Browsing Category

Odisha

All about all odisha state news updates

ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ମେଟ୍ରୋ ଟିଭି ଓଡିଶା,୧୨/୨ : ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ସେ ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଅବସରରେ ସମୀକ୍ଷା ବୈଠକ । ସୂଚନା ଅନୁଯାୟୀ, ମହାମହିମ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ…

ପୁଅ ହେଲା ପର

ମେଟ୍ରୋ ଟିଭି ଓଡିଶା,୧୧/୨ : ହୀରାକୁଦର ହିଣ୍ଡାଲକୋ ଅଫିସର କଲୋନୀରେ ଦୀର୍ଘ ବର୍ଷ ଧରି ରହିଥିବା ଜଣେ ଅମାୟିକ,ସରଳ ଓ ଧର୍ମ ପରାୟଣା ବୃଦ୍ଧା ଶ୍ରୀମତି ସାହୁଙ୍କର ୮୦ ବର୍ଷ ବୟସରେ ବୁଧବାର ଗୋଧୂଳି ବେଳାରେ ପରଲୋକ ହୋଇଯାଇଛି । ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ…

ନିର୍ବାଚନ ପ୍ରଚାରରେ ସାମିଲ ହେଲେ ବିଦେଶୀ ବୋହୂ

ମେଟ୍ରୋ ଟିଭି ଓଡିଶା,୧୧/୨ : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱି ପ୍ରାର୍ଥୀମାନଙ୍କର ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । କିଏ ଦୀର୍ଘଦିନ ଧରି ପଞ୍ଚାୟତରେ ରହିଥିବା ଅନେକ ସମସ୍ୟାର…

କେନ୍ଦ୍ରାପଡାରେ ନିର୍ବାଚନୀ ପ୍ରଚାର ଜୋରଦାର

ମେଟ୍ରୋ ଟିଭି ଓଡିଶା,୧୧/୨ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ବିଜେଡି ର ଜିଲ୍ଲା ପରିଷଦ ପ୍ରାଥି ଅପୁ ପରିଡା ନିଜର ଦଳୀୟ ସମର୍ଥନ ମାନଙ୍କୁ ଧରି ଜମ୍ଭୁ ଫେରିଘାଟ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା କରି ଥିଲେ । ଶକ୍ତି ପ୍ରଦର୍ଶନ କଳା…

ମାତିଛନ୍ତି ସାଇବର ଠକ

ମେଟ୍ରୋ ଟିଭି ଓଡିଶା,୧୧/୨ : ଗାଁ ଗଣ୍ଡାର ଗରିବ ମଣିଷ ଟିଏ ଅକ୍ଲାନ୍ତ ପରିଶ୍ରମ କରି ଯାହା ଅର୍ଥ ଉର୍ପାଜନ କରେ ସେଥିରେ ଅଭାବୀ ପରିବାର ର ତେଲ ଲୁଣ ସଂସାର ଚଳାଇ ଯାହା କିଛି ଅର୍ଥ ବଳିପଡ଼େ ତାହାକୁ ଭବିଷ୍ୟତ ପାଇଁ ବ୍ୟାଙ୍କ ରେ ଏକ ଜମା ଖାତା ଖୋଲି ଜାମା କରେ, ଯଦି ଜମା ଖାତା ରେ ହଠାତ…

ଭରଣପୋଷଣ ପାଇଲେ ତପସ୍ୱିନୀ

ମେଟ୍ରୋ ଟିଭି ଓଡିଶା,୧୧/୨ : ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତପସ୍ୱିନୀଙ୍କ ଭରଣପୋଷଣ ବାବଦକୁ ୧୭ହଜାର ଟଙ୍କା ଦେଇଛନ୍ତି। ତପସ୍ୱିନୀଙ୍କୁ ୧୭ହଜାର ଟଙ୍କା ଦେଲେ ସୁମିତ୍‌ ଗତକାଲି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ…

ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରସଙ୍ଗ

ମେଟ୍ରୋ ଟିଭି ଓଡିଶା,୧୦/୨ : ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରଦାନ ଓ ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ବନ୍ଦ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଓ ଜଷ୍ଟିସ ଆର କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଚିଲିକା…

ରାଜଧାନୀର କାନ୍ଥ କହୁଛି କଥା

ମେଟ୍ରୋ ଟିଭି ଓଡିଶା,୧୦/୨ : ସ୍ମାର୍ଟସିଟି ଭାବେ ପରିଚିତ ଭୁବନେଶ୍ୱର । ସବୁ ସ୍ମାଟ୍ ଦେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ବିଭିନ୍ନ ପ୍ରକାରର ଉଦ୍ୟମ । ଏବେ ପାରମ୍ପାରିକ ଓ ଆଧୁନିକ ଚିତ୍ରରେ ସଜେଇ ହୋଇସାରିଛି ଭୁବନେଶ୍ୱର । କାନ୍ଥରେ କରାଯାଇଛି ଭଳିକି ଭଳି…

ନିର୍ବାଚନ ଲଢୁଛନ୍ତି ଦିବ୍ୟାଙ୍ଗ ପ୍ରତାପ ଚନ୍ଦ୍ର

ମେଟ୍ରୋ ଟିଭି ଓଡିଶା,୯/୨ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଗାଁ ଦାଣ୍ଡ ପ୍ରଚାର ସରଗରମ ଦେଖିବାକୁ ମିଳୁଛି । ବିଭିନ୍ନ ଦଳ ର ସମର୍ଥନ, ସରପଞ୍ଚ ଓ ନୋମିନି ପ୍ରାଥୀ ଘର କୁ ଘର ଯାଇଁ ଭୋଟ ମାଗୁଛନ୍ତି । ଆମେ କହଚୁ ନୂଆଗଡ ପଂଚାୟତ କଥା , ତିନି ସରପଞ୍ଚ ପାର୍ଥୀ…

ରାଜଧାନୀର ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହେଲା ରଜା ଝିଅ ବାହାଘର

ମେଟ୍ରୋ ଟିଭି ଓଡିଶା,୯/୨ : ସରିଲା ରଜା ଝିଅ ବାହାଘର । ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ଗଜପତିଙ୍କ ଝିଅ। ରାଜଧାନୀର ଏକ ପ୍ରତିଷ୍ଠିତ ହୋଟେଲରେ ସମ୍ପନ୍ନ ହୋଇଛି ରାଜକୀୟ ବାହାଘର। ରାଜାଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ…