Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Uncategorized
ଛାତି ଯନ୍ତ୍ରଣାକୁ ଜମା କରନ୍ତୁନି ଅଣଦେଖା
ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, କାନ୍ଧ ଯନ୍ତ୍ରଣା ଇତ୍ୟାଦି ଅନ୍ତର୍ଭୁକ୍ତ। ହୃଦଘାତର ମୁଖ୍ୟ କାରଣ ହେଉଛି ଧମନୀରେ ଅବରୋଧ। ଏହି କାରଣରୁ, ସଠିକ୍ ପରିମାଣର ରକ୍ତ ହୃଦୟରେ ପହଞ୍ଚେ ନାହିଁ। ଯେତେବେଳେ ହୃଦୟ ଟିସୁରେ ରକ୍ତ ପ୍ରବାହ ଅବରୋଧ ହୁଏ, ଛାତିରେ ଯନ୍ତ୍ରଣା…
ଆଜିର ରାଶିଫଳ
ମେଷ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ।
ବୃଷ: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ପାସୋରି ଆପଣଙ୍କ ଆଡ଼କୁ ବନ୍ଧୁତାର ହାତ…
ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି
ଉତ୍ତରାଖଣ୍ଡ: ଉତ୍ତରକାଶୀର ସିଲକ୍ୟାରା ଟନେଲ ଦୁର୍ଘଟଣାର ଶୁକ୍ରବାର ଥିଲା ଷଷ୍ଠ ଦିନ। ଟନେଲରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। କିନ୍ତୁ ଏହା ଭିତରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଦ୍ୱିତୀୟ ଆଗର୍ ମେଶିନ ସହିତ…
ଆଜିଠୁ ନନ୍ଦନକାନନରେ ରୋପ୍-ୱେର ମଜାନେବେ ପର୍ଯ୍ୟଟକ
ବାରଙ୍ଗ: ୧୩ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିବା ରୋପ୍-ୱେ ସୁବିଧା ଆଜିଠାରୁ ପୁଣି ଆରମ୍ଭ ହୋଇଛି। କାଞ୍ଜିଆ ହ୍ରଦ ଉପରେ ହୋଇଥିବା ଏହି ରୋପ୍ୱେ ଜରିଆରେ ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଯାଇ ଆସିପାରିବେ। ଏହି…
ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ
ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ଆଜି ତାଙ୍କର ଶେଷକୃତ୍ୟ ହେବ । ୭୫ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ । ଜଣେ ପ୍ରମୁଖ…
ଆଜିର ରାଶିଫଳ
ମେଷ: ଆପଣ ବହୁ ଦିନର କଠିନ ପରିଶ୍ରମର ଫଳ ପାଇବେ। ଭଲ ଲୋକଙ୍କ ସଂଗତିରୁ କିଛି ଶିକ୍ଷାଲାଭ କରିବେ। ବଡ଼ ଲୋକଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।
ବୃଷ: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇବେ। ଜୀବନସାଥୀ ଆପଣଙ୍କର ମନପସନ୍ଦ ଜିନିଷ ଆଣିପାରନ୍ତି। ଛାତ୍ରଛାତ୍ରୀ ନିଜର ପାଠପଢ଼ା…
ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳକୁ ରୋକାଯାଇପାରିବ ନାହିଁ
ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଫ୍ରିବିଜ ବାଣ୍ଟିବା ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ ଉଭୟ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ…
ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ
ସାହିତ୍ୟ ଲାଗି ନୋବେଲ ପୁରସ୍କାର ଘୋଷଣା। ସମ୍ମାନଜନକ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ ଓ ନାଟ୍ୟକାର ଜନ ଫୋସେ । ସାହିତ୍ୟରେ ନୂତନତ୍ବର ପ୍ରୟୋଗ, ନାଟକ ଓ ଗଳ୍ପ ସାହିତ୍ୟରେ ଆଧୁନିକତା ଶୈଳୀ ଲାଗି ଫୋସେଙ୍କୁ ମିଳିବ ଏହି ସମ୍ମାନ। ସାହିତ୍ୟ ଜରିଆରେ ଜନସମାଜକୁ ଜାଗ୍ରତ କରିବା…
ଆଜି ମହାପ୍ରଭୁଙ୍କ ବନକଲାଗି
ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବନକଲାଗି ଦେଢ଼ ମାସ ବନ୍ଦ ରହିବା ପରେ ଅନୁଷ୍ଠିତ ହେବ। ଗୁରୁବାର ଆଶ୍ବିନ-କୃଷ୍ଣ ଷଷ୍ଠୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ।…
ସିକିମ୍ରେ ବାଦଲ ଫଟା ବର୍ଷା : ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ
ଗାଙ୍ଗଟକ: ବାଦଲ ଫଟା ବର୍ଷା ପାଇଁ ସିକିମ୍ରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ । ନିଖୋଜ ଯବାନଙ୍କ ସନ୍ଧାନ ନେବା…