Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Trends
All trending news will be updated in daily basis
ଏରୋ ଇଣ୍ଡିଆ ୨୦୨୩
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟେଲାହାନକାର ବାୟୁସେନା ଷ୍ଟେସନରେ ଏରୋ ଇଣ୍ଡିଆ ୨୦୨୩ ର ୧୪ ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ…
ରିଲିଫ୍ ସାମଗ୍ରୀ ନେଇ ଉଡ଼ିଲା ଭାରତର ୭ମ ପ୍ଲେନ୍
ନୂଆଦିଲ୍ଲୀ: ଭୂକମ୍ପ ପରେ ଦିନ ଗଡ଼ିବା ସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିରାଟ ବିରାଟ ବିଲ୍ଡିଂରୁ ଯେତିକି ଯେତିକି ଧ୍ବଂସାବଶେଷ ସଫା କରାଯାଉଛି, ସେମିତି ସେମିତି ଛାତିଥରା ଦୃଶ୍ୟ ପଦାକୁ ଆସୁଛି । କେବଳ ଭୂକମ୍ପ ନୁହେଁ, ତୁର୍କୀ ଓ ସିରିଆରେ ପ୍ରକୃତି ବି ଦାଉ ସାଧିଛି । ଉଭୟ ଦେଶର…
ତୁର୍କୀ ଭୂମିକମ୍ପ: ୫୬୮ ମୃତ
ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୫୬୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। କାରଣ ଲୋକେ ଶୋଇଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଛି । ମାଲାତିୟା ପ୍ରଦେଶରେ ଅନ୍ୟୂନ ୧୩୦ଟି କୋଠାଘର…
ଲୋକ ସେବା ପ୍ରସାରଣର ଉତ୍ତରଦାୟିତ୍ୱ ଉପରେ ମାର୍ଗଦର୍ଶିକା
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ । ଭାରତରେ କାର୍ଯ୍ୟ…
ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ
ଆଶାରାମ ବାପୁଙ୍କ ବିରୋଧରେ ଦଣ୍ଡ ଘୋଷଣା କୋର୍ଟ । ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା । ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ ।…
ବୟକଟକୁ ନେଇ ଚିନ୍ତାରେ ଶାହରୁଖ
ଚିନ୍ତାରେ ପଠାନ ଫିଲ୍ମର ହିରୋ ଶାହରୁଖ ଖାନ । ତେବେ ତାଙ୍କ ଫିଲ୍ମ ଭଲ ଚାଲିବ କିଛି ଲୋକ କହୁଥିବା ବେଳେ କିଛି ଲୋକ କହୁଛନ୍ତି ଚାଲିବନି । ଗୋଟିଏ ପଟେ କରୋନା ଯୋଗୁ ଫିଲ୍ମ ରିଲିଜ ହୋଇପାରୁନଥିଲା । ତାଙ୍କ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଚାରିଆଡେ ବୟକଟ କରାଯାଉଥିବାରୁ…
ଓସ୍ଡମା କୁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ପାଇଁ ଚୟନ କରାଯାଇଛି
ନୂଆଦିଲ୍ଲୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର-୨୦୨୩ ଘୋଷଣା କରାଯାଇଛି। ବିପର୍ଯ୍ୟୟ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂସ୍ଥାଗତ ବର୍ଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ…
ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ସାହାସକୁ ସଲାମ
ଆଜି ମହାନ ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ସିପାହୀ ବିଦ୍ରୋହ ପୂର୍ବରୁ ଇଂରେଜମାନଙ୍କୁ ପାଣି ପିଆଇ ଦେଇଥିଲେ ବୀର ସୁରେନ୍ଦ୍ର ସାଏ । ୨୩ ଜାନୁଆରୀ ୧୮୦୯ ମସିହାରେ ଜନ୍ମ ହୋଇଥିଲେ ବୀର ସୁରେନ୍ଦ୍ର ସାଏ । ସେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ…
ପଟିଆ ନାବାଳିକା ଦୁଷ୍କର୍ମ: ଗୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କଲା କଂଗ୍ରେସ
ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଅପରାଧ ବଢ଼ିବାରେ ଲାଗିଛି । ହତ୍ୟା, ଦୁଷ୍କର୍ମ , ଲୁଟ ବଢ଼ିଚାଲିଥିବା ବେଳେ ସାଧାରଣ ଜନତା କଷ୍ଟ ପାଉଛନ୍ତି । ପ୍ରତି ଦିନ ରାଜଧାନୀରେ ଅପରାଧିକ ରାହାଜାନି ଚାଲିଛି । ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ଥିବାବେଳେ ପଟିଆ ଅଂଚଳରେ ଦୁଇଜଣ…
ହକି ବିଶ୍ବକପ୍: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର
ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍ରେ ସ୍ପେନକୁ ହରାଇଥିଲା ବେଳେ ଆଜି ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ସହ ମ୍ୟାଚ ଡ୍ର ରଖିଛି। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ୍ ଦେଇପାରି ନାହାନ୍ତି। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।ଆଜି ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ…