Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
World
All world wide news update will uploaded
ସିରିଆରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ସିରିଆରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହୋଇଥିଲେ କିନ୍ତୁ…
ଭୂମିକମ୍ପରେ ଥରି ଉଠିଛି ଆର୍ଜେଣ୍ଟିନା
ଭୂମିକମ୍ପରେ ଥରି ଉଠିଛି ଆର୍ଜେଣ୍ଟିନା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ମାପ କରାଯାଇଥିଲା। ଭୂମିକମ୍ପର ତୀବ୍ରତାକୁ ବିଚାରକୁ ନେଇ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର ତୀବ୍ର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଲୋକମାନେ ଘରୁ ବାହାରକୁ ଖୋଲା ଆକାଶ ଆଡକୁ…
ଅଟାରୀ-ୱାଘା ସୀମାରେ ଫାଟକ ଖୋଲି ଭାରତରେ ଫସି ରହିଥିବା ନାଗରିକଙ୍କୁ ଦେଶକୁ ଫେରାଇନେଲା ପାକିସ୍ତାନ
ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ ଭାରତ ସରକାର ପାକିସ୍ତାନୀମାନଙ୍କର ସ୍ୱଳ୍ପକାଳୀନ ଭିସା ବାତିଲ କରି ଦେଇଥିଲେ। ଏବେ ଭାରତରେ ଫସି ରହିଥିବା ନାଗରିକମାନଙ୍କୁ ଫେରିବାକୁ ଅନୁମତି ଦେବା ସହିତ ପାକିସ୍ତାନ ଶୁକ୍ରବାର ଦିନ ଅଟାରୀ-ୱାଘା…
ଆମେରିକାରୁ ଆସିବ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଉପକରଣ
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ, ଆମେରିକା ନୂଆଦିଲ୍ଲୀ ସହିତ ଏକ ବଡ଼ ସାମରିକ ଚୁକ୍ତି କରିଛି। ଆମେରିକା ଭାରତକୁ ୧୩୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେୟାର ଏବଂ ଲଜିଷ୍ଟିକ୍ସ ଯୋଗାଇବା…
ଚୀନର ଲିଆଓନିଂରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି
ଚୀନର ଲିଆଓନିଂରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଅତି କମରେ ୩ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,…
ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପରେ ପାକିସ୍ତାନ ଛାନିଆ ହୋଇ ଚୀନର ଶରଣ ପଶିଛି
ପହଲଗାଓଁ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପରେ ପାକିସ୍ତାନ ଛାନିଆ ହୋଇ ଚୀନର ଶରଣ ପଶିଛି। ଯାହା ଫଳରେ ଚୀନ ପାକିସ୍ତାନକୁ ଏହାର ସମର୍ଥନ ଜଣାଇଛି। ପାକିସ୍ତାନର ଅନ୍ତରୀଣ ସୁରକ୍ଷା, ସର୍ବଭୌମତ୍ଵ ରକ୍ଷା କ୍ଷେତ୍ରରେ ଚୀନ ଦୃଢ଼ ସମର୍ଥନ…
ରୁଷ ଜେନେରାଲଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧ ବ୍ୟକ୍ତି ଗିରଫ
ମସ୍କୋରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ରୁଷକୁ ବଡ଼ ସଫଳତା ମିଳିଛି। ମସ୍କୋ ବାହାରେ ଏକ କାର୍ ବୋମା ବିସ୍ଫୋରଣରେ ଜଣେ ରୁଷ ଜେନେରାଲଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରୁଷିଆର ଗୁଇନ୍ଦା ସେବା ଏ ବିଷୟରେ ସୂଚନା ଦେଇଛି। ମସ୍କୋ କହିଛି ଯେ ବିସ୍ଫୋରଣ ପଛରେ…
ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ଧରଣର ବିସ୍ଫୋରଣ, ୪୦୦ ରୁ ଅଧିକ ଲୋକ ଆହତ
ଶନିବାର ଇରାନର ବନ୍ଦର ଆବାସ ସହରରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୪୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି। ଏହି ବିସ୍ଫୋରଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ତୃତୀୟ ପରମାଣୁ ଆଲୋଚନା ଚାଲିଛି। ତଥାପି,…
କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଅନେକ ବର୍ଷ ପୁରୁଣା- ଟ୍ରମ୍ପ
ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଅନେକ ବର୍ଷ ପୁରୁଣା । କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରତିକ୍ରିୟା ଦେଇ, ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା କଲେ ଟ୍ରମ୍ପ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ନିରୀହ…
ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛୁ –…
ଜମ୍ମୁ-କଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆମେରିକା। ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ଟାମି ବ୍ରୁସ ଗୁରୁବାର…