Browsing Category

World

All world wide news update will uploaded

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି

ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି। ଜନସଂଖ୍ୟା ଏବଂ ବଜାର ଦୃଷ୍ଟିରୁ ବିଶ୍ୱର ଦୁଇଟି ବୃହତ୍ତମ ଦେଶର ରାଷ୍ଟ୍ରପତି ଦ୍ୱିପାକ୍ଷିକ ସମ୍ପର୍କର ୭୫ ବର୍ଷ ପୂରଣ ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି।…

ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ – ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର

ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ । ଆଜି ବି ବାହାରୁଛି ଭଗ୍ନାବଶେଷ ତଳୁ ମୃତଦହ । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୪୦୦ ଜଣ ଆହତ ଅଛନ୍ତି । ଏବଂ ୩୦୦ର ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଖୋଜା ଚାଲିଛି ।…

ସାମ୍ନାକୁ ଆସିଲା ମ୍ୟାମାର ଭୂକମ୍ପର ସାଟେଲାଇଟ୍ ଫଟୋ, ଫଟୋ ହିଁ ବୟାନ କରୁଛି ପ୍ରକୃତିର କରାଳ ରୂପକୁ

ମ୍ୟାମାରରେ କେତେ ଭୟଙ୍କର ହୋଇଛି ଭୂକମ୍ପ ? ତାର ଗୋଟେ ପରେ ଗୋଟେ ଛବି ତ ଆପଣ ଦେଖୁଥିବେ । ଘରଦ୍ବାର, ବ୍ରିଜ୍, ବିଶାଳ ଅଟ୍ଟାଳିକା, ମଲ୍, ହସ୍ପିଟାଲ ଭାଙ୍ଗିଯିବାର ଲାଇଭ ଦୃଶ୍ୟ ଆପଣମାନେ ଗତ ଦୁଇ ଦିନ ଧରି ଦେଖୁଥିବେ ହେଲେ ଏବେ ଆପଣଙ୍କ ସାମ୍ନାରେ ଯେଉଁ ଚିତ୍ର ଆସି ପହଞ୍ଚିଛି ତାହା ଦେଖିଲେ…

ମ୍ୟାମାରରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୧୦୦୨ ଲୋକ ମୃତ, ୨୩୦୦ରୁ ଅଧିକ ଆହତ

ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ମ୍ୟାମାରରେ ଏପର୍ଯ୍ୟନ୍ତ ୧୦୦୨ ଲୋକଙ୍କ ମୃତ୍ୟୁ ହୋଇଥିବା…

ମିଆଁମାରରେ ଭୟଙ୍କର ଭୂମିକମ୍ପ

ମିଆଁମାରରେ ଭୟଙ୍କର ଭୂମିକମ୍ପ । ଶୁକ୍ରବାର ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା…

ବୁଡ଼ିଗଲା ପର୍ଯ୍ୟଟନ ବୁଡ଼ାଜାହାଜ 6 ମୃତ

ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ ପକ୍ଷରୁ…

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବିଶ୍ୱ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବିଶ୍ୱ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିଛି। ଏହା ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଭାରତ ମଧ୍ୟ ଏପ୍ରିଲ ୨ ତାରିଖରୁ ଟ୍ରମ୍ପଙ୍କ ପ୍ରତିଶୋଧମୂଳକ ଶୁଳ୍କର ବିପଦର ସମ୍ମୁଖୀନ ହେଉଛି। ଟ୍ରମ୍ପ…

କିଭ୍‌ ଉପରେ ଋଷର ଡ୍ରୋନ ଆଟାକ୍ କଲା ରୁଷ୍

ପୁଣି ବଢିଲା ରୁଷ୍ ୟୁକ୍ରେନ ବିବାଦ । ମାର୍ଚ୍ଚ ୨୨ ତାରିଖରେ ରୁଷ ବାୟୁସେନା କିଭ୍ ଉପରେ ଡ୍ରୋନ ମାଡ଼ କରିବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିଛି ଟେନସନ୍ । ରୁଷର ୧୭୯ ଡ୍ରୋନ୍‌ ମଧ୍ୟରୁ ୧୦୦ଟି ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ବାହିନୀ ନଷ୍ଟ କରିଦେଇଥିବାର ଦାବି କରିଛି । ଏହା ପୂର୍ବରୁ…

ବେଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ, ସବୁଠାରୁ ବଡ଼ ନେତା ମହରଙ୍ଗ ବାଲୁଚ୍ ଗିରଫ

ବେଲୁଚିସ୍ତାନରେ ପାକିସ୍ତାନ ବିରୋଧରେ ବିଶାଳ ପ୍ରତିବାଦ ଆରମ୍ଭ ହୋଇଛି। ପ୍ରଦେଶର ଡଜନ ଡଜନ ସ୍ଥାନରେ ଲୋକମାନେ ପାକିସ୍ତାନ ଏବଂ ପାକିସ୍ତାନ ସେନା ବିରୋଧରେ ପ୍ରତିବାଦ କରିଛନ୍ତି। ସେମାନଙ୍କୁ ହଟାଇବା ପାଇଁ ପାକିସ୍ତାନ ସେନା ଲାଠିଚାର୍ଜ କରୁଛି। ଏପର୍ଯ୍ୟନ୍ତ ବହୁ ଲୋକଙ୍କୁ ଗିରଫ କରାଯାଇଛି।…

ଆଜି ବିଶ୍ୱ ଆର୍ଥ ଆଓ୍ବାର ପାଳନ ହେବ

୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍‌ ଲାଇଟ୍‌ଗୁଡ଼ିକୁ ବନ୍ଦ କରିବେ। ଜଳବାୟୁ ସୁରକ୍ଷା ଦିଗରେ ଉଦାହରଣ ସୃଷ୍ଟି…