Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
World
All world wide news update will uploaded
ୟୁକ୍ରେନକୁ ଆମେରିକାର ଚେତାବନୀ
ମେଟ୍ରୋ ଟିଭି ଓଡିଶା (୧୫ .୨.୨୦୨୨): ଭୟଙ୍କର ହେଲାଣି ଯୁଦ୍ଧସ୍ଥିତି । ଅବିଳମ୍ବେ ୟୁକ୍ରେନ ଛାଡିବା ଲାଗି ନିଜ ଦେଶର ନାଗରିକଙ୍କୁ ଡେଡଲାଇନ ଦେଲା ବ୍ରିଟେନ । ସେପଟେ ୟୁକ୍ରେନ ଉପରେ ଅତର୍କିତ ଆକ୍ରମଣ କରିବ ଋଷ । ଏନେଇ ସତର୍କ କରାଇଛି ଆମେରିକା । ତେବେ ନାଟୋ ଅଞ୍ଚଳର ପ୍ରତିଟି ଇଞ୍ଚର!-->…
ବିବାହ କରିବେ କୋରିଆନ ତାରକା ହ୍ୟୁନ ବିନ ଓ ସନ ୟେ ଜିନ
pic credit-showbiz cheat sheet
ମେଟ୍ରୋ ଟିଭି ଓଡିଶା,୧୨/୨ : ସବୁଠି ଚାଲିଛି ବିବାହର ଋତୁ । ଦେଶ ହେଉ ଅବା ବିଦେଶ ବାହା ହେଉଛନ୍ତି ବହୁ କଳାକାର । ସେହିପରି କିଛି କପଲ୍ ରିଲ୍ ଲାଇଫରୁ ରିୟଲ ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । କୋରିଆନ ଡ୍ରାମା ଏବେ ୟଙ୍ଗମାସଙ୍କର ବେଶ!-->!-->!-->!-->!-->…
ଫଟୋ ଉଠାଇ ମାଲାମାଲ୍
ମେଟ୍ରୋ ଟିଭି ଓଡିଶା,୧୧/୨ : ଆଜି କାଲି ଅଧିକାଶଂ ଲୋକଙ୍କ ସଉକ୍ ହେଉଛି ଫଟୋ ଉଠାଇବା କିନ୍ତୁ ଏମିତି କିଛି ଫଟୋ ଥାଏ କି ଜାହା ଅନ୍ୟ ଫଟୋ ଠାରୁ ଭିନ୍ନ କରିଥାଏ । ଏପରି ଏକ ଭିନ୍ନ ଫଟୋ ଉଠାଇ ୩ କୋଟ ଙ୍କ ପାଇଛନ୍ତି ଫଟୋ ଗ୍ରାଫର । ଏମିତି ଜଣେ ଫଟୋଗ୍ରାଫର ହେଉଛନ୍ତି ଓମାନର Turki bin!-->!-->!-->…
ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire
ମେଟ୍ରୋ ଟିଭି ଓଡିଶା,୧୧/୨ : ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଲ୍ମ writing with fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର!-->!-->!-->…
ୟୁକ୍ରେନ ଛାଡିବାକୁ ବାଇଡେନ୍ଙ୍କ ଚେତାବନୀ
ମେଟ୍ରୋ ଟିଭି ଓଡିଶା,୧୧/୨ : ୟୁକ୍ରେନକୁ ନେଇ ଋଷ ଓ ଆମେରିକା ମଧ୍ୟରେ ବିବାଦ ବଡିବାରେ ଲାଗିଛି । ଏହାମଧ୍ୟରେ ୟୁଏସ ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ ଛାଡିବାକୁ ୟୁଏସ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । ଏନେଇ ଏଏଫପି ଖବର ସରବରାହ ସଂସ୍ଥା ସୂଚନା ଦେଇଛି ।
ଏହାପୂର୍ବରୁ ଆମେରିକା!-->!-->!-->!-->!-->…
ରିଜର୍ଭ ବ୍ୟାଙ୍କରେ ଜାରି ହେଲା ମୁଦ୍ରା ନୀତି
ମେଟ୍ରୋ ଟିଭି ଓଡିଶା,୯/୨ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ!-->!-->!-->…
ଉଦ୍ଧାର ହେଲେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସ୍ୱାମୀ
ମେଟ୍ରୋ ଟିଭି ଓଡିଶା,୯/୨ : ଓ୍ବାଶିଂଟନ୍ର ଡନ୍ବାର୍ ହାଇସ୍କୁଲ ବିଲ୍ଡିଂରେ ବୋମା ଖଞ୍ଜାଯାଇଥିବା ସୂଚନା ମିଳିବା ପରେ ସେଠାରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସ୍ବାମୀ ଡଗ୍ଲସ୍ ଏମ୍ହଫ୍ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ଉକ୍ତ ସ୍କୁଲରେ ଆଫ୍ରିକୀୟ!-->!-->!-->…
ପୃଥିବୀ ଆଡେ ମାଡି ଆସୁଛି ଆଷ୍ଟ୍ରଏଡ ,ରଚିବ ଧ୍ୱଂସଲୀଳା
ମେଟ୍ରୋ ଟିଭି ଓଡିଶା,୯/୨ : ପୁଣି ଥରେ ପୃଥିବୀ ଆଡକୁ ମୁହାଁଉଛି ବିଶାଳକାୟ ଆଷ୍ଟ୍ରଏଡ । ଆଷ୍ଟ୍ରଏଡର ଆକାର ରହିଛି ୧.୩ କିଲୋମିଟର । ମାର୍ଚ୍ଚ ୪ରେ ପୃଥିବୀ ଏହା ନିକଟବର୍ତ୍ତୀ ହେବ। ଏହି ସମୟରେ ପୃଥିବୀ ଓ ଆଷ୍ଟ୍ରଏଡ ମଧ୍ୟରେ ଦୂରତା ରହିବ ୪୯ଲକ୍ଷ ୧୧ହଜାର ୨୯୮ କିଲୋମିଟର । JPL ଏହାକୁ!-->!-->!-->…
ଗିରଫ ହେଲା ମୁମ୍ବାଇ ସିରିଜ ବ୍ଳାଷ୍ଟର : କାବୁ କଲା ଭାରତୀୟ ଏଜେନ୍ସି
ମେଟ୍ରୋ ଟିଭି ଓଡିଶା,୬/୨ : ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ । ୨୯ ବର୍ଷ ପରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଅବୁ ବକରକୁ ଦୁବାଇରୁ କାବୁ କରିଛି ଭାରତୀୟ ଏଜେନ୍ସି । ଖୁବଶୀଘ୍ର ଅବୁ ବକର୍କୁ ଟଇଋରୁ ଭାରତ ଅଣାଯିବ । ଅବୁ ବକର୍ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର!-->…
ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ
ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍!-->…