Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
World
All world wide news update will uploaded
କିଏ ହେବେ ବିଶ୍ବର ତ୍ରି ମହାଶକ୍ତି? ଟୋନି ବ୍ଲେୟାରଙ୍କ ପୂର୍ବାନୁମାନ
କିଏ ହେବେ ବିଶ୍ବର ମହାଶକ୍ତି । କାହା ପାଖରେ ରହିବ କ୍ଷମତା । କେଉଁ କେଉଁ ନେତାଙ୍କ ପାଖରେ ରହିବ କ୍ଷମତା । ଏନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ସେ ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି…
ଜାତିସଂଘଙ୍କୁ ନାଲିଆଖି ଦେଖାଇଲା ଇସ୍ରାଏଲ
ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇସ୍ରାଏଲ୍ ସେନା ଲେବାନନରେ ପ୍ରବେଶ କରି ହିଜବୁଲ ଯୁଦ୍ଧବିମାନ ଉପରେ…
ଇସ୍ରାଏଲର ପରବର୍ତ୍ତୀ ଲକ୍ଷ୍ୟ ଇରାନ
ତେହେରାନ: ଇସ୍ରାଏଲର ଆକ୍ରୋଶ ସତ୍ତ୍ୱେ ଦୀର୍ଘ ଦିନ ଧରି ସଂଯମତା ଦେଖାଇଥିବା ଇରାନ ମଙ୍ଗଳବାର ରାତିରେ ୨୦୦ ପାଖାପାଖି କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଥିଲା। ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ କ୍ରୋଧିତ ହୋଇଛି ଏବଂ ଇରାନ ଉପରେ ପ୍ରତିଶୋଧ ନେବାକୁ ଧମକ ଦେଇଛି।
ଏକ ବଡ଼…
ଇରାନକୁ ଚେତାବନୀ ଦେଲେ ଆମେରିକା
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ହ୍ୱାଇଟ ହାଉସରରୁ ଇସ୍ରାଏଲ ଉପରେ ହୋଇଥିବା ଇରାନ ଆକ୍ରମଣ ଉପରେ ନଜର ରଖିଛନ୍ତି। ମଙ୍ଗଳବାର, ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦର ଏକ ବଡ଼ ଧରଣର ବୃଦ୍ଧିରେ ଇରାନ ମଙ୍ଗଳବାର ଦିନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ…
ଇସ୍ରାଏଲ ଉପରକୁ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ, ଘାଇଲା ଇରାନ
ତେଲ୍ ଅଭିଭ୍ : ଯାହା ଆଶା କରାଯାଉଥିଲା ତାହା ହୋଇଛି । ଇସ୍ରାଏଲ ଉପରେ ଇରାନ ମଙ୍ଗଳବାର ଆକ୍ରମଣ କରିଛି । ହିଜବୁଲ୍ଲା ଉପରେ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନେବାକୁ ଏପରି କରିଛି । ତେବେ ଇରାନ ଉପରକୁ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କହିଛି। ଏହା ସହିତ ଇରାନ ଓ ଇସ୍ରାଏଲ…
ଇସ୍ରାଏଲ ପକ୍ଷରୁ ଅପରେସନ୍ ଆରମ୍ଭ
ଇସ୍ରାଏଲ ସ୍ଥଳ ସେନା ଲେବାନନ୍ରେ ପଶି ଏଥିପାଇଁ ସତନ୍ତ୍ର ଅପରେସନ୍ ଆରମ୍ଭ କରିଛି। ସୋମବାର ସକାଳେ ଇସ୍ରାଏଲ-ଲେବାନନ୍ ସୀମା ନିକଟସ୍ଥ ଲେବାନନ୍ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ହେଜବୁଲ୍ଲାର…
ହେଜବୋଲ୍ଲାର ୭ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି ଇସ୍ରାଏଲ
ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲକୁ ବଡ଼ ସଫଳତା ହାସଲ ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ହେଜବୋଲ୍ଲାର ୭ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରେ ହେଜବୋଲ୍ଲା ମୁଖ୍ୟ ହସନ…
ପାକିସ୍ତାନକୁ ଆତଙ୍ଗବାଦ ସହ ସମ୍ପର୍କ ଛାଡିବାକୁ ଚେତାବନୀ ଦେଲେ ଏସ୍ ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘର ସାଧାରଣ ସଭାରେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି ପାକିସ୍ତାନ ଦଖଲ କରିଥିବା କଶ୍ମୀର (ପିଓକେ)ପ୍ରସଙ୍ଗର ସମାଧାନ ଏବେ କରିବାକୁ ପଡିବ। ସେ କହିଛନ୍ତି ଯେ ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ ଏବଂ…
ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍
ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି ।ସେପ୍ଟେମ୍ବର ୧୬ ରେ ହୋଇଥିବା ଆକ୍ରମଣର ବିବରଣୀ ମଧ୍ୟ ଦେଇଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ରୀୟ ସିରିଆର ଏକ ଦୁର୍ଗମ ଅଜ୍ଞାତ ସ୍ଥାନରେ ଥିବା ଆଇଏସ…
ସାମୁଦ୍ରିକ ଝଡ଼ ‘ହେଲେନ’ ଆମେରିକାର ବିଭିନ୍ନ ପ୍ରାନ୍ତରେ ୬୪ଜଣଙ୍କ ଜୀବନ ନେଇଛି
ସାମୁଦ୍ରିକ ଝଡ଼ ‘ହେଲେନ’ ଆମେରିକାର ବିଭିନ୍ନ ପ୍ରାନ୍ତରେ ୬୪ଜଣଙ୍କ ଜୀବନ ନେଇଛି। ଗୁରୁବାର ରାତିରେ ହେଲେନ ଫ୍ଲୋରିଡ଼ା ଉପକୂଳ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା। ହେଲେନ ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ପବନ ହେଉଥିବା ଜଣାପଡ଼ିଛି। ପ୍ରବଳ ପବନରେ…