Browsing Category

World

All world wide news update will uploaded

ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ଆରମ୍ଭ କରିଛି ରୁଷ

ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ଆରମ୍ଭ କରିଛି ରୁଷ । ଟେଲିଗ୍ରାମକୁ ବ୍ୟାନ୍ କରିବା ପରେ, ରୁଷ ସରକାର ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଲୋକପ୍ରିୟ ଆମେରିକୀୟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିଛି। ଏଣିକି ରୁଷ ଲୋକମାନେ…

ସ୍କୁଲରେ ଗୁଳିକାଣ୍ଡ , ୩୪ ମୃତ

ଥାଇଲାଣ୍ଡର ସୋଙ୍ଗଖଲା ପ୍ରଦେଶର ଏକ ସ୍କୁଲରେ ଗୁଳିକାଣ୍ଡ । ଏହି ଆକ୍ରମଣରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୨ ଜଣ ଛାତ୍ରଛାତ୍ରୀ ସାମିଲ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜଣେ ୧୮ ବର୍ଷୀୟ ଯୁବକ ଏକ M-4 ବନ୍ଧୁକରେ ଗୁଳିମାଡ଼ କରିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି…

ଆମେରିକା ପାକିସ୍ତାନକୁ ଟଏଲେଟ୍ ପେପର ପରି ବ୍ୟବହାର କରିଥିଲା – ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଜାତୀୟ ସଂସଦରେ ଆମେରିକାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଇସଲାମକୁ ରକ୍ଷା କରିବା ପାଇଁ ଆଫଗାନ ମାଟିରେ ଲଢ଼ାଯାଇଥିବା ଦୁଇଟି ଯୁଦ୍ଧରେ ଅଂଶଗ୍ରହଣ କରିନାହିଁ। ଆଫଗାନିସ୍ତାନ ଯୁଦ୍ଧରେ ଜିହାଦ ନାମରେ…

ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା , ୩୦ ମୃତ

ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ ଯାଇ ହାଇୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ…

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ – ୮ ମୃତ

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ରବିବାର ଏହି ସୂଚନା ଦେଇଛି। ଦୁର୍ଘଟଣା ପୋଲିସ ଡିଷ୍ଟ୍ରିକ୍ଟ ୨୧ରେ ହୋଇଛି। ପରିବାର ଶୀତରୁ ରକ୍ଷା ପାଇବା ପାଇଁ ଗ୍ୟାସ ହିଟର ଉପଯୋଗ କରୁଥିଲେ। ଗ୍ୟାସ ଲିକ୍…

ପିଓକେ ଓ ଅକ୍ସାଇ ଭାରତର , ଭାରତର ଏକ ମାନଚିତ୍ର ଜାରି କଲା ଆମେରିକା

ଜମ୍ମୁ ଏବଂ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ପାକିସ୍ତାନ ଏହି ସରଳ ସତ୍ୟ ଉପରେ ଯେତେ ବିତର୍କ କରୁ କିମ୍ବା ଯେତେ ମିଛ ପ୍ରଚାର କରୁ, ସତ ସମଗ୍ର ବିଶ୍ୱ ଜାଣିଛି । ଏବେ, ଏହି ପରିପ୍ରେକ୍ଷୀରେ ଆମେରିକା ପାକିସ୍ତାନକୁ ଏକ ବଡ଼ ଧକ୍କା ଦେଇଛି । ବାଣିଜ୍ୟ ଚୁକ୍ତି ପରେ, ଆମେରିକା…

ଇସଲାମାବାଦରେ ସିଆ ଧର୍ମସ୍ଥଳର ମୁଖ୍ୟ ଫାଟକରେ ବିସ୍ଫୋରକ ବିସ୍ଫୋରଣ – ୧୫ ମୃତ

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ସିଆ ଧର୍ମସ୍ଥଳ ଭିତରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ, ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ସହରର ଶାହଜାଦ ଟାଉନ୍ ଅଞ୍ଚଳର…

୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ରାଜନୈତିକ ଦଳ ଜମାତ-ଏ-ଇସଲାମୀ,ଭାରତ ସହିତ…

ବାଂଲାଦେଶର ମୌଳବାଦୀ ରାଜନୈତିକ ଦଳ ଜମାତ-ଏ-ଇସଲାମୀ । ୨୦୨୬ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାଶ କରିଛି ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ, ପାର୍ଟି ପଡ଼ୋଶୀ ଦେଶଗୁଡ଼ିକ ସହିତ ସୌହାଦ୍ୟମୂଳକ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି । ଆହୁରି ମଧ୍ୟ ବାଂଲାଦେଶର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି

ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ ।  ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା…

ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ

ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ମିଳିଲା ଗ୍ରାମୀ ଆୱାର୍ଡ । ୯୦ ବର୍ଷ ବୟସରେ ଦଲାଇ ଲାମାଙ୍କୁ ସମ୍ମାନଜନକ ଗ୍ରାମୀ ଆୱାର୍ଡ ପ୍ରଦାନ କରାଯାଇଛି। ୬୮ତମ ବାର୍ଷିକ ଗ୍ରାମୀ ପୁରସ୍କାର ଉତ୍ସବରେ, ଦଲାଇ ଲାମା ତାଙ୍କ ଆଲବମ୍ ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍ ହୋଲିନେସ୍ ଦି ଦଲାଇ…