Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Odisha
All about all odisha state news updates
ଆଜି ପୁରୀ ଗଜପତିଙ୍କ ଝିଅ ବାହାଘର
pic credit-odisha news in english
ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ରାଜା ଝିଅ ବାହାଘର । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନଝିଅ ରାଜକୁମାରୀ ଦେବେଶୀ ଦେବୀଙ୍କ ବାହାଘର । ଭୁବନେଶ୍ୱରର ଏକ ଷ୍ଟାର ହୋଟେଲରେ ରାଜକୀୟ ରୀତିନୀତିରେ ବାହାଘର ହେବ । ବର୍ଦ୍ଧମାନ ରାଜାଙ୍କ!-->!-->!-->…
କଟକରେ ଉଦ୍ଘାଟନ ହେଲା ଆମ ସାହି ଲାଇବ୍ରେରୀ
ମେଟ୍ରୋ ଟିଭି ଓଡିଶା,୯/୨ : କମିଶନରେଟ ପୋଲିସ ପକ୍ଷରୁ କଟକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଆମ ସାହି ଲାଇବ୍ରେରି । ପୋଲିସ କମିଶନର ଏହି ଉଦ୍ଘାଟନୀ ଉତ୍ସବ ରେ ଯୋଗଦେଇ ଏହି ଲାଇବ୍ରେରୀ କୁ ଉଦ୍ଘାଟନୀ କରିଥିଲେ।
ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ଓ ଶିକ୍ଷାର ବ୍ୟାପକତା!-->!-->!-->!-->!-->!-->!-->…
ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ବେଶ
ମେଟ୍ରୋ ଟିଭି ଓଡିଶା,୯/୨ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ଓ ଶ୍ରୀମୁଖ ସିଂହାର ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ ।
ସୂଚନା!-->!-->!-->!-->!-->!-->!-->…
ରାଜଧାନୀ ଛାତି ଉପରେ ପାରା ମାନଙ୍କ ଆସର : ବାଟୋଇଟିଏ ଗଲାବେଳେ ଅଟକିବାକୁ ବାଧ୍ୟ ହୁଏ
ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି!-->!-->!-->…
ରାଜ୍ୟରେ କାଲିଠୁ ପୁଣି ବର୍ଷା , କମି ପାରେ ଶୀତ
ମେଟ୍ରୋ ଟିଭି ଓଡିଶା,୮/୨ : ରାଜ୍ୟରେ ଏବେ ପଶ୍ଚିମା ଝଡ଼ ସକ୍ରିୟ ଅଛି । ଏହାର ପ୍ରଭାବରେ ୯ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ଫଳରେ ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ବଢ଼ିବ ଓ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୮ ତାରିଖ ରାତିରୁ!-->!-->!-->…
ବବି ସାର୍ଙ୍କ ନିଆରା ପ୍ରୟାସ
ମେଟ୍ରୋ ଟିଭି ଓଡିଶା,୬/୨ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଦାଇଁଲ ପଞ୍ଚାୟତର ଯୁବ ସମାଜସେବି ରଞନ କୁମାର ଜେନା ବବି ସାର୍ ଙ୍କ ନିୟାରା ପ୍ରୟାସ ଦେଖିବାକୁ ମିଳିଛି। ନିଜଶ୍ୱ ଉଦ୍ୟମରେ ଦାଇଁଲ ହନୁମାନ ମନ୍ଦିର ପାଖରୁ ବାୟା ଅବଧୂତ କଲେଜ ପାଖ ରାସ୍ତା ଦୁଇପାଖ କଣ୍ଟାକୁ ସପାଂ କରିବା ସହ!-->…
ରାସ୍ତା ନାହିଁ ତ ଭୋଟ ନାହିଁ : ଶୋଚନୀୟ ଅବସ୍ଥାରେ କୁମ୍ଭାରୀ –ଭୋଇଟ୍ରିକା ରାସ୍ତା
ମେଟ୍ରୋ ଟିଭି ଓଡିଶା,୬/୨ : ରାସ୍ତା ନାହିଁ ତ ଭୋଟ ବି ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଭୋଇଟିକ୍ରା ଗ୍ରାମବାସୀ । ବରଗଡ଼ କେନାଲ ଡିଭିଜନ ଅଧିନରେ ଥିବା କୁମ୍ଭାରୀ-ଭୋଇଟିକ୍ରା ୩ କିଲୋମିଟର!-->!-->!-->…
ସାଳନ୍ଦୀ ନଦୀକୁ ଧସିଲା ୧୦୦ ଫୁଟର ସୁରକ୍ଷା ବନ୍ଧ ,ଅଳ୍ପକେ ବର୍ତ୍ତିଲେ ୬ ପରିବାର
ମେଟ୍ରୋ ଟିଭି ଓଡିଶା,୬/୨ : ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ। ଭୂସ୍ଖଳନ ଘଟି ୩ରୁ ୪ ଫୁଟର ଫାଟ ସୃଷ୍ଟି ହୋଇଛି । ଅଳ୍ପକେ ବର୍ତ୍ତିଲେ ୬ ପରିବାର ଓ ଗୃହପାଳିତ ଗୋରୁଗାଈ। ଖବର ଅନୁଯାୟୀ, ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ!-->…
ପ୍ରବାସୀ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ
ମେଟ୍ରୋ ଟିଭି ଓଡିଶା,୫/୨ : ପକ୍ଷୀଙ୍କ କୋଳାହଳ ଶବ୍ଦରେ ମନପୁରି ଯାଏ । କିଚିରି ମିଚିରି ଶବ୍ଦ ଟିକେ କାନରେ ବାଜିଲେ ମନଭିତରେ ଥିବା ଆଶଙ୍କା ଦୂର ହୋଇ ଯାଇଥାଇଥାଏ । ସକାଳୁ ନିଦ ଭାଙ୍ଗିଲେ ପକ୍ଷୀଙ୍କ କୋଳାହଳ ଶୁଣିଲେ , ଆନନ୍ଦ ଅନୁଭବ ହୁଏ । ଶୀତର ପହିଲି ସ୍ପର୍ଶରେ ପକ୍ଷୀମାନେ!-->…
ଭଦ୍ରକରେ ଭୁଷୁଡିଲା ବିଜେପି ସଂଗଠନ ,ଦଳ ଛାଡିଲେ ଶତାଧିକ ନେତା ଓ କର୍ମୀ
ମେଟ୍ରୋ ଟିଭି ଓଡିଶା,୫/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ବିଜେପି କୁ ଲାଗିଛି ବଡ ଝଟକା । କିଛିଦିନ ପୂର୍ବରୁ ଦଳରେ ପ୍ରମୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରିବା ତଥା ନିର୍ବାଚନରେ କୌଣସି ଦାୟିତ୍ଵ ନଦେବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିବା ନେତା ଓ କର୍ମୀ ଆଜି!-->…