Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
World
All world wide news update will uploaded
ୟେମେନ ଉପକୂଳରେ ଅଘଟଣ
ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି।ସୋମାଲିଆର ଉତ୍ତର ଉପକୂଳରୁ ୨୬୦ରୁ ଊର୍ଦ୍ଧ୍ୱ ସୋମାଲି ଓ ଇଥିଓପିଆ…
ମଲାୱି ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ
ମଲାଓ୍ବି ଉପରାଷ୍ଟ୍ରପତି ସୌଲୋସି କ୍ଲାସ ଚିଲିମାଙ୍କ ଏକ ବିମାନ ଦୁର୍ଘଟଣାରେ ନିଧନ ହୋଇଛି । ମଲାଓ୍ବି ରାଷ୍ଟ୍ରପତି ଲାଜର ଚକଓ୍ବେରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ସେ ଏହି ଦୁଃଖଦ ଖବର ଦେଇଛନ୍ତି । ସେ କହିଛନ୍ତି ଯେ ମଲାଓ୍ବିର ଉପରାଷ୍ଟ୍ରପତି…
ମାଲାଓ୍ବିର ଉପରାଷ୍ଟ୍ରପତି ବିମାନ ନିଖୋଜ
ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ବିମାନ ସ୍ଥାନୀୟ ସମୟ ୯ଟା ୧୭ରେ…
କାନାଡ଼ାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳିକରି ହତ୍ୟା
ପଞ୍ଜାବର ଲୁଧିଆନାର ଜଣେ ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତ ଜଣକ ହେଲେ ଯୁବରାଜ ଗୋୟଲ। ସେ ୨୦୧୯ ମସିହାରେ ଭିସା ନେଇ କାନାଡାରେ ପହଞ୍ଚିଥିଲେ ଏବଂ ନିକଟରେ ସେ କାନଡୀୟ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ।୨୮ ବର୍ଷୀୟ ଯୁବରାଜ ଜଣେ ସେଲ୍…
ପାକିସ୍ତାନ-ଚଇନା ଭାଇ ଭାଇ
ପାକିସ୍ତାନ ସହିତ ଏବେ ଚଇନା ହାତ ମିଶାଇ ଭାରତ ବିରୋଧୀ କାର୍ଯ୍ୟପାଇଁ ପ୍ରସ୍ତୁତ ହେଉଛି। ଦକ୍ଷିଣ ଏସିଆରେ ଶନିବାର ଦୁଇ ଦେଶ କଶ୍ମୀରକୁ ନେଇ ଥିବା ସମସ୍ୟାର ଏକତରଫା ସମାଧାନକୁ ବିରୋଧ କରିବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଚଇନା ନେତୃତ଼୍ବଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…
ଗାଜାରେ ଇସ୍ରାଏଲୀ ସେନା ୪ ଜଣଙ୍କୁ ଉଦ୍ଧାର
ଗାଜାରେ ଇସ୍ରାଏଲୀ ସେନା ହମାସ କବଜାରେ ଥିବା ୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍), ଇସ୍ରାଏଲ ସିକ୍ୟୁରିଟି ଅଥୋରିଟି(ଆଇଏସ୍ଏ) ଏବଂ ପୋଲିସ ପକ୍ଷରୁ ମିଳିତ ଅପରେଶନ କରାଯାଇ ମଧ୍ୟଗାଜାସ୍ଥିତ ନୁସିରାତ ଅଞ୍ଚଳର ୨ଟି ପୃଥକ୍ ସ୍ଥାନରୁ ଏହି ୪ ବନ୍ଧକଙ୍କୁ…
‘ଦଳକୁ ଝଟକା ମଧ୍ୟରେ ମୋଦୀ ବିଜୟ ଘୋଷଣା କରିଛନ୍ତି – ଚୀନ୍
ଭାରତ ଏସିଆରେ ଚୀନ୍ର ଶକ୍ତିକୁ ପ୍ରତିହତ କରୁଛି ଏବଂ ଏକ ବିକଶିତ ଉତ୍ପାଦନ କେନ୍ଦ୍ର ଭାବରେ ଏହା ଚୀନା ନିର୍ମାତା ଓ ଏହାର ଅର୍ଥନୀତି ପାଇଁ ଏକ ବଡ଼ ବିପଦ। ତେଣୁ ଭାରତରେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଉପରେ ଚୀନ୍ ତୀକ୍ଷ୍ଣ ନଜର ରଖିବା ସ୍ୱାଭାବିକ ଥିଲା। ଜୁନ୍ ୪ରେ ଫଳାଫଳରୁ ଜଣାପଡିଛି ଯେ…
ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ଶରିଫ୍
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ କୂଟନୈତିକ ସ୍ତରରେ ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି…
ସ୍କୁଲ୍ ଉପରେ ଆକ୍ରମଣ -୪୦ ମୃତ
ଇସ୍ରାଏଲ ସେନାବାହିନୀ ଗୁରୁବାର ଗାଜାରେ ଜାତିସଂଘ ପରିଚାଳିତ ଏକ ସ୍କୁଲ୍ ଉପରେ ଆକ୍ରମଣ କରିଛି। ଫଳରେ ଏହି ସ୍କୁଲ୍ରେ ଆଶ୍ରୟ ନେଇଥିବା ୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ଇସ୍ରାଏଲ ସେନା କହିଛି, ଏହି ସ୍କୁଲ୍ ଦୀର୍ଘ ଦିନ ଧରି ହମାସର ଆଡ଼ାରେ ପରିଣତ ହୋଇଥିଲା ଏବଂ ଆକ୍ରମଣ…
ଭାରତ କାନାଡ଼ା ପାଇଁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ
ଭାରତକୁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ହୋଇଥିବା ଦର୍ଶାଇଛି। ଏହି ତାଲିକାରେ ଚାଇନାକୁ ପ୍ରଥମ ସ୍ଥାନରେ ରଖାଯାଇଛି। କାନାଡ଼ାର ଜାତୀୟ ସୁରକ୍ଷା ଏବଂ ଗୋଇନ୍ଦା ସଂସଦୀୟ କମିଟି(ଏନ୍ଏସ୍ଆଇସିଓପି) ଗୁରୁବାର ଜାରି କରିଥିବା ନିଜ ରିପୋର୍ଟରେ କହିଛି, ରୁଷିଆକୁ ହଟାଇ ଭାରତ କାନାଡ଼ାର…