Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Trends
All trending news will be updated in daily basis
ଟୋକିଓରେ ପ୍ରଧାନମନ୍ତ୍ରୀ,ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ
ଟୋକିଓରେ ପ୍ରଧାନମନ୍ତ୍ରୀ,ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ
ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ
ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ
ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨)
ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ତେବେ ଏହାର ପ୍ରଭାବ ସିଧାସଳଖ!-->!-->!-->…
କେନ୍ଦ୍ର ପରେ ଏହି ରାଜ୍ୟ ମଧ୍ୟ ହ୍ରାସ କଲେ ପେଟ୍ରୋଲ-ଡିଜେଲ ଦାମ୍, ଜାଣନ୍ତୁ କ’ଣ ରହିଛି ନୂଆ ଦର
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ )
କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ହ୍ରାସ କରିବା ପରେ କେରଳ ଏବଂ ରାଜସ୍ଥାନରେ ମଧ୍ୟ ରାଜ୍ୟ ସରକାର ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଛନ୍ତି। ଶନିବାର କେରଳ ସରକାର ରାଜ୍ୟ ପେଟ୍ରୋଲ-ଡିଜେଲ ଦରରେ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ରାଜ୍ୟ ଶୁଳ୍କ!-->!-->!-->…
ଭାରତ ସହ ୪ ଦେଶ ଚୀନ ଉପରେ ଲଗାଇବେ ପ୍ରତିବନ୍ଧକ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ )
ଇଣ୍ଡୋ ପାସିଫିକ୍ ରିଜନରେ ଚୀନର ବଡ଼ ମାତ୍ରାରେ ବେଆଇନ ଭାବରେ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ମିଶି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ୱାଡ ଦେଶ ପ୍ରଶାନ୍ତ ମହସାଗର ଏବଂ ଭାରତ ମହାସାଗରରେ!-->!-->!-->!-->!-->…
ତ୍ରିରଙ୍ଗାକୁ ଅସମ୍ମାନ: ଦିଲ୍ଲୀ ଏୟାରପୋର୍ଟରେ ଜାତୀୟ ପତାକାକୁ ତଳେ ବିଛାଇ ନମାଜ ପଢିଲେ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨)
ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟନନ୍ୟାସନାଲ ଏୟାରପୋର୍ଟ ବା ଆଇଜିଆଇରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ । ଜଣେ ଯୁବକ ତ୍ରିରଙ୍ଗା ପତାକା ଉପରେ ବସି ନମାଜ ପଢ଼ୁଥିବା ଅଭିଯୋଗ ହୋଇଛି । ଆସାମର ଏହି ଯୁବକଙ୍କୁ ତୁରନ୍ତ ଗିରଫ କରିଥିଲା ପୋଲିସ ।ଦିଲ୍ଲୀ!-->!-->!-->!-->!-->…
ଆସାମରେ ବନ୍ୟା:ଟ୍ରେନ୍ଲାଇନ୍ରେ ପଡ଼ି ରହିଛନ୍ତି ୫୦୦ ପରିବାର
ମେଟ୍ରୋ ଟିଭି ଓଡିଶା (୨୧.୫.୨୦୨୨ )
ଆସାମ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ। ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ନିଶ୍ୱ ହୋଇ!-->!-->!-->…
ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ନବୀନ
ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ )
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ନୂଆ ସଦସ୍ୟ ନାଁ ଘୋଷଣା କରାଯାଇଛି । ଏନେଇ ଗତକାଲି ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।
କେନ୍ଦ୍ର ସରକାର!-->!-->!-->!-->!-->!-->!-->…