Browsing Category

Odisha

All about all odisha state news updates

ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର

ମେଟ୍ରୋ ଟିଭି ଓଡିଶା,୪/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସେ ସେତେବେଳେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳେ । ଆମ କହୁଛୁ ଜଗତସିଂହ ପୁରର ଢ଼ିଙ୍କିୟା ଓ ଗଡ଼କୁଜଙ୍ଗ ପଂଚାୟତ କଥା. ସେଠାରେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳୁନି । ଗଡ଼କୁଜଙ୍ଗ ପଞ୍ଚାୟତ…

ନିର୍ବାଚନ ଲଢିବେ ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରସାଦ

ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ । ପଞ୍ଚାୟତ ନିର୍ବାଚନ ରେ ଏଥର ଲଢ଼ିବେ ଯୁବ ସମାଜସେବୀ. ଆମେ କହୁଛୁ ଫତେପୁର ପଞ୍ଚାୟତ ପୁଅ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ଙ୍କର କଥା ପେସାରେ ବ୍ୟବସାୟୀ ନିଶା ତାଙ୍କର ସମାଜସେବା । ପଞ୍ଚାୟତ ର ବହୁ ଉର୍ନତି ମୂଳକ…

କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ ଜୋରଦାର ,ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ହଜାର ୬ ସହ ଭୋଟର

ମେଟ୍ରୋ ଟିଭି ଓଡିଶା,୪/୨ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ପଞ୍ଚାୟତରେ ୧୭ଟି ୱାର୍ଡ ଓ ୪,୬୦୦ ଭୋଟର ମାନେ ନିର୍ଦ୍ଧାରଣ କରିବେ ୩ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ଭାଗ୍ୟ କାହାକୁ ବାଛିବେ ସରପଞ୍ଚ ,କାହା ମୁଣ୍ଡରେ ପିନ୍ଧାଉଛନ୍ତି ସରପଞ୍ଚ ମୁକୁଟ ଏହାକୁ ନେଇ ମେଟ୍ରୋ ଟିଭି ରେ…

ଯୈାତୁକ ପାଇଁ ହତ୍ୟା ଅଭିଯୋଗ

ମେଟ୍ରୋ ଟିଭି ଓଡିଶା,୪/୨ : ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ।ମହିଳାଙ୍କୁ ବାପଘରୁ ଅଧିକ ଯୌତୁକ ଦାବିରେ ହତ୍ୟା କରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରି ସ୍ୱାମୀ ଥାନାରେ ଅଟକ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ…

ନୂଆ ରୂପରେ ମୋ ସାଇକେଲ

ମେଟ୍ରୋ ଟିଭି ଓଡିଶା,୫/୨ : ରାସ୍ତାକୁ ପୁଣି ଓହ୍ଲାଇଲା ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ । ପବନ ବେଗରେ ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଚାଲିବ ମୋ ସାଇକେଲ । ଅତି କମ ଖର୍ଚ୍ଚରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପୁଣି ପହଂଚାଇବ ସ୍ମାର୍ଟ ସାଇକେଲ । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ…

ମୋ ଗାଈ ମୋତେ ଫେରାଇ ଦିଅ

ମେଟ୍ରୋ ଟିଭି ଓଡିଶା,୪/୨ : ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଜଣେ ନିରାଶ୍ରହ ମହିଳା । କହିଛନ୍ତି ମୋ ଗାଈକୁ ମୋତେ ଫେରାଇ ଦିଅ । ସୋନପୁର ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇଯାଇ ବୃଦ୍ଧା ଜଣଙ୍କ ହାତଯୋଡି ନିବେଦନ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର…

ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା

ମେଟ୍ରୋ ଟିଭି ଓଡିଶା,୪/୨ : ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ଘଡଘଡି ସହ କୁଆପଥର ବର୍ଷାବେହବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ରାଜଧାନୀରେ ସକାଳେ କୋହଲା ପାଗ ସାଙ୍ଗକୁ ପବନ ମଧ୍ୟ ବହୁଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହେଲାଣି ।…

ଓଡିଶାକୁ ମୋଦିଙ୍କ ରେଳ ଅନୁଦାନ

ମେଟ୍ରୋ ଟିଭି ଓଡିଶା,୩/୨ : ଓଡ଼ିଶାକୁ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ…

ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ

ମେଟ୍ରୋ ଟିଭି ଓଡିଶା,୩/୨ : ଦିନକୁ ଦିନ ପଚାଂୟତ ନିର୍ବାଚନ ପାଇଁ ବଢିଚାଲିଛି ଲୋକଙ୍କ ମଧ୍ୟରେ ଆଗ୍ରହ । ଏଭଳି ସ୍ଥଳେ ଢେଙ୍କାନାଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୂଚନା ଅନୁସାରେ ନୁଆଗାଁ ପଚାଂୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା…

ଓଡିଆ ଅର୍ନିଥୋଲୋଜିଷ୍ଟ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ୮୬ ବର୍ଷ ବୟସରେ ଦେହାନ୍ତ

ମେଟ୍ରୋ ଟିଭି ଓଡିଶା,୩/୨ : ବିଶିଷ୍ଟ ଅର୍ନିଥୋଲୋଜିଷ୍ଟ, ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ବୁଧବାର ହୃଦଘାତ ପରେ ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା । ଦେବ ବୁଧବାର ରାତିରେ ହୃଦଘାତରେ ପୀଡିତ ଥିବା ଅଭିଯୋଗ କରି ତାଙ୍କୁ SUM ଡାକ୍ତରଖାନାରେ ଭର୍ତ୍ତି…