Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Odisha
All about all odisha state news updates
ଓଡିଆଙ୍କ ବଡପର୍ବ ମକର ସଂକ୍ରାନ୍ତି , ମକର ଚୌରାସି ବେଶରେ ଶ୍ରୀଜିଉ
ମେଟ୍ରୋ ଟିଭି ଓଡିଶା,୧୪/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଭାରତବର୍ଷରେ ଏହି ମକର ସଂକ୍ରାନ୍ତି ବହୁ ଧୂମଧାମରେ ପାଳନ କରନ୍ତି । କିନ୍ତୁ କରୋନା ପାଇଁ ଧାର୍ମିକ ପୀଠସ୍ଥଳକୁ ଭକ୍ତଙ୍କୁ ବାରଣ କରାଯାଇଛି । ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି ।କଟକଣା ଅନୁସାରେ,!-->!-->!-->…
ମିହିରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଉ
ମେଟ୍ରୋ ଟିଭି ଓଡିଶା,୧୩/୧: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବର୍ଷୀୟାନ୍ କଳାକାର ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯାଉ ବୋଲି ଦାବି କରାଯାଉଛି । ଏହା ସହ କଟକର ଏକ ରାସ୍ତାକୁ ତାଙ୍କ ନାମରେ ନାମକ କରିବାକୁ କହିଛନ୍ତି ଅଭିନେତା ଶ୍ରୀତମ ଦାସ ।ଗତକାଲି!-->!-->!-->…
ଆଜି ୧୩ ଜିଲ୍ଲାରେ କୁଆପଥର ସାଙ୍ଗକୁ ବର୍ଷା ସମ୍ବାବନା
ମେଟ୍ରୋ ଟିଭି ଓଡିଶା,୧୨/୧: ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ କୁଆପଥର!-->…
ଆଜି ପବିତ୍ର ଶାମ୍ବ ଦଶମୀ
ମେଟ୍ରୋ ଟିଭି ଓଡିଶା,୧୨/୧: ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ଶାମ୍ବ ପର୍ବ । ଏହି ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ!-->…
ବାଲୁକାକଳାରେ ମିହିର ଦାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମେଟ୍ରୋ ଟିଭି ଓଡିଶା,୧୨/୧: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଓଡିଶାର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ତାଙ୍କ ଦେହାନ୍ତରେ ଓଲିଉଡ ଜଗତର ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଗତକାଲି!-->!-->!-->…
ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ
ମେଟ୍ରୋ ଟିଭି ଓଡିଶା,୧୨/୧: ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ବଡ ପୁଅ ଅମ୍ଲାନ ମୁଖାଗ୍ନି ଦେଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ!-->…
ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ବସିବ ସର୍ବ ଦଳୀୟ ବୈଠକ
ମେଟ୍ରୋ ଟିଭି ଓଡିଶା,୧୦/୧: ପଞ୍ଚାୟତ ନିର୍ବାଚନ ହେବ କି ନାହି ଏ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । କୋଭିଡ୍ ସମୟରେ ନିର୍ବାଚନ ହେଲେ, କଣ ରହିବ କଟକଣା । କେମିତି ହେବ ନିର୍ବାଚନ ପରିଚାଳନା । ଏସବୁକୁ ନେଇ ରାଜନୈତିକ ଦଳଙ୍କଠାରୁ ମତାମତ ଲୋଡିବେ ରାଜ୍ୟ ନିର୍ବାଚନ କମିଶନର । ଏଥିରେ ରାଜ୍ୟର!-->…
ଏସସିବି ନର୍ସିଂ ଛାତ୍ରୀଙ୍କୁ କରୋନା
ମେଟ୍ରୋ ଟିଭି ଓଡିଶା,୯/୧: କରୋନାର କାୟା ଏସସିବି ମେଡିକାଲକୁ ମାଡିଗଲାଣି । ଏସସିବି ବିଏସି ନର୍ସିଂ ଛାତ୍ରୀ ହଷ୍ଟେଲରେ ୨୮ ଜଣ ଛାତ୍ରୀଙ୍କୁ କରୋନା ପଜେଟିଭ। ଗତ କାଲି ରାତିରେ ଆସିଛି ରିପୋର୍ଟ। ସମସ୍ତ ଛାତ୍ରୀଙ୍କ ସ୍ୱାବ୍ ଟେଷ୍ଟ ହୋଇଆସିଛି। ହଷ୍ଟେଲରେ ମୋଟ ୨୮୦ ଜଣ ଛାତ୍ରୀ ରହୁଥିଲେ।
!-->!-->!-->…
ସୋମବାରରୁ ଶ୍ରୀମନ୍ଦିର ବନ୍ଦ, ଭକ୍ତଙ୍କ ଦର୍ଶନ ମନା
ମେଟ୍ରୋ ଟିଭି ଓଡ଼ିଶା,୮/୧: ବଢୁଥିବା କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ରହିବା ଜଗନ୍ନାଥ୍ ମନ୍ଦିର । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୋମବାର ଠାରୁ ବନ୍ଦ ରହିବ । ଭକ୍ତ କୁ ୨୨ ଦିନ ପର୍ଯ୍ୟନ୍ତ ମନ୍ଦିର ମନା । ଏଥିସହ ସର୍ବସାଧାରଣ ଦର୍ଶନ ମନା କରା ଯାଇଛି । ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ!-->…
ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି
ମେଟ୍ରୋ ଟିଭି ବ୍ୟୁରୋ,୮/୧: ନିଖୋଜ ଅଛନ୍ତି ପୋଷ୍ଟମାଷ୍ଟର । ଖୋଜି ଖୋଜି ପରିବାର ଲୋକ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ କେବଳ ପୋଷ୍ଟ ମାଷ୍ଟରଙ୍କ ବାଇକ ପାଇଛି । ହେଲେ ତାଙ୍କୁ ଖୋଜି ପାଇପାରୁନି । ।ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ!-->…