Browsing Category

Odisha

All about all odisha state news updates

ବିଚ୍‌ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ବର: ମହର୍ଷି କଲେଜର ଜଣେ ଛାତ୍ରଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେଦୁର୍ବୃତ୍ତ । ଆହତ ଯୁବକଜଣଙ୍କ ହେଲେ, +୨ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ର ମଳୟ ରଂଜନ ରାଉତ। ମଳୟ ଏବଂ +୨ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ର ସୋମେଶ ପ୍ରଧାନଙ୍କ ମଧ୍ୟରେ ଦୁଇ ମାସ ହେଲା ଲାଗି ରହିଥିବା…

ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭୀମସାର ଏବଂ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ବୁର୍ଲା ଭିମ୍‌ସାର୍‌ର ଡାକ୍ତରୀ ଛାତ୍ରମାନେ  ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି…

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା: ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି

କଟକ : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଥିଲା ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲେ ମଧ୍ୟ ଏସିଏଫ୍ ସୌମ୍ୟରଂଜନ…

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ 5T ସଚିବ: କାରକେଡକୁ ଅଣ୍ଡାମାଡ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ତେବେ ତାଙ୍କୁ କିଛି ଲୋକ ବାଟରେ କାରକେଡକୁ ଅଣ୍ଡା ମାଡ କରିଛନ୍ତି । ଉଲୁଣ୍ଡାଠାରେ 5T ସଚିବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଛନ୍ତି  । ସେମାନେ ନିଜକୁ ଆପର କର୍ମକର୍ତ୍ତା ବୋଲି…

ବାହାନଗା ଟ୍ରେନ୍ ଦୁର୍ଘଟଣା ତଦନ୍ତ ରିପୋର୍ଟ: ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବିଭାଗର ଭୁଲ

ବାହାନଗା: ବାହାନଗା ଟ୍ରେନ୍ ଦୁର୍ଘଟଣା ତଦନ୍ତ ରିପୋର୍ଟ ଆସିଛି । ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବିଭାଗର ଭୁଲ ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଇଛି ।  ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନରେ ଘଟିଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା ।…

ପୁଷ୍ପେନ୍ଦ୍ର ସିଂଦେଓ ହେଲେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଷ୍ପେନ୍ଦ୍ର ସିଂଦେଓ ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ଦିବ୍ୟ ଶଙ୍କର ମିଶ୍ର । ୭ ଜଣଙ୍କୁ ଉପସଭାପତି, ୮ ସାଧାରଣ ସମ୍ପାଦକ ଓ ୧୨ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଭବାନୀପାଟଣା ବିଧାନସଭାକ୍ଷେତ୍ର ପାଇଁ ସୁରେନ୍ଦ୍ର…

ଯାମିନୀ ଷଡଙ୍ଗୀଙ୍କୁ OAVSର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର:  IAS ଯାମିନୀ ଷଡଙ୍ଗୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି  ସମ୍ବଲପୁର ମହାନଗର ନିଗମ…

ବାହାନଗା ଦୁର୍ଘଟଣାର ମାସେ ପରେ ବି ଶବ ପାଇନାହାଁନ୍ତି ପରିବାର ଲୋକ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ମାସେ ବିତିଯାଇଛି । ତେବେ କିଛି ପରିବାର ଏପରି ଅଛନ୍ତି ଯେଉଁମାନେ ସେମାନଙ୍କ ପରିଜନଙ୍କ ଶବ ଏପରର୍ଯ୍ୟନ୍ତ ପାଇନାହାଁନ୍ତି । ନିଜ ଲୋକଙ୍କ ଶବ ପାଇଁ ଏବେ ବି ଅପେକ୍ଷା କରି ରହିଛନ୍ତି । ପଶ୍ଚିମବଙ୍ଗର ଶିବକାନ୍ତ ରାୟ ନିଜ ପୁଅ ବିପୁଲର ଶବକୁ ଖୋଜି…

ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା

ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା।  ସାରା ଦେଶରେ ପାଳନ କରାଯାଉଛି  ଗୁରୁ ପୂର୍ଣ୍ଣିମା । ଗୁରୁ ଶବ୍ଦର ଅର୍ଥ ଶିକ୍ଷକ କିମ୍ବା ଆଧ୍ୟାତ୍ମିକ ମାର୍ଗଦର୍ଶକ ଏବଂ ପୂର୍ଣ୍ଣିମା ଅର୍ଥ ପୂର୍ଣ୍ଣଚନ୍ଦ୍ର  । ଆଜି ଏହି ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ମହର୍ଷି ବେଦବ୍ୟାସ ଚାରି…

ଆଇପିଏସ୍ ଅଧିକାରୀ ସାଗରିକା ନାଥଙ୍କ ବାପାମା’ଙ୍କ ଠାରୁ ଲୁଟ୍ ଉଦ୍ୟମ

ଭୁବନେଶ୍ବର: ଗତକାଲି ରାତିରେ ବାଲେଶ୍ୱର ଏସ୍‌ପି ତଥା ଆଇପିଏସ୍ ଅଧିକାରୀ ସାଗରିକା ନାଥଙ୍କ ବାପାମା’ଙ୍କ ଠାରୁ ଲୁଟ୍ ଉଦ୍ୟମ କରିବାକୁ ପଛାଇ ନାହାନ୍ତି ଦୁର୍ବୃତ୍ତମାନେ।  ଗତକାଲି ବିଳମ୍ବିତ ରାତିରେ ସାଗରିକାଙ୍କ ବାପା, ମାଆ ଏକ କାର୍‌ରେ ଘାଟିକିଆ ରାସ୍ତାରେ ନିଜ ଘର ଖଣ୍ଡଗିରିକୁ ଫେରୁଥିଲେ।…