Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Odisha
All about all odisha state news updates
ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ବିଜୟୀ
ମେଟ୍ରୋ ଟିଭି ଓଡିଶା (୨୮.୫.୨୦୨୨ )
କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜିମାରିଛି ବିଜେଡି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟୀ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ ହରାଇଛନ୍ତି ରଣଜିତ । ଉପନିର୍ବାଚନରେ ରଣଜିତଙ୍କୁ ୧୮,୨୪୦!-->!-->!-->…
ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଚିଲିକା ମଝିରେ ଫସିଲା ଡଙ୍ଗା
ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨)
ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଜି ସକାଳେ ଜହ୍ନିକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଝି ଚିଲିକାରେ ଫସି ରହିଛି । ଡଙ୍ଗାରେ ସବାର ଥିବା ପ୍ରାୟ ୩୦ ରୁ ୪୦ ଯାତ୍ରୀ ଏବେବି ଚିଲିକା ମଝିରେ ଫସି!-->!-->!-->…
ଦୁଇ ଦିନ ପେଟ୍ରୋଲ ପମ୍ପ ବନ୍ଦ
ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨ )
ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ | ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍। ଆଜି ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ ଆସନ୍ତାକାଲି ମଧ୍ୟ ସନ୍ଧ୍ୟା ୬ଟାରୁ ସକାଳ!-->!-->!-->…
ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ପାରାଦୀପରେ ଫାଟିଲା IOCL ପାଇପ
ମେଟ୍ରୋ ଟିଭି ଓଡିଶା (୨୬.୫.୨୦୨୨ )
ପାରାଦୀପ ‘ଟାଉନସିପି ନିକଟରେ ଫାଟିଲା IOCL ପାଇପ। ଏହି ପାଇପ ଫାଟିବା ଦ୍ୱାରା ହଜାର ହଜାର ଲିଟର କ୍ରୁଡ଼ ଅଏଲ ମାଟିରେ ମିଶିଛି। ସ୍ଥିତିକୁ ନିୟତ୍ରଣରେ ଆଣିବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରୟାସ ଜାରି ରଖିଛନ୍ତି। ହଳଦିଆରୁ!-->!-->!-->…
ବିକାଶ ନାଁରେ ବିକୃତ କରଯାଉଛି, ତର୍ଥସ୍ଥଳୀକୁ ପିକ୍ନିକ୍ ସ୍ପଟ୍ କରାଯିବା ଠିକ୍ ନୁହେଁ- ଶଙ୍କରାଚାର୍ଯ୍ୟ
puri-shankaracharya-swami-nischalananda-saraswatis-big-statement-on-parikrama-project