Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Weather Report
News about state of the atmosphere
ଓଡ଼ିଶାରେ ନିଧୁର୍ମ ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ,ରାଜ୍ୟରେ ଖରା ପ୍ରକୋପ…
ସରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଖେଳ । ଆସିଗଲା ମୌସୁମୀର ଲେଉଟାଣି ବେଳ । ବିଭିନ୍ନ ରାଜ୍ୟରୁ ବିଦାୟ ନେଇ ସାରିଲାଣି । ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ଏଥର ଓଡ଼ିଶାରେ ନିଧୁର୍ମ ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଦକ୍ଷିଣ-ପଶ୍ଚିମ…
ଆଜି ସରୁଛି ୨୦୨୬ ମୌସୁମୀ ବର୍ଷା ଋତୁ,ବାରମ୍ବାର ବନ୍ୟାର ସାମ୍ନା କରିଛି ଉତ୍ତର ଓଡ଼ିଶା
ଆଜି ସରୁଛି ୨୦୨୬ ମୌସୁମୀ ବର୍ଷା ଋତୁ । ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାରି ମାସର ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଋତୁ । ୨୦୨୬ର ମୌସୁମୀ ଓଡ଼ିଶା ପାଇଁ ଥିଲା ଅସ୍ୱାଭାବିକ ଭାବେ ଅଧିକ ବର୍ଷାର ବର୍ଷ । ଜୁନ୍ ରେ ବଡ଼ ବର୍ଷା ନିଅଣ୍ଟରୁ ଆରମ୍ଭ ହୋଇଥିବା ମୌସୁମୀ ପରବର୍ତ୍ତୀ ସମୟରେ…
ଆସୁଛି ଆଉ ଏକ ଲଘୁଚାପ,ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା…
ପୁଣି ହେବ କି ପ୍ରବଳ ବର୍ଷା ? ଦକ୍ଷିଣ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିକୁ ନେଇ ଏପରି କିଛି ଚର୍ଚ୍ଚା ବଢିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଆଣ୍ଡାମାନ ସାଗର ଓ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବ । ଏହା ପରେ ଏହାର ପରବର୍ତ୍ତୀ ଗତି କୁଆଡ଼େ ରହିବ, ତାହା ଉପରେ…
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା,୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଛତିଶଗଡ଼ରେ ସକ୍ରିୟ ଅବପାତ । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଡିପ୍ରେସନ ରୂପରେ ରହିବ । ପରବର୍ତ୍ତୀ ୧୨ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ରାଜ୍ୟରେ ଏହାର ପ୍ରକୋପ ଜାରି ରହିଛି । ଲାଗି ରହିଛି ତୁହାକୁ ତୁହା ବର୍ଷା । ଉପକୂଳରୁ ଉପାନ୍ତ ଯାଏଁ ସବୁଠି…
ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି,ରବିବାର ଠାରୁ ବର୍ଷା ପ୍ରାୟତଃ କମିବ
ପ୍ରବଳ ବର୍ଷା । ଦକ୍ଷିଣ ଓଡ଼ିଶା ବେହାଲ୍। ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବର୍ଷାର ସର୍ବାଧିକ ପ୍ରକୋପ ଆହୁରି ଦିନଟିଏ ରହିପାରେ। ଶୁକ୍ରବାର (୨୫ ତାରିଖ) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।…
ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ,ମୋଟ ୮ହଜାର ୨୦୫ ଜଣ ପ୍ରଭାବିତ
ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର ୨୦ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୮ହଜାର ୨୦୫ ଜଣ ପ୍ରଭାବିତ…
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ପ୍ରଭାବରେ ଏବେ ସାରା ଓଡ଼ିଶାରେ ବର୍ଷା ଜାରି,ଆସନ୍ତା ୨୪ ଘଣ୍ଟା…
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ପ୍ରଭାବରେ ଏବେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ସମୟରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ।
ବର୍ତ୍ତମାନର ଗଭୀର ଅବପାତଟି କ୍ରମଶଃ…
କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍, ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଛୁଇଁଛି। ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍…
ରାତି ବଢ଼ିବା ସହ ବଢ଼ୁଛି ପାଣିପାଗର ଚିନ୍ତା।,କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା,ଅତି ପ୍ରବଳରୁ…
ରାତି ବଢ଼ିବା ସହ ବଢ଼ୁଛି ପାଣିପାଗର ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିସାରିଥିବା ଏହି ସିଷ୍ଟମ ଆଜି ରାତିରେ କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା…
ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି , ଆଲର୍ଟରେ ମାଲକାନଗିରି ଜିଲ୍ଲା
ବର୍ଷା ପାଇଁ ଆଲର୍ଟରେ ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୨୬ଟି ବନ୍ୟା ଆଶ୍ରୟସ୍ଥଳିକୁ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଇଛି । ସେଠାରେ ଯଥେଷ୍ଟ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର…