Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏଯାଏଁ କୌଣସି ପ୍ରକୃତ କଥାବାର୍ତ୍ତା ହୋଇନାହିଁ – ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ
- ମନୁଷ୍ୟ କେଉଁଠି ବନ୍ୟା କରେ ନାହିଁ , ଏହା ପଛରେ କାରଣ ଦୀର୍ଘ ଦିନର ଅବହେଳା, ଏକଥା ବି ବୁଝିବା ଦରକାର -ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
- ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ,ଆଜିଠାରୁ ୟୁପିଏମପି ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ
- ୭ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା , ଚାକିରିରୁ ବିଦା ହେଲେ ORS ଅଧିକାରୀ ମନୀଷା ମିଶ୍ର
- ସରିଲା ମା’ ଦକ୍ଷିଣକାଳୀଙ୍କ ଭସାଣୀ ଉତ୍ସବ,ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କୁ ମେଲାଣି ଜଣାଇଛନ୍ତି
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସି.ପି ରାଧାକ୍ରିଷ୍ଣନ,ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ହେବେ ସାମିଲ
- ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ବଡ଼ ଧରଣର ସଡ଼କ ଦୁର୍ଘଟଣା,3 ମୃତ, ୪୫ ଜଣ ଆହତ
- ମା’ ଦକ୍ଷିଣେଶ୍ଵରୀଙ୍କ କାଳୀପୂଜା ପାଇଁ ଉତ୍ସବମୁଖର ଚାନ୍ଦବାଲି,୭ଦିନ ଧରି ମା’ଙ୍କ ପୂଜା ଚାଲିବ
- କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରି ରାତି ୧୨ଟା ଯାଏଁ ଫୁଟିଲା ବାଣ
- ପାନିପୁରୀ ଓ ଟିକ୍କି ଖାଇ ୧୦୦ ଅସୁସ୍ଥ
Browsing Category
Odisha
All about all odisha state news updates
ବାରବାଟୀ ଟି-୨୦ : ସାଧାରଣ ଦର୍ଶକଙ୍କ ଲାଗି ୨୧୧୫୪ ଟିକଟ
ବାରବାଟୀ ଟି-୨୦ : ସାଧାରଣ ଦର୍ଶକଙ୍କ ଲାଗି ୨୧୧୫୪ ଟିକଟ
ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ମୌସୁମୀ ବର୍ଷା ପୁର୍ବରୁ ସହରରେ କୁତ୍ରିମ ବନ୍ୟା ଚିନ୍ତା । ଡ୍ରେନ୍ ମରାମତୀ ଓ ଜଳ ନିଷ୍କାସନ ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନିଷ୍ପତି । ଆସନ୍ତା ବର୍ଷା ଋତୁରେ ସହରାଞ୍ଚଳରେ ଜଳନିଷ୍କାସନକୁ ନେଇ ଯେପରି କୌଣସି ସମସ୍ୟ ନଉପୁଜେ ସେ ପାଇଁ ଆକ୍ସନ!-->!-->!-->…
ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ଦୀର୍ଘ ୨ ବର୍ଷ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ |
ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ | ଦଇତାପତି ନିଯୋଗ ସହ!-->!-->!-->!-->!-->!-->!-->…
ଆଉ ହେବନି ବିଜୁଳି କାଟ
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ | ସେଥିପାଇଁ କାମ ଚାଲିଛି । ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ । ମେଣ୍ଟେନାସ୍ କାମ କେବଳ ସକାଳ ସମୟରେ ହେବ । ଖରାଦିନ ଓ ପିଲାଙ୍କ ପରୀକ୍ଷା ପାଇଁ ବିଦ୍ୟୁତ୍ କାଟ୍ ନକରିବାକୁ କୁହାଯାଇଛି । ବିଗତ!-->!-->!-->…
ମା ତାରାତାରିଣୀଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ
ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨ )
ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କ ପୀଠରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବର୍ନିମିତ ମନ୍ଦିରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ!-->!-->!-->…
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ମେଟ୍ରୋ ଟିଭି ଓଡିଶା (୧୮.୮.୨୦୨୨)
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ବୈଠକ ଅନୁଷ୍ଠିତ ହେବ | ଭର୍ଚୁଆଲ ମାଧ୍ୟମରେ ଅପରାହ୍ଣ ସାଢ଼େ ୫ଟାରେ ବୈଠକ ବସିବା ନେଇ ସୂଚନା ଦିଆଯାଇଛି ।
ବୈଠକରେ ପ୍ରାୟ ୨୦ଟି!-->!-->!-->!-->!-->!-->!-->…
ଓଡ଼ିଶାରେ ପ୍ରତିଷ୍ଠା ହେବ ୫ ମାଇନିଂ ଆଦର୍ଶ ବିଦ୍ୟାଳୟ
ମେଟ୍ରୋ ଟିଭି ଓଡିଶା (୧୭.୫. ୨୦୨୨)
ଓଡ଼ିଶାରେ ପ୍ରତିଷ୍ଠା ହେବ ୫ ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଆକାଡେମୀ | ସୋମବାର ଓଏମସି ର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଲୋକ ସେବା ଭବନର କନଭେନସନ!-->!-->!-->…