Trending
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
Browsing Category
Weather Report
News about state of the atmosphere
କାଳବୈଶାଖୀ ବର୍ଷାରେ ଧୋଇଗଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ଓଡ଼ିଶାରେ ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା
ରାଜ୍ୟକୁ କାଳବୈଶାଖୀର ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଧୋଇଗଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଓଡ଼ିଶାରେ ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା। ଗତ କିଛି ଦିନ ହେଲା ଓଡ଼ିଶାରେ ଜାରି ରହିଥିବା ଅସହ୍ୟ ଗରମ, ଗୁଳୁଗୁଳି ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଶେଷରେ ମିଳିଛି ବଡ଼ ଆଶ୍ୱସ୍ତି। ରାଜ୍ୟର…
ଛୁଇଁବା ତ ଦୂର କଥା, କେରଳ ଆଖପାଖରେ ମୌସୁମୀର ଚିହ୍ନବର୍ଣ୍ଣ ନାହିଁ
ଚଳିତବର୍ଷ ସୁପର ଏଲ୍-ନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଆରମ୍ଭରୁ ଠକିଛି ମୌସୁମୀ । ମେ’ ୨୬ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । କିନ୍ତୁ, ଛୁଇଁବା ତ ଦୂର କଥା, କେରଳ…
ଆସନ୍ତା ୪ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ,ଶନିବାରଠାରୁ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହୋଇପାରେ…
ତାତି ଅଣାୟତ୍ତ ହେଲାଣି । ନିଆଁ ବର୍ଷୁଛି । ତତଲା ହାୱା ଝାସ ପୋଡ଼ି ପକାଉଛି । ଆସନ୍ତା ୪ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ । କିନ୍ତୁ ୩୦ରୁ ତାତି ସାମାନ୍ୟ କମିପାରେ । ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଶନିବାରଠାରୁ କାଳବୈଶାଖୀ…
ପାଗ ବଦଳୁନି ,ଏ ନିଆଁ ଲାଗି ଗ୍ରୀଷ୍ମ ତାଉରେ ଜନଜୀବନ ଭାଜି ହୋଇଗଲେଣି
ପଶ୍ଚିମ ଓଡ଼ିଶା ଜଳୁଥିଲା, ଜଳୁଛି। ଉପକୂଳ ଓଡ଼ିଶାବାସୀ ସେମିତି ଛଟପଟ ହେଉଛନ୍ତି। ପାଗ ବଦଳୁନି। ଏ ନିଆଁ ଲାଗି ଗ୍ରୀଷ୍ମ ତାଉରେ ଜନଜୀବନ ଭାଜି ହୋଇଗଲେଣି। ଅଂଶୁଘାତ ମୃତ୍ୟୁ ଅଭିଯୋଗ ସଂଖ୍ୟା ବଢ଼ି ୧୮ରେ ପହଞ୍ଚିଛି।
ରବିବାର ୨୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା ।…
ଲ୍-ନିନୋକୁ ନେଇ ବଡ଼ ଅପଡେଟ୍ ଆସିଛି ,ଏଲ-ନିନୋ ବିକଶିତ ହୋଇନି, ନ୍ୟୁଟ୍ରାଲ ସ୍ଥିତିରେ ରହିଛି – ମୃତ୍ୟୁଞ୍ଜୟ…
୧୯୮୨, ୧୯୮୭, ୨୦୦୨ ଏବଂ ୨୦୦୯। ଏଲ୍-ନିନୋ ବର୍ଷରେ ଓଡ଼ିଶା ଭୋଗିଥିଲା ଭୟଙ୍କର ମରୁଡ଼ି । ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଅଭାବ ସହ ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଭାଙ୍ଗି ପଡ଼ିଥିଲା। ୨୦୦୨ ମସିହା ଆଧୁନିକ ଓଡ଼ିଶା ପାଇଁ ସବୁଠାରୁ ଭୟାନକ ମରୁଡ଼ି ବର୍ଷ ଥିଲା। ଜୁଲାଇ ଏବଂ ଅଗଷ୍ଟ ଭଳି…
ଓଡ଼ିଶା ପାଲଟିଛି ନିଆଁ ପିଣ୍ଡୁଳା,୨୮ରୁ ତାତି ସାମାନ୍ୟ କମିପାରେ
ଆହୁରି ୪ ଦିନ ଆକାଶରୁ ବର୍ଷିବ ଅନଳ । ଏହି ନିଆଁ ମାଡ଼ରେ କଲବଲ ହେଲେ ସାରା ଓଡ଼ିଶାବାସୀ । ୨୭ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ଲାଗି ରହିବ । ୨୮ରୁ ତାତି ସାମାନ୍ୟ କମିପାରେ । ଓଡ଼ିଶା ପାଲଟିଛି ନିଆଁ ପିଣ୍ଡୁଳା ।
ଶନିବାର ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ୫ଟି ସହରରେ…
ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି,ଅଂଶୁଘାତ ଯୋଗୁ ୧୬ ମୃତ
ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଅତି ସାଂଘାତିକ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି । ଅତ୍ୟଧିକ ତାପମାତ୍ରା ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁର ଖବର ମଧ୍ୟ ଆସୁଛି। ଶୁକ୍ରବାର…
ଭୀଷଣ ଗରମ ପ୍ରକୋପରୁ ମିଳିବ ଆଶ୍ଵସ୍ତି ,ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ
ଭୀଷଣ ଗରମ ପ୍ରକୋପରୁ ମିଳିବ ଆଶ୍ଵସ୍ତି। ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ପାଗ ବଦଳିବ ଓ ତାପମାତ୍ରା କମିବ। ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ।…
ପାରଦଠୁ ଅଧିକ ଡରାଉଛି ଗୁଳୁଗୁଳି , ତାପମାତ୍ରା ୪୦, କିନ୍ତୁ ଦେହକୁ ଲାଗୁଛି ୫୦ ଡିଗ୍ରୀ
ଖଳନାୟକ ସାଜିଛି ‘ହିଟ୍ ଇଣ୍ଡେକ୍ସ’ । ପାରଦଠୁ ଅଧିକ ଡରାଉଛି ଗୁଳୁଗୁଳି । ତାପମାତ୍ରା ୪୦, କିନ୍ତୁ ଦେହକୁ ଲାଗୁଛି ୫୦ ଡିଗ୍ରୀ । ସକାଳ ସାଢ଼େ ୫ଟାରୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଗତ ୪ ଦିନରେ ସକାଳ ତାପମାତ୍ରା ସର୍ବାଧିକ।…
ଦିଲ୍ଲୀରେ ପ୍ରକୋପ ଦେଖାଉଛି ଗ୍ରୀଷ୍ମ ପ୍ରବାହ: ୪୫ ଡିଗ୍ରୀ ଟପିଲା ତାପମାତ୍ରା
ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥିତି ଅତି ସଂଗୀନ ହୋଇପଡ଼ିଛି। ମଇ ମାସର ଏହି ପ୍ରଚଣ୍ଡ ରୌଦ୍ରତାପ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଦିଲ୍ଲୀର ଅନେକ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୪୫…