Trending
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
Browsing Category
Trends
All trending news will be updated in daily basis
ଭୟଙ୍କର ହେଲାଣି ଋଷ୍ ୟୁକ୍ରେନ୍ର ଯୁଦ୍ଧ ? ଅଧାରୁ ଫେରିଲା ଭାରତୀୟ ବିମାନ
ukraine-declares-no-fly-zone-on-ukraine-border
ସାବଧାନ ! ଆକାଶରେ ଉଡ଼ୁଛି ଏଲିୟନ୍ଙ୍କ, ଭାଇରାଲ ହେଲା ଭିଡିଓ
alien-ufo-flying-over-islamabad-pakistan-viral-video
ଆରମ୍ଭ ହେଲା ଯୁଦ୍ଧ ? ୟୁକ୍ରେନ୍ର ଅବସ୍ଥା ସାଂଘାତିକ!
kyiv-kharkiv-hit-by-missile-strikes-as-putin-sends-troops-into-ukraine
ଥରିଲା ଉତ୍ତରାଖଣ୍ଡ ରିକ୍ଟର ସ୍କେଲରେ ୪.୧ ରେର୍କଡ
ମେଟ୍ରୋ ଟିଭି ଓଡିଶା,୧୨/୨ : ପ୍ରକୃତି ତାର କରାଳ ରୂପକୁ କେତେ ବେଳେ କେଉଁଠି ଦେଖାଏ ତାର ସଠିକ ଉତ୍ତର କହିବା ସମ୍ଭବପର ନୁହେଁ । ସେହିପରି ହୋଇଛି ଉତ୍ତରାଖଣ୍ଡରେ । ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍କା । ରିକ୍ଟର ସ୍କେଲରେ ୪.୧ ତିବ୍ରତା ରେକର୍ଡ ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ!-->!-->!-->…
ଭରଣପୋଷଣ ପାଇଲେ ତପସ୍ୱିନୀ
ମେଟ୍ରୋ ଟିଭି ଓଡିଶା,୧୧/୨ : ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି।
ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍
ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ!-->!-->!-->!-->!-->!-->!-->!-->!-->…
ମାଲ ମିଲେଗା,ପୁଷ୍ପା ଭି ମିଲେଗା ଟ୍ୱିଟ କଲେ ୟୁପି ପୋଲିସ
ମେଟ୍ରୋ ଟିଭି ଓଡିଶା,୮/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ସୁପରହିଟ୍ ହେବା ପରେ କାଠ ତସ୍କରୀ କରୁଥିବା ଚୋର ଏବେ ସାବଧାନ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ, ଏମାନଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ତତ୍ପର ହୋଇପଡିଛି। ଏମିତି ଏକ ଘଟଣା ୟୁପିର ଶାହାରନପୁର!-->!-->!-->…
ଗିରଫ ହେଲା ମୁମ୍ବାଇ ସିରିଜ ବ୍ଳାଷ୍ଟର : କାବୁ କଲା ଭାରତୀୟ ଏଜେନ୍ସି
ମେଟ୍ରୋ ଟିଭି ଓଡିଶା,୬/୨ : ମୁମ୍ବାଇ ସିରିଜ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଗିରଫ । ୨୯ ବର୍ଷ ପରେ ମୋଷ୍ଟ ଓ୍ଵାଣ୍ଟେଡ ଆତଙ୍କବାଦୀ ଅବୁ ବକରକୁ ଦୁବାଇରୁ କାବୁ କରିଛି ଭାରତୀୟ ଏଜେନ୍ସି । ଖୁବଶୀଘ୍ର ଅବୁ ବକର୍କୁ ଟଇଋରୁ ଭାରତ ଅଣାଯିବ । ଅବୁ ବକର୍ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର!-->…
ଚନ୍ଦନ କାଠ ଚୋରି କରି ବନ୍ଧା ହେଲେ ନକଲି ପୁଷ୍ପା
ମେଟ୍ରୋ ଟିଭି ଓଡିଶା,୪/୨ : କର୍ଣ୍ଣାଟକର ଚନ୍ଦନ ଡାକୁ ବିରପାନାଙ୍କ ମୃତ୍ୟୁ ପରେ ଏବେବି ଚନ୍ଦର କାଠ ଚୋରା ଚାଲାଣ ଲାଗିରହିଛି । ଏଭଳି ଏକ ଘଟଣା ପୋଲିସ ନଜରକୁ ଆସିଛି ଜଣେ ନକଲି ପୁଷ୍ପାକୁ ଚନ୍ଦନ କାଠ ଚୋରି କାରବାରରେ ଗିରଫ କରାଯାଇଛି । ଏହି ନକଲ ପୁଷ୍ପା ହେଉଛନ୍ତି ୟାଶିନ ଇନାୟତୁଲ୍ଲା ।!-->…
ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି
ମେଟ୍ରୋ ଟିଭି ଓଡିଶା,୧/୨ : କଟକରେ ଚାଞ୍ଚଲ୍ୟ । ସରକାରୀ କଲେଜ କ୍ୟାମ୍ପସ ପଛ ପଟେ ଥିବା ସରକାରୀ ଚଐଊ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କୁଆଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି!-->…
ଆଜି ଦେଶ ପାଳୁଛି ୪୬ତମ ତଟରକ୍ଷୀ ଦିବସ
ମେଟ୍ରୋ ଟିଭି ଓଡିଶା,୧/୨ : ଦେଶ ମଙ୍ଗଳବାର ପାଳନ କରୁଛି ୪୬ତମ ତଟରକ୍ଷୀ ଦିବସ । ୧୯୭୭ ମସିହା, ଫେବ୍ରୁଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ୱାରା ଔପଚାରିକ ରୂପେ ଏହି ଦିବସ ସ୍ଥାପନା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଏହା ପରିଚାଳିତ ହୁଏ । ୧୯୭୮ରେ!-->…