Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Trends
All trending news will be updated in daily basis
ଫ୍ରାନସର ରାଫେଲ ମିଶନକୁ ଭାରତର ସହାୟତା
ପ୍ରଶାନ୍ତ ମହାସାଗରରେ ଫ୍ରାନସ ସାମରିକ ଅପରେସନ ଆରମ୍ଭ କରିଛି । ତେଣୁ ଏହାର ଏକ ଅଂଶ ଭାବରେ ତାମିଲନାଡୁର ଭାରତୀୟ ବାୟୁସେନା ସୁଲୁର କେନ୍ଦ୍ରରେ 3ଟି ରାଫେଲ ଅବତରଣ କରିଥିଲା । ଭାରତୀୟ ବାୟୁସେନା ଫ୍ରାନ୍ସ ସୈନ୍ୟବାହିନୀକୁ ସମସ୍ତ ପ୍ରକାର ସହାୟତା କରିଥିଲା । ଭାରତୀୟ ବାୟୁସେନା ସହ!-->…
୪୪ତମ ଚେସ ଅଲିମ୍ପିଆଡ ଆୟୋଜନ: ତାମିଲନାଡୁବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ଠାରେ ୪୪ତମ ଚେସ ଅଲିମ୍ପିଆଡରେ କାଂସ୍ୟ ପଦକ ଜିତିଥିବା ଭାରତ ବି ଦଳ (ପୁରୁଷ) ଓ ଭାରତ ଏ ଦଳ (ମହିଳା)କୁ ଶୁଭେଚ୍ଛା ଜଣାଇଛନ୍ତି । ୪୪ତମ ଚେସ ଅଲିମ୍ପିଆଡ ଆୟୋଜନ କରି ବିଶ୍ୱକୁ ସ୍ୱାଗତ କରିବା ନିଜର ଉତ୍କୃଷ୍ଟ ସଂସ୍କୃତି ଓ ଆତିଥେୟତା!-->!-->!-->…
ଭାରତରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା
ସ୍ୱାଧୀନ ଭାରତରେ ବିଲୁପ୍ତ ହୋଇ ଯାଉଥିବା ଏକ ମାତ୍ର ବୃହତ୍ ମାଂସାଶୀ ପ୍ରାଣୀ, ଚିତାର ପୁନରୁଦ୍ଧାର କରିବା ନିମନ୍ତେ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଭାରତରେ କାର୍ଯ୍ୟକ୍ଷମ ଚିତା ଭୂସ୍ଥାନିକ ସଂଖ୍ୟା ଗଣନା (ମେଟାପପୁଲେସନ୍) ପ୍ରତିଷ୍ଠା କରିବ ଯାହା ଚିତାକୁ ଏକ ଶୀର୍ଷ!-->!-->!-->…
ଅମୃତ ମହୋତ୍ସବ ଉପଲକ୍ଷେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ
ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ୨୦୨୧ ମସିହାରୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଆୟୋଜିତ ହେଉଛି । ଏହି କ୍ରମରେ ସମ୍ବଲପୁର ଜିଲା ଭାରତୀୟ!-->…
ତାଇଓ୍ବାନକୁ ନେଇ ଚୀନ ଆମେରିକା ମୁହାଁମୁହିଁ : ଯୁଦ୍ଧ ମୁହାଁ ବିଶ୍ବ
ଚାଇନାର ବିସ୍ତାରବାଦୀ ନୀତିକୁ ଆମେରିକା ପସନ୍ଦ କରୁନାହିଁ । ତାଇଓ୍ବାନକୁ ଜୋର ଜବରଦସ୍ତ ଦଖଲ କରିବାକୁ ଚାଇନା ଚାହୁଁଥିବା ବେଳେ ଆମେରିକା ଏଥିରେ ବଡ଼ ପ୍ରତିବନ୍ଧକ ସାଜିଛି । ଆଉ ଏପରି ସ୍ଥିତିରେ ତାଇଓ୍ବାନ ମଧ୍ୟ ଚୀନର ଧମକକୁ ଖାତିର କରୁନାହିଁ । ତାଇଓ୍ବାନ ଚାହୁଁଛି ତାହାର ସ୍ବାଧୀନତାରେ!-->…
ଭୁବନେଶ୍ୱର ସିଆଇଏସଏଫ୍ ତରଫରୁ ବାଇକରେ ତ୍ରିରଙ୍ଗା ରାଲି
ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ପାଳନ କରୁଛି ଆଜାଦୀ କି ଅମୃତ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସିଆଇଏସଏଫ୍ ୟୁନିଟ୍ ତରଫରୁ ବାଇକରେ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି । ଲୋକମାନଙ୍କୁ ସଚେତନ କରାଇବା ଓ ମନରେ ଦେଶପ୍ରେମ ଜାଗ୍ରତ ଉଦ୍ଦେଶ୍ୟରେ ଏହି ରାଲି!-->…
୭୯ ବର୍ଷରେ ପାଦ ଦେଲେ ସୁର ରାଉତରାୟ
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ 79 ତମ ଜନ୍ମଦିନରେ ଚାରିଆଡୁ ଶୁଭେଚ୍ଛାର ଶୁଆ ଶୁଟିଛି । ସୁରେଶ କୁମାର ରାଉତରାୟଙ୍କ ଜନ୍ମ 1945 ମସହା ସେପ୍ଟେମ୍ବର 11ରେ ହୋଇଥିଲା । ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଟଣୀ!-->…
ପ୍ରଧାନମନ୍ତ୍ରୀଙ୍କ ପାନିପତ ଗସ୍ତ ଆଜି
ଆଜି ହରିୟାଣାର ପାନପତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ୍ ଅଏଲ ପାନିପତ ରିଫାଇନାରୀରେ ୨ଜି ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ । ୯୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏଠାରୁ ପ୍ରତିଦିନ ୧୦୦ କିଲୋଲିଟର ଇଥାନଲ ଉତ୍ପାଦନ ହୋଇପାରିବ ।!-->…
ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ସହଯୋଗୀ ହେବ ଏନଏସଏଫ
ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଏସ୍ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ(ଏନଏସଏଫ) ଇଚ୍ଛା ପ୍ରକାଶ କରିଛି । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଏନଏସଏଫର ନିର୍ଦ୍ଦେଶକ ଡ଼ ସେଥୁରମଣ ପଞ୍ଚନାଥନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ!-->…
ସ୍ୱାଧୀନତା ଦିବସରେ ସ୍କୁଲରେ ଭାଗ ନେବେ ଛାତ୍ରଛାତ୍ରୀ
ସ୍ୱାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ । ସରକାରୀଙ୍କ ମାର୍ଗଦର୍ଶିକା ଅନୁସାରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୭୬ ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ!-->…