Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Technology
All technology related news will be uploaded in this
ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କଲେ BSNL , ଜାଣନ୍ତୁ କଣ
BSNL ତାର ୟୁଜର୍ସମାନଙ୍କୁ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି, ଅର୍ଥାତ୍ ୫ ମାସର ପ୍ଲାନ ଦେଇଛି । ଯାହା ଅନଲିମିଟେଡ୍ କଲିଂ ଏବଂ 2GB ଦୈନିକ ଡାଟା ସମେତ ଅନେକ ଦମଦାର ବେନିଫିଟ୍ସ ପ୍ରଦାନ କରେ । ନିକଟରେ BSNL ଏହି ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି । କମ୍ପାନୀ ଏହାର ଅଫିସିଆଲ୍ X…
ଆସିଲା ୮ ଲକ୍ଷ ଟଙ୍କାର ‘ଆଇଫୋନ୍ ୧୭ ପ୍ରୋ’,ଯେଉଁଥିରେ ଆପଲ୍ର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ…
ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ 'ଆପଲ୍' (Apple) ୨୦୨୬ ମସିହାରେ ନିଜ ପ୍ରତିଷ୍ଠାର ୫୦ତମ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଐତିହାସିକ ଅବସରକୁ ଅତି ସ୍ମରଣୀୟ କରିବା ପାଇଁ ବିଳାସପୂର୍ଣ୍ଣ ସ୍ମାର୍ଟଫୋନ୍ ନିର୍ମାତା 'କ୍ୟାଭିଆର୍' (Caviar) ବଜାରକୁ ଆଣିଛି ଏକ ସ୍ୱତନ୍ତ୍ର ଲିମିଟେଡ୍…
ସୋସିଆଲ ମିଡିଆ ପାଇଁ ଲାଗୁ ହେବ କେଓ୍ବାଇସି
ଆଜିର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। କିନ୍ତୁ ଏହା ସହିତ ଜଡିତ ସମସ୍ୟା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଏକ…
ୟୁଜର୍ସଙ୍କୁ ତୁରନ୍ତ ବ୍ରାଉଜର ଅପଡେଟ କରିବାକୁ ପରାମର୍ଶ ଦେଲେ କ୍ରୋମ ୟୁଜର୍ସ
କ୍ରୋମ ୟୁଜର୍ସଙ୍କ ପାଇଁ ଚେତାବନୀ । ଯଥାଶୀଘ୍ର କରିନିଅନ୍ତୁ ଆପ୍ ଅପଡେଟ। ରବିବାର ଦୁନିଆର ସବୁଠୁ ଲୋକପ୍ରିୟ ଓ୍ବେବ ବ୍ରାଉଜର ମଧ୍ୟରୁ ଗୋଟିଏ ଗୁଗଲ କ୍ରୋମ ସୁରକ୍ଷା ସହ ଜଡ଼ିତ ଏକ ବଡ଼ ଚେତାବନୀ ଜାରି କରିଛି। ଗୁଗଲ ପକ୍ଷରୁ କୁହାଯାଇଛି ଯେ, କ୍ରୋମରେ ଦୁଇ ବିପଜ୍ଜନକ Zero- Day ବଗ୍…
ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
ଆଜିର ଡିଜିଟାଲ ଦୁନିଆରେ ମୋବାଇଲ ଏକ ଅତ୍ୟାବଶ୍ୟକ ସେବାରେ ପରିଣତ ହୋଇଥିଲେ ମଧ୍ୟ ରାଜ୍ୟରେ ଏଭଳି ଅନେକ ଗାଁ ରହିଛି, ଯେଉଁଠାରେ ମୋବାଇଲ୍ ସେବା ସ୍ବପ୍ନ ହୋଇରହିଛି। ଟେଲିକମ୍ ବିଭାଗ ତଥ୍ୟ ଅନୁସାରେ ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚିପାରିନାହିଁ। ଅପହଞ୍ଚ…
ଏଣିକି QR କୋଡ୍ ସ୍କାନ କରି ATMରୁ ଟଙ୍କା ଉଠାଇପାରିବେ
ଆଜିର ଡିଜିଟାଲ୍ ଯୁଗରେ ବ୍ୟାଙ୍କିଂ ସିଷ୍ଟମ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଏବେ ଆପଣ ATM କାର୍ଡ ବିନା ବି ATM ମେସିନରୁ ଟଙ୍କା ଉଠାଇପାରିବେ । ହଁ ଆଜ୍ଞା ଆପଣଙ୍କ ଫୋନ୍ ବ୍ୟବହାର କରି ଆପଣ ଟଙ୍କା ଉଠାଇ ପାରିବେ । ଏହା ଅନଲାଇନ୍ ପେମେଣ୍ଟ କରିବା ପରି ସହଜ । ଯଦି ଆପଣଙ୍କ ଫୋନ୍ରେ UPI…
ୟୁଜର୍ସଙ୍କ ସୁବିଧାକୁ ନଜରରେ ରଖି ଏହି ଟେଲିକମ୍ କମ୍ପାନୀ ଆଣିଲେ ଧମାକେଦାର ଅଫର
ଭାରତରେ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ୟୁଜର୍ସମାନେ ସିନେମା ହଲ୍ କିମ୍ବା ଟିଭି ଉପରେ ନିର୍ଭରଶୀଳ ନୁହଁନ୍ତି । ବିଭିନ୍ନ ଭାଷାରେ ଥିବା କଣ୍ଟେଣ୍ଟକୁ ଯେକୌଣସି ସମୟରେ ମୋବାଇଲ୍ ଫୋନ୍ରେ ଦେଖି ପାରୁଛନ୍ତି ୟୁଜର୍ସ । ତେଣୁ ୟୁଜର୍ସଙ୍କ…
ଆଜି ଭାରତରେ Infinix Note Edge 50 ସ୍ମାର୍ଟଫୋନର ପ୍ରଥମ ଅନଲାଇନ୍ ସେଲ୍ ଆରମ୍ଭ
ଆଜି ଭାରତରେ ଏକ ଦମଦାର୍ ସ୍ମାର୍ଟଫୋନର ପ୍ରଥମ ଅନଲାଇନ୍ ସେଲ୍ ଆରମ୍ଭ ହୋଇଛି । ଏହି ସ୍ମାର୍ଟଫୋରେ ରହିଛି ବଢ଼ିଆ ଫିଚର୍ସ । ଏହାକୁ ହାତରେ ଧରିଲେ ବହୁତ୍ ସ୍ଲିମ୍ ଲାଗିଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଦମଦାର୍ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
୧୮ ଫେବୃଆରୀ ୨୦୨୬ରେ ଲଞ୍ଚ…
YouTube ସର୍ଭର ଡାଉନ୍
ଅଚାନକ୍ ଠପ୍ ହୋଇଛି YouTube ସର୍ଭିସ୍ । କୋଟି କୋଟି ୟୁଜର ଏହାର ରିପୋର୍ଟ ବି କରିଛନ୍ତି । ଭାରତ ସମେତ ଦୁନିଆର ଅନେକ ଦେଶରେ YouTube ସର୍ଭର ଡାଉନ୍ ରହିଛି । ଆଜି ସକାଳୁ ୟୁଜର YouTube ଭିଜିଟ୍ କଲେ ସ୍କ୍ରିନରେ something went wrong ର ମେସେଜ୍ ନଜର ଆସିଲା । ଆମେରିକାରେ ୩ ଲକ୍ଷରୁ…
ପ୍ରିପେଡ୍ ରିଚାର୍ଜ ପ୍ଲାନର ପ୍ରାଇସକୁ ବଢାଇଲା Airtel
ଭାରତରେ Airtel ଏକ ପ୍ରିପେଡ୍ ରିଚାର୍ଜ ପ୍ଲାନର ପ୍ରାଇସକୁ ବଢାଇଦେଇଛି । ପୂର୍ବରୁ ଏହି ରିଚାର୍ଜ ପ୍ଲାନର ପ୍ରାଇସ୍ ୪ ହଜାର ଟଙ୍କା ଥିଲା । ବର୍ତ୍ତମାନ କିନ୍ତୁ ଏହାର ପ୍ରାଇସକୁ ବଢାଇ ୪୯୯୯ଟଙ୍କା କରିଛି । ଏହା ଏକ ଇଣ୍ଟନ୍ୟାନାଲ ପ୍ୟାକ୍ । ଟେଲିକମଟକ୍ ୱେବସାଇଟ୍ ଅନୁଯାୟୀ, ନୂଆ ପ୍ରାଇସ୍…