Trending
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
Browsing Category
World
All world wide news update will uploaded
ଟ୍ରମ୍ପ୍ଙ୍କ ବଡ଼ ଘୋଷଣା
ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ପଡକାଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ଚୀନ୍ ଭଳି ନିଜ ଦେଶକୁ…
ଖଲିସ୍ତାନୀ ଉଗ୍ରବାଦୀଙ୍କ ‘ନାଗରିକ ଅଦାଲତ, କଡ଼ା ବିରୋଧ କଲା ଭାରତ
ଖାଲିସ୍ତାନୀ ଉଗ୍ରବାଦୀମାନେ ଭାନକୁଭରସ୍ଥିତ ଭାରତୀୟ ଦୂତାବାସ ବାହାରେ ତଥାକଥିତ ‘ନାଗରିକ ଅଦାଲତ’ ଆୟୋଜନ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁତ୍ତଳିକା ଜାଳିବା ନେଇ ଭାରତ କାନାଡ଼ା ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି।
କାନାଡ଼ା ହାଇକମିସନରଙ୍କୁ କୂଟନୈତିକ ଚିଠି ଜାରି କରି…
ଛତା ତଳେ ଯୋଗ ଅଭ୍ୟାସ
ଯୋଗ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି। ଯୋଗ କରୁଥିବା ଲୋକଙ୍କ ଫଟୋ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଦେଖାଯାଉଛି। ଜାପାନର ଭାରତୀୟ ଦୂତାବାସ ଏଠାରେ ଥିବା ସୁକିଜି ହଙ୍ଗୱାନଜୀ ମନ୍ଦିରରେ ଯୋଗ ଦିବସ ଉତ୍ସବ ଆୟୋଜନ କରିଥିଲା, ଯେଉଁଥିରେ କୂଟନୀତିଜ୍ଞ ତଥା ଭାରତୀୟ ବିଦେଶୀ ସମେତ ଦେଶର…
ଆମେରିକା ଉପରେ ରାଗିଲା ଚାଇନା
ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି ୱାଶିଂଟନ। ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ତିବ୍ବତର ନେତା ଦଲାଇ ଲାମାଙ୍କୁ ଭେଟିଥିଲେ। ବୈଠକ ପୂର୍ବରୁ ମଧ୍ୟ ବେଜିଂ ଆମେରିକାକୁ ଦଲାଇ ଲାମା ଗୋଷ୍ଠୀର କାହାକୁ ନ ଭେଟିବାକୁ ଚେତାବନୀ…
ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍ । ଆଉ ବନ୍ଧୁ କିମଙ୍କ ପାଇଁ ଡ୍ରାଇଭର ସାଜିଗଲେ ପୁଟିନ । କିମଙ୍କୁ କାରରେ ବସାଇ ବୁଲାଇଛନ୍ତି ପୁଟିନ୍ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏକ ଭିଡିଓ ଏବେ ପୂରା ବିଶ୍ୱରେ ଚର୍ଚ୍ଚା…
ସୁଇଜରଲ୍ଯାଣ୍ଡ ଶାନ୍ତି ସମ୍ମିଳନୀରେ
ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ କରାଯାଇଥିବା ଶାନ୍ତି ସମ୍ମିଳନୀରେ ଅନିଶ୍ଚିତତା । ଏହି ମିଳିତ ଘୋଷଣାନାମାରେ ସ୍ବାକ୍ଷର ଲାଗି ଅଗ୍ରାହ୍ୟ ପ୍ରକାଶ କରିଛନ୍ତିି ଭାରତ ଓ ଅନ୍ଯ ୬ ରାଷ୍ଟ୍ର । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଅଂଶୀଦାର ଏଥିରେ ସାମିଲ ହୁଅନ୍ତୁ ବୋଲି…
ହଜ୍ ତୀର୍ଥଯାତ୍ରୀଙ୍କ ଜୀବନ ନେଲାଣି ଉତ୍ତାପ
ସାଉଦ ଆରବସ୍ଥିତ ମକ୍କାରେ ହଜ୍ ସମୟରେ ଅତି କମରେ ୫୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୩୨୩ ଜଣ ମିଶରୀୟ…
ଥରିଲା ଇରାନ
ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍ରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ସୂଚନା…
ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ
ଇଟାଲୀ ଉପକୂଳରେ ମଙ୍ଗଳବାର ଦୁଇଟି ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ ଅଛନ୍ତି। ଇଟାଲୀ କର୍ତ୍ତୃପକ୍ଷ କହିଛନ୍ତି, ଇଟାଲୀ ଉପକୂଳ ନିକଟରେ ଦୁଇଟି ପ୍ରବାସୀ ଡଙ୍ଗା ଦୁର୍ଘଟଣାର ସମ୍ମୁଖୀନ ହେବାର କିଛି ଘଣ୍ଟା ପରେ ତଟରକ୍ଷୀ ବାହିନୀ ପକ୍ଷରୁ…