Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
World
All world wide news update will uploaded
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିବାହ ବାତିଲ
ମେଟ୍ରୋ ଟିଭି ଓଡିଶା,୨୪/୧ : ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢୁଥିବାରୁ ଦେଶର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ କୋଭିଡ କଟକଣା ଆହୁରି କଡାକଡି ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ବିବାହ ଉତ୍ସବକୁ ବାତିଲ କରିଦେଇଛନ୍ତି ।!-->…
ଇସ୍ତଫା ଦେଲେ ଜର୍ମାନ ନୌସେନା ମୁଖ୍ୟ
ମେଟ୍ରୋ ଟିଭି ଓଡିଶା,୨୩/୧ : ଇସ୍ତଫା ଦେଇଛନ୍ତି ଜର୍ମାନ ନୌସେନା ମୁଖ୍ୟ । ୟୁକ୍ରେନ ଓ ଋଷକୁ ବିବାଦୀୟ ବୟାନ ଦେଇ ଇସ୍ତଫା ଦେଇଛନ୍ତି ଜର୍ମାନୀ ନୌସେନା ମୁଖ୍ୟ କେ ଅଚିମ୍ ସୋଏନଓ୍ୱାଚ ।
image credit-stars and stripes
ସୂଚନା ଅନୁଯାୟୀ ,ଶୁକ୍ରବାର ଅଚିମ୍ ଭାରତରେ ଆୟୋଜିତ ଏକ!-->!-->!-->!-->!-->…
ଶବକୁ ଘେରି ରହିଥିଲା ୧୦୦ରୁ ଅଧିକ ସାପ
ମେଟ୍ରୋ ଟିଭି ଓଡିଶା,୨୩/୧ : ବିଚିତ୍ର ଦୁନିଆରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ । ଆମେରିକାର ମାରୟଲ୍ୟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ବନ୍ଦ ଘରୁ ମିଳିଛି ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ଏଠାରେ ଜଣେ ବ୍ୟକ୍ତିଙ୍କ ଘରକୁ ୧୦୦ ରୁ ଅଧିକ ସାପ ଘେରି ଯାଇଥିଲେ ।!-->!-->!-->…
ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ
ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି!-->…
ଇସ୍ରାଏଲ କଲା ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟ
ମେଟ୍ରୋ ଟିଭି ଓଡିଶା,୨୦/୧ : ଶତ୍ରୁ ଦେଶକୁ କଡା ଜବାବ ଦେବାରେ ପ୍ରସ୍ତୁତ ହୋଇଛି ଇସ୍ରାଏଲ । ଅନ୍ୟ ଦେଶ ଯୁଦ୍ଧ କରିବା ପୂର୍ବରେ ହଜାର ବାର ଚିନ୍ତା କରିବେ । ଏହି ପରି ଏକ ଅଭୁଦ ମିସାଇଲ୍ ଟେଷ୍ଟ କରିଛି ଇସ୍ରାଇଲ । ଯାହା ସଫଳତାର ସହ ପରୀକ୍ଷଣ ମଧ୍ୟ ହୋଇଛି । ପୃଥିବୀ ବାୟୁମଣ୍ଡଳ ବାହାରେ!-->…
ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍ଗିରଣ
ମେଟ୍ରୋ ଟିଭି ଓଡିଶା,୧୯/୧: ଟୋଙ୍ଗାରେ ଭୟଙ୍କର ଆଗ୍ନେୟଗିରି ଉଦ୍ଗିରଣ ଯୋଗୁ ନ୍ୟୁଜିଲ୍ୟାଣ୍ଡ ବୌଜ୍ଞାନିକ କହୁଛନ୍ତି ଏହା ଫଳରେ ପରିବେଶ ପ୍ରଦୂଷଣ ହେବା । ଟୋଙ୍ଗାରେ ଲୋକ ମାନେ ଅଳ୍ପ ପରିମାଣର ଏସିଡ ବର୍ଷାର ଅନୁଭବ କରିବେ । ଗତ ଶନିବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ହୋଇଥିବା!-->…
କୋଟିପତି ବିଜୟ ମାଲ୍ୟା ଏବେ ରାଜରାସ୍ତାରେ
ମେଟ୍ରୋ ଟିଭି ଓଡିଶା,୧୯/୧: ବ୍ରିଟେନ କୋର୍ଟର ନିର୍ଦ୍ଦେଶ ଅନୁସାରେ ବିଜୟ ମାଲ୍ୟାଙ୍କୁ ନିଜର ଲଣ୍ଡନସ୍ଥିତ ଘରୁ ବହିଷ୍କାର କରାଯିବ । ସ୍ୱିସ୍ ବ୍ୟାଙ୍କ ୟୁବିଏସ୍ ସହିତ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦରେ ବ୍ରିଟିଶ କୋର୍ଟ ତାଙ୍କୁ ବଳବତ୍ତର ରହିବାକୁ ମନା କରିବା ପରେ ମଙ୍ଗଳବାର!-->!-->!-->…
କିମ୍ ଜୋଙ୍ଗ ଦେଖାଇଲେ ଯୋଶ୍ , ପରୀକ୍ଷା କଲେ ୨ଟି କ୍ଷେପଣାସ୍ତ୍ର
ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ଅସ୍ତ୍ର ଶସ୍ତ୍ରରେ ନିଜକୁ ଶକ୍ତି ଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ଆଗରେ ନିଜର ଏକ ପରିଚୟ ତିଆରି କରିଛନ୍ତି । ଗଣ ବିଧ୍ୱଂସୀ ଅସ୍ତ୍ର ଶସ୍ତ୍ର ନିର୍ମାଣ କରି ଶତ୍ରୂ ରାଷ୍ଟ୍ର କୁ ଭୟ ଦେଖାଇବା ତାଙ୍କର ମୁଖ୍ୟ!-->!-->!-->…
ଭୟଙ୍କର ଭୂକମ୍ପରେ ଥରିଲା ଆଫଗାନିସ୍ତାନ
ମେଟ୍ରୋ ଟିଭି ଓଡିଶା,୧୮/୧: ସୋମବାର ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଫଳରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଆଫଗାନିସ୍ତାନର ପଶ୍ଚିମରେ ଅବସ୍ଥିତ ବାଗିସ୍ ପ୍ରଦେଶରେ ସୋମବାର ଅପରାହ୍ନରେ ୨ଟି ଭୂକମ୍ପର କମ୍ପନ ଯୋଗୁଁ ତୁର୍କମେନିସ୍ତାନନିକଟରେ ଥିବା ସୀମା କମ୍ପିତ ହୋଇଥିଲା । ରିକ୍ଟର!-->…
ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ
ମେଟ୍ରୋ ଟିଭି ଓଡିଶା,୧୭/୧: ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ!-->!-->!-->…