Browsing Category

Weather Report

News about state of the atmosphere

ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି,ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ୭୭%

ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି । ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ରହିଛି ୭୭% । ୪୭ ଡିଗ୍ରୀ ପରି ଅନୁଭୂତ ହେଉଛି ଭୁବନେଶ୍ବର ଗରମ । ସାରା ଦେଶରେ ଉତପ୍ତ ସହରଭାବେ ପରିଚିତ ହୋଇଥିବା ସୁବର୍ଣ୍ଣପୁର ବାସୀ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନାହିଁ…

ଓଡ଼ିଶାରେ ମୌସୁମୀ ପ୍ରବେଶକୁ ନେଇ କୌଣସି ପୂର୍ବାନୁମାନ ହୋଇନାହିଁ

ବହୁ ଅପେକ୍ଷା ପରେ ଦେଶରେ ପ୍ରବେଶ କରିଛି ମୌସୁମୀ । ତିନି ଦିନ ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ । ଖୁବ୍‌ଶୀଘ୍ର ତାମିଲନାଡୁ, ପୁଡୁଚେରୀ, କର୍ଣ୍ଣାଟକ, ମହାରାଷ୍ଟ୍ରର କିଛି ଅଂଶରେ ମୌସୁମୀ ବାୟୁ ଛୁଇଁବ । ଉତ୍ତର ଭାରତର କିଛି ଅଞ୍ଚଳରେ ମଧ୍ୟ ମୌସୁମୀ ଛୁଇଁବ ବୋଲି କହିଛନ୍ତି ଆଇଏମ୍‌ଡି…

କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ମୌସୁମୀ ବାୟୁ । ଜୁନ୍ ୪ ତାରିଖରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂ-ଭାଗକୁ କେରଳମ୍ ଠାରେ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ମଧ୍ୟ ସୂଚନା ଦେଇଛନ୍ତି । ବୁଧବାର…

ଏଲ୍ ନିନୋ ପ୍ରଭାବରେ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ –  IMD

ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ଜୁନ୍‌ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ…

୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ ମୌସୁମୀ -ଭାରତୀୟ ପାଣିପାଗ ବିଭାଗ

ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମେ’ ୨୬ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି…

୨ ତାରିଖ ଯାଏ ତାତି କମ୍ ରହିବ ,କିନ୍ତୁ ୩ ତାରିଖଠାରୁ ପୁଣି ତାପମାତ୍ରା ବଢିବ

ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା । ୨ ତାରିଖ ଯାଏ ତାତି କମ୍ ରହିବ। କିନ୍ତୁ ୩ ତାରିଖଠାରୁ ପୁଣି ତାପମାତ୍ରା ବଢିବ। ଏହି ସମୟରେ ତାତି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା…

ତାତିରେ ଲାଗିବ ବ୍ରେକ, ଆଜି ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି

ତାତିରେ ଲାଗିବ ବ୍ରେକ ।  ଆଜି ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି ।  ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ ଏବଂ ଅନୁଗୋଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ…

ଭଦ୍ରକ ଜିଲ୍ଲାର ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ୫ ଟାରୁ ୬ ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର କାଳବୈଶାଖୀ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି। ହଠାତ୍ ଆକାଶ କଳାମେଘରେ ଢାଙ୍କିଯାଇଥିବାବେଳେ ଝଡ଼ର ରୂପ ନେଇ ପ୍ରବଳ ପବନ ସହ ମୁଷଳଧାରା ବର୍ଷା ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ…

ସୁପର ଏଲ-ନିନୋ’ ପ୍ରଭାବରେ ଓଡ଼ିଶାରେ ସ୍ୱାଭାବିକଠୁ କମ୍‌ ବର୍ଷା ସମ୍ଭାବନା ରହିଛି – IMD ଡିଜି ମୃତ୍ୟୁଞ୍ଜୟ…

ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ ଅଞ୍ଚଳ ଏପରିକି ଆମ ଓଡ଼ିଶା ମଧ୍ୟ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ଲୁ’ (Heatwave) କବଳରେ ରହିଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ଜୀବନହନ୍ତା…

ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା , ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା

ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଆଶଙ୍କା । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ବଡ଼ ଅନିଶ୍ଚିତତା ଦେଖାଦେଇଛି । ପୂର୍ବରୁ ମୌସୁମୀ ଶୀଘ୍ର ଆସିବ ବୋଲି ଆକଳନ କରାଯାଉଥିଲେ…