Browsing Category

Trends

All trending news will be updated in daily basis

ହ୍ୟାରି ପୋଟର୍ ଲେଖିକା ରୋଲିଂଙ୍କୁ ହତ୍ୟା ଧମକ

ଆମେରିକାରେ ଲେଖକ ସଲମାନ ରୁଶଦିଙ୍କୁ ଆକ୍ରମଣ ପରେ ଏବେ ଟାର୍ଗେଟ୍‌ରେ ଲୋକପ୍ରିୟ ବହି ହ୍ୟାରି ପୋଟର୍‌ର ଲେଖିକା ଜେକେ ରୋଲିଂଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଖୋଦ୍‌ ଟ୍ୱିଟ୍‌ କରି ରୋଲିଂ ସୂଚନା ଦେଇଛନ୍ତି। https://twitter.com/jk_rowling/status/1558438465284481024

ପରଲୋକରେ ରାକେଶ ଝୁନ୍‌ଝୁନ୍‌ବାଲା

୬୨ ବର୍ଷ ବୟସରେ ଶେଆର ମାର୍କେଟ୍‌ର ବିଗ୍‌ବୁଲ୍‌ କୁହାଯାଉଥିବା ରାକେଶ ଝୁନ୍‌ଝୁନ୍‌ବାଲାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କ ଦେହାନ୍ତ ହୋଇଥିବା ବେଳେ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମୃତ୍ୟୁରେ ଶୋକ

ତ୍ରିରଙ୍ଗା ସହ ଫଟୋ ସେୟାର କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା ଅଭିଯାନକୁ ମିଳିଥିବା ବିପୁଳ ଜନ ସମର୍ଥନକୁ ନେଇ ଖୁସି ଏବଂ ଗର୍ବ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ରେକର୍ଡ ଅଂଶଗ୍ରହଣ ଦେଖୁଛୁ । ଶ୍ରୀ ମୋଦୀ ନାଗରିକମାନଙ୍କୁ

ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଇତିହାସ ରଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରୀଡାରେ କୃତ୍ବିତ୍ବ ହାସଲ କରିଥିବା ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ

ହୀରାକୁଦର 20 ଗେଟ ଖୋଲିଲା: ପ୍ରବଳ ବର୍ଷା ସଂଭାବନା

ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ସାରା ରାଜ୍ୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ ସତର୍କ ରହିବା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ବିଭିନ୍ନ ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଭୁବନେଶ୍ୱର ରେଳ ଷ୍ଟେସନରେ ବିଭାଜନ ବିଭୀଷିକାର ସ୍ମରଣ ଦିବସରେ ଏକ ପ୍ରଦର୍ଶନୀ ଆୟୋଜିତ ହେବ

ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ 14 ଅଗଷ୍ଟ 2022 ରେ ଦେଶ ବିଭାଜନ ସମୟର ବିଭୀଷିକା (ଭୟ) ସ୍ମରଣ ଦିବସ ପାଳନ କରୁଛି । ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ "ବିଭାଜନ ବିଭୀଷିକା (ଭୟ) ସ୍ମରଣ ଦିବସ " ପାଳନ

ସୈନିକଙ୍କ ଗୌରବାର୍ଥେ ସୁପର ୨୫ ପ୍ରତିଯୋଗିତାକୁ ସେନା ସୁପର ୨୫ରେ ନାମକରଣ କରିବା ପାଇଁ ପରାମର୍ଶ

ଭାରତ ଉପରେ ବିଶ୍ୱ ଅନେକ ଅପେକ୍ଷା ରଖିଛି । ତେଣୁ ଯୁବଶକ୍ତି ନିଜ ଅଧିକାର ବିଷୟରେ ସଚେତନ ହେବା ବେଳେ ଏହି ବିଷୟକୁ ହୃଦୟଙ୍ଗମ କରନ୍ତୁ । ଦେଶ ପ୍ରତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝିବା ସହ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଛନ୍ତି

ମୟୂରଭଂଜରେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ୬୮୫ କୋଟି ଟଙ୍କା

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି । https://twitter.com/Naveen_Odisha/status/1557969691431571456 ୬୮୫ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମି

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ଭର୍ଚ୍ୟୁଆଲ ବୈଠକରେ କଥା ହେଲେ ପ୍ରଧାନମନ୍ତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି । ମୋଦି ଜୋ ବାଇଡେନଙ୍କୁ କହିଛନ୍ତି ‘ଗତବର୍ଷ ସେପ୍ଟେମ୍ବରରେ ମୋର ୱାଶିଂଟନ ଗସ୍ତ ବେଳେ ଆପଣ କହିଥିଲେ ଯେ, ଭାରତ-ଆମେରିକା ଭାଗିଦାରୀ ବହୁ ବୈଶିକ ସମସ୍ୟା ସମାଧାନରେ ସହଯୋଗ କରିପାରିବ ।

ଅବସର ନେବେ ସୁରେଶ ମହାପାତ୍ର, ପୁଣି ବଢ଼ିବ କି କାର୍ଯ୍ୟକାଳ?

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୩୧ ତାରିଖରେ ସରୁଛି । ୨୦୨୨ ଫେବୃଆରୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଅଗଷ୍ଟ ୩୧ରେ ସେ ଅବସର ନେବେ । ପୁଣି ଥରେ