୟୋଜନ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁତ୍ତଳିକା ଜାଳିବା ନେଇ ଭାରତ କାନାଡ଼ା ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି।
କାନାଡ଼ା ହାଇକମିସନରଙ୍କୁ କୂଟନୈତିକ ଚିଠି ଜାରି କରି…
ଛତା ତଳେ ଯୋଗ ଅଭ୍ୟାସ
ଯୋଗ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି। ଯୋଗ କରୁଥିବା ଲୋକଙ୍କ ଫଟୋ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଦେଖାଯାଉଛି। ଜାପାନର ଭାରତୀୟ ଦୂତାବାସ ଏଠାରେ ଥିବା ସୁକିଜି ହଙ୍ଗୱାନଜୀ ମନ୍ଦିରରେ ଯୋଗ ଦିବସ ଉତ୍ସବ ଆୟୋଜନ କରିଥିଲା, ଯେଉଁଥିରେ କୂଟନୀତିଜ୍ଞ ତଥା ଭାରତୀୟ ବିଦେଶୀ ସମେତ ଦେଶର…
ଆମେରିକା ଉପରେ ରାଗିଲା ଚାଇନା
ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି ୱାଶିଂଟନ। ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ତିବ୍ବତର ନେତା ଦଲାଇ ଲାମାଙ୍କୁ ଭେଟିଥିଲେ। ବୈଠକ ପୂର୍ବରୁ ମଧ୍ୟ ବେଜିଂ ଆମେରିକାକୁ ଦଲାଇ ଲାମା ଗୋଷ୍ଠୀର କାହାକୁ ନ ଭେଟିବାକୁ ଚେତାବନୀ…
ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍ । ଆଉ ବନ୍ଧୁ କିମଙ୍କ ପାଇଁ ଡ୍ରାଇଭର ସାଜିଗଲେ ପୁଟିନ । କିମଙ୍କୁ କାରରେ ବସାଇ ବୁଲାଇଛନ୍ତି ପୁଟିନ୍ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏକ ଭିଡିଓ ଏବେ ପୂରା ବିଶ୍ୱରେ ଚର୍ଚ୍ଚା…