Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
World
All world wide news update will uploaded
ଚୀନର ଶୂନ କୋଭିଡ ନୀତିରେ ବନ୍ଦୀ ସିଆନ୍
ମେଟ୍ରୋ ଟିଭି ଓଡିଶା,୫/୧: ଚୀନର ଶୂନ କୋଭିଡ ନୀତି ଦେଶବାସୀଙ୍କୁ ଅସହ୍ୟ କରିଦେଲାଣି । ଚୀନର ୨ଟି ସହର ସିଆନ ଓ ୟୁଝୋଉ େବେ କଠୋର ଲକଡାଉନର ଶୀକାର ହୋଇଛନ୍ତି । ଖାଦ୍ୟ ଭଳି ମୌଳିକ ସୁବିଧା ମଧ୍ୟ ପାଇ ପାରୁ ନାହାନ୍ତି । ଛଟପଟରେ ଚୀନର ସାଧାରଣ ଲୋକ । ସିଆନରେ କୋଭିଡ ମାମଲା ଦେଖାଯିବା!-->!-->!-->…
ଫ୍ରାନ୍ସର ଭିନ୍ନ ପରମ୍ପରା,କାର୍ ଜାଳି ନୂଆବର୍ଷକୁ ସ୍ୱାଗତ କଲେ
ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆବର୍ଷ କୁ ଲୋକମାନେ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ୍ତି । ବାଣ ଫୁଟାଇ ଭୋଜିଭାତ କରି ଏହି ନୂଆବର୍ଷକୁ ସାଧାରଣ ଲୋକ ମାନେ ସ୍ୱାଗତ କରନ୍ତି । କିନ୍ତୁ ଫ୍ରାନ୍ସରେ ନୂଆବର୍ଷ ଏକ ଭିନ୍ନ ରୂପରେ ପାଳନ କରାଯାଇଛି । ଚଳିତବର୍ଷ ଫ୍ରାନ୍ସରେ ନୂଆବର୍ଷ ପାଳନ!-->!-->!-->…
ଗିଟାରିଷ୍ଟ କର୍ଟ କୋବେନଙ୍କ ମହଙ୍ଗା ଗିଟାର
bloomberg.com
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦୁନିଆରେ ଭରି ରହିଛି ମହଙ୍ଗା ଜିନିଷ ସବୁ । ଏହ ସବୁ ଜିନିଷ କେବେ କେବେ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆର୍କଷଣ କରେ । ଏହି ସବୁ ମହଙ୍ଗା ଜିନିଷ ଲକ୍ଷ!-->!-->!-->!-->!-->…
ଆଜି ବିଶ୍ୱ ପରିବାର ଦିବସ
ମେଟ୍ରୋ ଟିଭି ବ୍ୟୁରୋ,୧/୧: ବିଶ୍ୱକୁ ଗୋଟିଏ ପରିବାର ପରି ଗଢି ତେଳିବା ଏହି ବିଶ୍ୱ ପରିବାର ଦିବସର ଭୂମିକା ଗୁରୁତପୂର୍ଣ୍ଣ । ବିଶ୍ୱକୁ ଏକତାର ସକାରାତ୍ମକ ବାର୍ତ୍ତା ସହିତ ନୂଆ ବର୍ଷ ଆରମ୍ବ କରିବା ପାଇ ପ୍ରତିବର୍ଷ ଜାନୁଆରୀ ୧ତାରିଖରେ ପାଳନ କରାଯାଏ ବିଶ୍ୱ ପରିବାର ଦିବସ । ବସୁଧୈବ!-->!-->!-->…
କଫିନ୍ର ଦେଶ ଘାନା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ପାଶ୍ଚାତ୍ୟ ଦେଶରେ ମଣିଷର ମୃତ୍ୟୁ ହେବା ପରେ ତାଙ୍କୁ କଫିନରେ ଭିତରେ ରଖାଯାଏ । ଏହି କଫିନ ସବୁ ଦେଖିଲେ ମନରେ ଭୟ ଆସିଥାଏ । ଭିନ୍ନ ଭିନ୍ନ ପରମ୍ପରା ସହ କଫିନ ମଧ୍ୟ ଭିନ୍ନ ରୂପର ହୋଇଥାଏ । ଯାହାକୁ ଦେଖିଲେ ଅଜବ ଲାଗେ । ଏହି ପରି ଅଜବ କଫିନ ରହିଛି ପଶିଚମ!-->!-->!-->…
ବିବାହ ପୂର୍ବରୁ ଏକାଠି ଦେଖିଲେ ମିଳିବ ଦଣ୍ଡ
ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଦୁନିଆରେ ଅଜବ ଅଜବ ପ୍ରଥା ପରମ୍ପରା ରହିଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଏହି ପରି କିଛି ଅଜବ ନୀତି ରହିଛି ପାକିସ୍ତାନ ସରକାରଙ୍କର । ଯାହା ପାଇ ସେ ଚର୍ଚ୍ଚାର ବିଷୟ ପାଲଟିଛି ।ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ!-->…
ସପ୍ତାଶ୍ଚର୍ଯ୍ୟ ଗିଜା ପିରାମିଡ୍
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ପୃଥିବୀରେ ଥିବା ୭ଟି ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗିଜା ପିରାମିଡ ଅନ୍ୟତମ । ଏହି ପିରାମିଡ ବହୁ ପ୍ରାଚୀନକାଳରୁ ଅକ୍ଷୁର୍ଣ୍ଣ ଅଛି । ଗିଜାର ଗ୍ରେଟ ପିରାମିଡ ଖୁଫୁର ପିରାମିଡ ବା ଚୋପ୍ସର ପିରାମିଡ ଭାବରେ ଜଣାଶୁଣା । ଏହି ପିରାମିଡ ୪ର୍ଥ ରାଜବଂଶର ଇଜିପ୍ଟର ଫାରୋ!-->…
ତାଲିବାନର ନୂଆ ଆଇନ, ପୁରୁଷଙ୍କ ବିନା ବାହାରକୁ ବାହାରି ପାରିବେ ନାହି ମହିଳା
ମେଟ୍ରୋ ଟିଭି ବ୍ୟୁରୋ, ୨୭/୧୨ : ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ କଟକଣା ଲାଗୁ କରାଯାଇଛି। ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ତଥା ଅଧିକାରର ଉଲ୍ଲଂଘନକୁ ନେଇ ବିଶ୍ୱ ଉଦ୍ବେଗ ପ୍ରକାଶ କରୁଛନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ!-->…
ତିନିଟି ହୃତପିଣ୍ଡ ଥିବା ପ୍ରାଣୀ
ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆମ ଏଇ ବିଚିତ୍ର ବ୍ରହ୍ମାଣ୍ଡରେ ଭିନ୍ନଭିନ୍ନ ପ୍ରକାରର ଜୀବ ସବୁ ଦେଖିବାକୁ ମିଳେ । କିଏ କେତେବେଳେ ବିଲୁପ୍ତ ହୁଏ ତ ଆଉ କିଏ ବଂଶ ବିସ୍ତାର କରି ଆଗକୁ ବଢେ । ବିଭିନ୍ନ ପ୍ରାଣୀ,ଜୀବ , ଉଭିଦକୁ ନେଇ ଏ ପୃଥିବୀ ତିଷ୍ଠି ରହିଛି । ଏହି ପରି କିଛି ଅଜବ ପ୍ରାଣୀ!-->…