Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ଉଦ୍ଧାର ହେଉ ନାହାନ୍ତି ଶ୍ରମିକ
ନଅ ଦିନ ହେଲାଣି ଉତ୍ତରକାଶୀରେ ଟନେଲ୍ ତଳେ ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଛି । କେମିତି ଅଛନ୍ତି ଓ ସେମାନଙ୍କର ସୁରକ୍ଷାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି ।ଉଦ୍ଧାର ପାଇଁ ଆହୁରି ୩-୪ ଦିନ ଲାଗିପାରେ । ପାହାଡ଼ ଉପରୁ ଏକ ଭର୍ଟିକାଲ ହୋଲ୍…
ଯୁଦ୍ଧକୁ ୪୧ ଦିନ; ଆତଙ୍କବାଦୀଙ୍କୁ ଦମନ କରୁଛି ଇସ୍ରାଏଲ ସେନା
ଆତଙ୍କବାଦୀଙ୍କୁ ଦମନ କରୁଛି ଇସ୍ରାଏଲ ସେନା । ହମାସ ଆତଙ୍କବାଦୀମାନେ ସ୍କୁଲ, ହସପିଟାଲ, ଧାର୍ମିକ ସ୍ଥଳର କୋଠା ଭିତରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ଦାବି କରିଛି ଇସ୍ରାଏଲ ସେନା । ଏନେଇ ଭିଡିଓ ମଧ୍ୟ ସେୟାର କରୁଛି ଇସ୍ରାଏଲ ସେନା । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ୪୧ ଦିନ…
ଅଲ୍-ଶିଫା ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା
ଗାଜା: ଅଲ୍-ଶିଫା ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା । ହମାସ ଆତଙ୍କବାଦୀମାନେ ହସପିଟାଲ ଭିତରେ ଲୁଚିଥିବାରୁ ଇସ୍ରାଏଲ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଏକ ଅପରେସନ’ ଆରମ୍ଭ କରିଛି । ଆତଙ୍କବାଦୀମାନେ ଏହି ହସପିଟାଲକୁ ହମାସ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିବା ଅଭିଯୋଗ…
ଗାଜା ଉପରୁ ନିୟନ୍ତ୍ରଣ ହରାଇଲା ହମାସ
ଇସ୍ରାଏଲର ପ୍ରବଳ ବୋମାମାଡ଼ ପରେ ଗାଜା ଉପରୁ ନିୟନ୍ତ୍ରଣ ହରାଇଛି ହମାସ ଆତଙ୍କବାଦୀ ସଂଗଠନ। ଏକ ମାସରୁ ଅଧିକ ଦିନ ହେଲା ଚାଲିଛି ଯୁଦ୍ଧ । ଯୁଦ୍ଧରେ ହମାସ ଆତଙ୍କବାଦୀମାନେ ଜୀବନ ବଂଚାଇଆା ପାଇଁ ଗାଜା ଛାଡି ପଳାୟନ କରୁଛନ୍ତି । ହମାସ ଗାଜା ଉପରେ ନିୟନ୍ତ୍ରଣ ହରାଇଛି। ଆତଙ୍କବାଦୀମାନେ…
ହମାସ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ
ହମାସ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ । ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଆବାସିକ ଅଞ୍ଚଳରେ ବୋମାମାଡ଼ କରିବାରୁ ଗତ ୨୪ ଘଣ୍ଟାରେ ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଦକ୍ଷିଣକୁ ପଳାୟନ କରିଛନ୍ତି। ଉତ୍ତର ଗାଜାରେ ଦୈନିକ ୪ ଘଣ୍ଟା ଯୁଦ୍ଧବିରତି ପାଇଁ ଇସ୍ରାଏଲ…
ଇସ୍ରାଏଲ ଉପରେ ବିମାନ ଆକ୍ରମଣ
ତେଲ ଅଭିଭ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ସେପଟେ ଶୁକ୍ରବାର ସନ୍ଧ୍ୟାରେ ଇସ୍ରାଏଲ ଉପରେ ପ୍ରଥମ ଥର ପାଇଁ ଅନ୍ୟ ଦେଶରୁ ବିମାନ ଆକ୍ରମଣ ହୋଇଛି । ଶୁକ୍ରବାର ରାତିରେ ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା। ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା…