Browsing Category

World

All world wide news update will uploaded

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ସେ ବାଂଲା ନ୍ୟାଶନାଲିଷ୍ଟ ପାର୍ଟିର ମୁଖ୍ୟ ଥିଲେ । ଢାକାର ଏଭକେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।…

ଆମେରିକାରେ ପରିସ୍ଥିତି ଗମ୍ଭୀର, ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼

ଆମେରିକାରେ ପରିସ୍ଥିତି ଗମ୍ଭୀର। ଦାଉ ସାଧୁଛି ପ୍ରକୃତି କୋପ। ଦେଶରେ ଅନେକ ସ୍ଥାନରେ ତୁଷାର ଝଡ଼। ନ୍ୟୁୟର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। କେବଳ ସେତିକି ନୁହେଁ। ଦେଶର ସର୍ବବୃହତ ସହର ନ୍ୟୁୟର୍କରେ ରାତ୍ରିରେ ୧୦ ଇଞ୍ଚ ପର୍ଯ୍ୟନ୍ତ ତୁଷାରପାତ ହେବାର ସମ୍ଭାବନା ଅଛି, ତାପମାତ୍ରା ଶୂନ୍ୟ…

ର୍ମିତ ରକେଟ ଲଞ୍ଚରରେ ବିସ୍ଫୋରଣ,୮ ଜଣ କମ୍ବୋଡିଆ ସୈନିକ ମୃତ , ଲଞ୍ଚରଟି ସମ୍ପୂର୍ଣ୍ଣ ନଷ୍ଟ

କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ସୀମାରେ ଜାରି ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଏହିକ୍ରମରେ କମ୍ବୋଡିଆ ସେନା ସୀମାରେ ଚୀନ୍ ନିର୍ମିତ ରକେଟ ଲଞ୍ଚରରୁ ଥାଇଲ୍ୟାଣ୍ଡ ସୀମା ଉପରକୁ ଆକ୍ରମଣ କରୁଥିବା ବେଳେ ଚୀନ ଲଞ୍ଚରରେ ବିସ୍ଫୋରଣ ହୋଇଛି। ଫଳରେ ୮ ଜଣ କମ୍ବୋଡିଆ ସୈନିକ ପ୍ରାଣ…

ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ , ପ୍ରତିବାବ କଲା ଭାରତ

ବିଦେଶରେ ଭାରତୀୟ ଦେବୀ-ଦେବତାଙ୍କୁ ଅପମାନ । ଭାଙ୍ଗିଦେଲେ ମୂର୍ତ୍ତି । ପ୍ରତିବାବ କଲା ଭାରତ । ଥାଇଲାଣ୍ଡ ଏବଂ କମ୍ବୋଡିଆ ସୀମାରେ ଥିବା ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ଭଙ୍ଗାକୁ ଜୋରଦାର ବିରୋଧ କରିଛି ଭାରତ । ଏହା କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ କରିଥିବା ବୈଦେଶିକ ମନ୍ତ୍ରାଳୟ…

ବାଂଲାଦେଶ, ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କଲା

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛି । ରାସ୍ତାରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି । କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ…

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା, ୧୬ ମୃତ ଅନେକ ଆହତ

ଇଣ୍ଡୋନେସିଆରେ ଭୟଙ୍କର ସଡ଼କ ଦୁର୍ଘଟଣା । ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏହାସହ ଅନେକ ଆହତ ହୋଇଥିବା ସୂଚନା । ଆଗକୁ ବି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ସୋମବାର ମଧ୍ୟରାତ୍ରି ପରେ ଇଣ୍ଡୋନେସିଆର ମୁଖ୍ୟ ଜାଭା…

ବାଂଲାଦେଶରେ ମିଡିଆ ଉପରେ ବଡ଼ ଆକ୍ରମଣ: ‘ପ୍ରଥମ ଆଲୋ’ ଓ ‘ଡେଲି ଷ୍ଟାର୍’ ଅଫିସରେ ନିଆଁ

ଭାରତ ବିରୋଧୀ ଆନ୍ଦୋଳନର ପ୍ରମୁଖ ଚେହେରା କୁହାଯାଉଥିବା ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସମଗ୍ର ବାଂଲାଦେଶ ଏବେ ଅଶାନ୍ତ। ହାଦିଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା କରୁଥିବା ଖବର ମିଳିଛି। ବାଂଲାଦେଶରେ ଭାରତ ବିରୋଧୀ ଛାତ୍ର ନେତା ସରିଫ…

୩୯ଦେଶକୁ ଆମେରିକା ଆସିବା ମନା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ ଏବଂ ପାଲେଷ୍ଟେନୀୟଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଛି। ଏହା ସହିତ, ଅନ୍ୟ ୧୫ଟି…

ଇଥିଓପିଆ ସଂସଦକୁ ସମ୍ବୋଧିତ କଲେ ମୋଦୀ , ଇଥିଓପିଆକୁ “ସିଂହଙ୍କ ଦେଶ” ବୋଲି କହିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଥିଓପିଆ ଗସ୍ତରେ ଅଛନ୍ତି। ଏହି ଅବସରରେ ଇଥିଓପିଆ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ କହିଛନ୍ତି "ମୁଁ ୧.୪ ବିଲିୟନ ଲୋକଙ୍କ ବନ୍ଧୁତାର ବାର୍ତ୍ତା ଆଣି ଆସିଛି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଇଥିଓପିଆ ସଂସଦକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ଶେଷ , ଇଥିଓପିଆ ରାଜଧାନୀ ଆଦିସ୍ ଆବାବାରେ ପହଞ୍ଚିଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ଗସ୍ତ ଶେଷ କରି ଇଥିଓପିଆ ରାଜଧାନୀ ଆଦିସ୍ ଆବାବା ପହଞ୍ଚିଛନ୍ତି । ରାଜଧାନୀ ଆଦିସ ଆବାବାର ବିମାନବନ୍ଦରରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଓବି ଅହମ୍ମଦ ଅଲି ଆଲିଙ୍ଗନ କରି ପ୍ରଧାମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅବି ଅହମ୍ମଦ ଅଲି…